Prakruti ଚିଲେଇଲେ ଭାଇ ମାନେ ମତେ ରକ୍ଷା କର..ମତେ Babushanଙ୍କ ପତ୍ନୀଠୁ ରକ୍ଷା କର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଷ୍ଟାର ତଥା ଚକଲେଟ ହୋରି ବାବୁସାଣ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଲିଉଡ ଜଗତରେ ଜଣେ ନାମିଦାମି ତଥା ଲୋକପ୍ରିୟ କଳାକାର ଭାବେ ବେଶ ପରିଚିତ ଅଟନ୍ତି । କିନ୍ତୁ ଏହି ଚକେଲ୍ଟ ହିରୋଙ୍କର ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ବାବୁସାନ ପ୍ରକୃତି ଙ୍କ ସହ ନିଜ ସ୍ତ୍ରୀ ତୃପ୍ତିଙ୍କ ହାତରେ ଧରା ପଡିବାର ନଜର ଆସୁଛନ୍ତି । କହିବାର ଅର୍ଥ ହେଉଛି ଦର୍ଶକ ବନ୍ଧୁ ବାବୁସାନ ଙ୍କ କାର ଭିତରେ ଥିଲେ ପ୍ରକୃତି ମିଶ୍ର । ଆଉ ଦୁହିଙ୍କୁ ରଙ୍ଗେ ହାତ ଧରିଛନ୍ତି ସ୍ତ୍ରୀ ତ୍ରୁପ୍ତି ଶତପଥି ।

ତେବେ କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ତୃପ୍ତି ବାବୁସାନ ଙ୍କୁ ରାସ୍ତା ମଝି ରେ ପ୍ରକୃତି ମିଶ୍ର ଙ୍କ ସହ ଧରିଛନ୍ତି । ଆଉ ସେଠାରେ ଅନେକ ଲୋକ ମାନେ ମଧ୍ୟ ଜମା ହୋଇଛନ୍ତି । ତେବେ ପ୍ରକୃତି କର ଭିତରେ ବସିଥିଲେ ମଧ୍ୟ ତୃପ୍ତି ତାଙ୍କୁ ଜୋର ରେ ଭିଡି ଧରିଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି ।

ତେବେ ଅଣ ନିଶ୍ଵାସୀ ହୋଇ ପ୍ରକୃତି ମିଶ୍ର ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ସାହାଜ୍ଯ ମାଗୁଛନ୍ତି ଆଉ କହୁଛନ୍ତି ଭାଇ ମାନେ ମୋତେ ରକ୍ଷା କର । କାରଣ ତୃପ୍ତିଙ୍କୁ ତାଙ୍କୁ ଜୋରରେ ଭିଡିକି ଧରିଛନ୍ତି । ଯାହାକୁ ଶୁଣିବା ପରେ ଲୋକ ମାନେ ତାଙ୍କୁ ସାହାଜ୍ଯ କରିବେ କଣ ଓଲଟି କହୁଛନ୍ତି ଏଇ ଦେଖା ଏ ହେଉଛି ପ୍ରକୃତି ମିଶ୍ର ଯିଏ ବାବୁସାନ ଙ୍କୁ ନିଜ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲା ।

ଏ ସବୁ କଥା ଶୁଣିବା ପରେ ପ୍ରକୃତି ସେଠାରୁ ଯିବାକୁ ଚେଷ୍ଟା କରୁଛନ୍ତି । ଆଉ ଗୋଟେ ଅଟୋ ରେ ମଧ୍ୟ ବସିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ତାଙ୍କୁ ସେଠାରୁ ଯିବାକୁ ଦେଉ ନାହାନ୍ତି । ଏହି ସବୁ ହାଇ ଡ୍ରାମା ରାସ୍ତା ରେ ଚାଲିଥିବା ସମୟରେ ଲୋକ ମାନେ ଭିଡିଓ କରିବାରେ ଲାଗିଛନ୍ତି । ଯାହାକୁ ଦେଖି ପ୍ରକୃତି ମିଶ୍ର ବହୁତ ଡରିବା ସହ ସେଠାରୁ କେମିତି ଯିବେ ବୋଲି ଚେଷ୍ଟା କରୁଛନ୍ତି ।

ଆହୁରି ମଧ୍ୟ ଦେଖିବାକୁ ମିଳିଛି ତୃପ୍ତି କହୁଛନ୍ତି ଏ ହେଉଛି ସେହି ପ୍ରକୃତି ମିଶ୍ର ଯିଏ ଗତ ୩ ବର୍ଷ ହେବ ମୋ ସଂସାର ଭାଙ୍ଗିବାରେ ଲାଗିଛି । ତେବେ ବାବୁସାନ ଓ ପ୍ରକୃତି ଗତ କିଛି ଦିନ ତଳେ ପ୍ରେମମ ଫିଲ୍ମ ରେ ଏକାଠି ଅଭିନୟ କରିଥିଲେ । ବୋଧ ହୁଏ ଦୁହିଙ୍କ ମଧ୍ୟରେ ଫିଲ୍ମ ନିଶା ବଦଳରେ ରିୟାଲିଟି ରେ ପ୍ରେମ ହୋଇ ଯାଇଛି ଏମିତି ଲୋକ ମାନେ ଚର୍ଚ୍ଚା କରୁଛନ୍ତି ।

ତେବେ ଏହି ୩ ଜଣଙ୍କ ମଧ୍ୟରେ ଯେଉଁ ହାଇ ଡ୍ରାମା ଆରମ୍ଭ ହୋଇଛି ତାହା ପଛରେ ସତ୍ୟତା କଣ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ଉଠଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *