ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ପ୍ରେମିକ ଆପଣଙ୍କୁ କେଏନ କହିବାକୁ ଯାଉଛନ୍ତି- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବା କୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କୁ ନିଜ ପାର୍ଟନର କଣ କହିବା କୁ ଚାହୁଁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଂକ ପାର୍ଟନର ଆପଣଙ୍କୁ କଣ କହିବାକୁ ଚାହୁଁଛନ୍ତି ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ୟୁ ଆର ମାଇ ଡ୍ରିମ’ ।

୨. ବନ୍ଧୁଗଣ ଯଦି ଆପଣ ନମ୍ବର୨ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ତେରେ ବିନା ଭି କ୍ୟା ଜିନା’ ।

୩. ବନ୍ଧୁଗଣ ଯଦି ଆପଣ ନମ୍ବର୩ ବାଛିଛନ୍ତି, ତେବେ ଆପଣଂକ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ଆପ ହମାରେ ଦିଲ ମେ ରହତେ ହୋ’ ।

୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ଜିନା ସିର୍ଫ ତେରେ ଲିୟେ’ ।

୫. ବନ୍ଧୁଗଣ ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ୟୁ ଆର ଦ ବେଷ୍ଟ’ ।

୬. ବନ୍ଧୁଗଣ ଯଦି ଆପଣ ନମ୍ବର ୬ ବାଛିଛନ୍ତି ,ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ଆଇ ଲଭ ୟୁ’ ।

୭. ବନ୍ଧୁଗଣ ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ତୁମ ମେରୀ ଜିନ୍ଦଗି ହୋ’ ।

୮. ବନ୍ଧୁଗଣ ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ଦିଲ ତୁମ୍ହଏ ଚାହତା ହେ’ ।

୯. ବନ୍ଧୁଗଣ ଯଦି ଆପଣ ନମ୍ବର ୯ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘କଭି ଜୁଦା ନହିଁ ହୋନା’ ।

୧୦. ବନ୍ଧୁଗଣ ଯଦି ଆପଣ ନମ୍ବର୧୦ ବାଛିଛନ୍ତି ,ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ‘ସବ କୁଛ ମେରା ତୁମ ହି ତୋ ହୋ’ ।

ତେବେ ବନ୍ଧୁଗଣ ଏହା ଥିଲା ଆପଣଙ୍କ ପାଇଁ ଏକ ମଜାଦାର ନମ୍ବର କୁଇଜ ଗେମ । ଆଶା କରୁଛୁ ଯେ, ଆପଣ ମାନଙ୍କୁ ଏହି ନମ୍ବର କୁଇଜ ଗେମ ଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *