ବାସ୍ତୁଶାସ୍ତ୍ର : ବେଲଣା କାଠି ସହ ଜଡିତ ବାସ୍ତୁ ଟିପ୍ସ, ଘରେ ଆଣିଥାଏ ସୁଖ ଶାନ୍ତି ଓ ସମୃଦ୍ଧି

ବାସ୍ତୁଶାସ୍ତ୍ର ସମସ୍ତଙ୍କ ଜୀବନରେ ବିଶେଷ ମହତ୍ଵ ରଖି ଥାନ୍ତି, ତେବେ ଏହା ମଧ୍ୟ କୁହା ଯାଏ ଯେ ବାସ୍ତୁ ସଠିକ ନିୟମ ପାଳନ କଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିଥାଏ । ତେବେ ମହିଳାଙ୍କୁ ଘର ଲକ୍ଷ୍ମୀ କୁହା ଯାଏ ତେବେ ରୋଷେଇଘର ମା ଲକ୍ଷ୍ମୀ ବାସ ସ୍ଥାନ ହୋଇଥାଏ । ଏମିତି ରେ ମହିଳାଙ୍କୁ ରୋଷେଇ ସଫା କରିବା ପରଯାପ୍ତ ନୁହ, ରୋଷେଇ ଘରେ ଜିନିଷ ସଠିକ ଜାଗାରେ ରଖିଲେ ବାସ୍ତୁ ପାଳନ କରିବା ଉଚିତ । ରୋଷେଇ ଘରେ ରଖା ହୋଇଥିବା ଜିନିଷ ବାସ୍ତୁ ଅନୁଯାଇ ଜିନିଷ ମହତ୍ଵ ହୋଇଥାଏ କିନ୍ତୁ ବେଲଣା କାଠି ରାହୁ ପ୍ରତିନିଧିତ୍ଵ କରିଥାଏ, ଏମିତି ସ୍ଥିତି ରେ ଏହାକୁ ସଠିକ ଜାଗାରେ ସଠିକ ଭାବରେ ରଖିବା ଉଚିତ ।

Image Courtesy: Google

ତେବେ ଆସନ୍ତୁ ଜାଣିବା କେଉଁ ଜାଗାରେ ବେଲଣା କାଠି ରଖିବା ଉଚିତ, ଓ କେଉଁ ଭାବରେ ରଖିବା ଉଚିତ । ଯଦି ଆପଣ ଭୁଲ ଜାଗାରେ ବେଲଣା କାଠି ରଖନ୍ତି ତେବେ ପରିବାର ସଦସ୍ୟକୁ ରୋଗ ଏବଂ ଧନ ହାନି ହୋଇଥାଏ । ଯେବେ ବି ବେଲଣା କାଠି ବ୍ୟବହାର କରନ୍ତୁ ପ୍ରୟାଶ କରନ୍ତୁ ଯେ ଏହା ଶବ୍ଦ ନକରୁ, ବାସ୍ତୁ ଅନୁଯାଇ ବେଲଣା କାଠି ଯାହା ଶବ୍ଦ ବାହାରି ଥାଏ ତାହା ଦ୍ଵାରା ଧନହାନି ହୋଇଥାଏ, ଏମିତି ସ୍ଥିତି ରୁ ବଞ୍ଚିବା ପାଇଁ ଯେବେ ବି ବେଲଣା କାଠି ବ୍ୟବହାର କରନ୍ତୁ ଏହା ତଳେ କପଡା ରଖନ୍ତୁ, ଯାହା ଦ୍ଵାରା ଶବ୍ଦ ନ ଆସୁ ।

Image Courtesy: google

ବାସ୍ତୁ ଅନୁଯାଇ ବେଲଣା କାଠି ସୁଖେଇ ରଖିବା ଉଚିତ, ଏହା ସହ ଶାସ୍ତ୍ର ରେ ଏହା ମଧ୍ୟ କୁହା ଯାଇଛି ଯେ ବେଲଣା କାଠି ଓଲଟା କରି ରଖିବା ଉଚିତ ନୁହ । ଅଟା ଡ୍ରମ ବା ବାସନ ମଧ୍ୟରେ ଏହାକୁ କେବେ ରଖନ୍ତୁ ନାହିଁ ଏହା ଦ୍ଵାରା ଧନ ହାନି ହୋଇଥାଏ ଏହାକୁ ସବୁବଳେ ସୁଖେଇ ଅଲଗା ରଖିବା ଉଚିତ ଅଟେ ।

ତେବେ ଆପଣ ବି ଯଦି ଚାହୁଁଛନ୍ତି ଘରର ସୁଖ ଓ ସମୃଦ୍ଧି ତେବେ ଏହି ସବୁ କଥା ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ । ଆଶା ଅକରୁଛୁ ଆପଣମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋସ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *