“Babushanଙ୍କ ପତ୍ନୀ 8-9 ଜଣ ଗୁଣ୍ଡା ଆଣି ଆସିଥିଲେ ଓ ମୋ ସହ…” Prakruti ମିଡିଆ ଆଗରେ କହିଲେ ପ୍ରକୃତ ଘଟଣା… ଦେଖନ୍ତୁ Video

ସୋସିଆଲ ମିଡିଆରେ ଭାଇରାଲ ହେଉଛି ରୋଡ ଉପରେ ଷ୍ଟାର ପ୍ରୋଫାଇଲ ଙ୍କ ହାଇ ଡ୍ରାମା । ବାବୁସାନ ଗାଡି ଭିତରେ ଅଛନ୍ତି । ଅନ୍ୟ ପକ୍ଷରେ ସ୍ତ୍ରୀ ତୃପ୍ତି ଶତତ୍ପଥୀ ତାଙ୍କ ସାର୍ଟ ଭିଡୁଛନ୍ତି । ଏପଟେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବି ଭିଡି ଧରିଛନ୍ତି ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି । ରାସ୍ତା ଉପରେ ବର୍ଷା ଦିନରେ ଏହି ହାଇ ଡ୍ରାମା ଚାଲିଛି । ନିଆଁ ଭଳି ଭାଇରାଲ ହେଉଥିବା ଏହି ଭିଜୁଆଲ ଟି କୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ଓଲିଉଡ ର ସୁପରଷ୍ଟାର ବାବୁସାନ ରେଡ଼ ହ୍ୟାଣ୍ଡେଡ଼ ଧରା ପଡ଼ିଛନ୍ତି ଏବଂ ତାଙ୍କ ପତ୍ନୀ ତାଙ୍କୁ ରାସ୍ତା ଉପରେ ମାଡ ମାରୁଛନ୍ତି ।

କିନ୍ତୁ ନିଆଁ ଭଳି ଭାଇରାଲ ହେଉଥିବା ଏହି ଭିଜୁଆଲ ଟି କୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ଓଲିଉଡ ର ସୁପରଷ୍ଟାର ବାବୁସାନ ରେଡ଼ ହ୍ୟାଣ୍ଡେଡ଼ ଧରା ପଡ଼ିଛନ୍ତି ଏବଂ ତାଙ୍କ ପତ୍ନୀ ତାଙ୍କୁ ରାସ୍ତା ଉପରେ ମାଡ ମାରୁଛନ୍ତି । ଏହି କାରଣରୁ ସେ ବାବୁସାନ ଓ ପ୍ରକୃତି ଙ୍କୁ ରାସ୍ତା ରେ ମାଡ଼ ମାରିଛନ୍ତି ।

ଏହା ସହିତ ଭିଜୁଆଲ ରେ ଦେଖିବାକୁ ମିଳିଛି ଯେ, ପ୍ରକୃତି କାର୍ ରୁ ଓହ୍ଲାଇ ଦୌଡ଼ି ପଳାଉଛନ୍ତି ଏବଂ ତୃପ୍ତି ଙ୍କୁ ପାଗଳ ବୋଲି କହି ସମ୍ବୋଧନ କରିଛନ୍ତି । ତେବେ ବର୍ତ୍ତମାନ ନିଜେ ପ୍ରକୃତି ମିଡିଆ ଅଗ୍ରେ ସବୁ ଖୋଲି କହିଛନ୍ତି କି ପ୍ରକୃତ ଘଟଣା କଣ । ପ୍ରକୃତି କହିଛନ୍ତି କି, ଏବେ ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ ।

ବାବୁସାନଙ୍କ ପତ୍ନୀ ଯେଉଁ ଭଳି ବ୍ୟବହାର କରି ଛନ୍ତି ତା ପରେ ସେ ଯେଉଁ ମାନସିକ ସ୍ଥିତି ଦେଇ ଗତି କରୁଛନ୍ତି ତାକୁ ଶବ୍ଦରେ ସେ କହିପାରିବେ ନାହିଁ । ସେ କହିବା କଥା କି ସେ ତାଙ୍କ କୋ-ଷ୍ଟାର ବାବୁଶାନଙ୍କ ସହ ଏକ ନୂଆ ଓଡିଆ ଫିଲ୍ମ ଘୋଷଣା କରିବା ପାଇଁ ଓଡିଆ ଆସୋସିଏସନକୁ ଯାଉଥିଲେ ।

କିନ୍ତୁ ସକାଳୁ ବହୁତ ଜୋରରେ ବର୍ଷା ହେଉଥିଲା । ଯେହେତୁ ସେମାନେ ଏକା ସାଙ୍ଗେ ଯିବାର ଥିଲା ତେଣୁ ବାବୁଶାନ ପ୍ରକୃତିଙ୍କୁ କାର୍ ରେ ପିକ୍ କରିବେ ବୋଲି କହିଥିଲେ । ଏହା ପରେ ସେମାନେ ଯେତେବେଳେ ସାଙ୍ଗ ହୋଇ ଯାଉଥିଲେ ହଟାତ ବାବୁଶାନଙ୍କ ପତ୍ନୀ ତୃପ୍ତି, ତାଙ୍କ ବାପାଙ୍କ ଓ ତାଙ୍କ ସାଥିରେ ୮ରୁ ୯ ଜଣ ଗୁଣ୍ଡା ଧରି ସେଠାରେ ପହଞ୍ଚିଥିଲେ ।

ବାବୁଶାନଙ୍କୁ ଟଣାଓଟରା କରି ମାଡ ମାରିବା ସହ ପ୍ରକୃତିଙ୍କୁ ମଧ୍ୟ ବହୁତ କଥା ଶୁଣାଇଥିଲେ ତୃପ୍ତି । ଖାଲି ସେତିକି ନୁହେଁ ସେ ପ୍ରକୃତିଙ୍କୁ ଗୋଡେ ଗୋଡେ ଇ ପାରି ଥିଲେ ମଧ୍ୟ । ସେ ଆହୁରି ମଧ୍ୟ ଅକହି ଛନ୍ତି କି ସେଠାରେ ଉପସ୍ଥିତ ଥିଲା ଲୋକ ମାନେ ତାଙ୍କୁ ସାହାଯ୍ୟ କରିବା ବଦଳରେ ଭିଡିଓ ବନେଇଥିଲେ । ବର୍ତ୍ତମାନ ଏହାକୁ ନେଇ କଣ କରିବେ ପଚାରିବାରୁ ପ୍ରକୃତି କହିଛନ୍ତି କି ସେ ନିଶ୍ଚିନ୍ତ ଏହି ଘଟଣା ପାଇଁ ଆଇନର ସହାୟତା ନେବେ ।

Leave a Reply

Your email address will not be published. Required fields are marked *