ଜୀବନରେ ଆଗକୁ ବଢିବାର ଅଛିତ ମହାତ୍ମା ବୁଦ୍ଧଙ୍କ ଏହି 1 କଥା ସର୍ବଦା ମନେ ରଖନ୍ତୁ- Buddha Vani

କଥା ସେହି ସମୟର ଅଟେ ଯେଉଁ ସମୟରେ ଯେଉଁ ସମୟରେ ବୁଦ୍ଧ ପୁରା ବିଶ୍ବରେ ଭ୍ରମଣ କରି ବୌଦ୍ଧ ଧର୍ମର ପ୍ରଚାର କରୁଥିଲେ । ଲୋକଙ୍କୁ ଜ୍ଞାନ ଦେଉଥିଲେ, ଦିନକର ମହାତ୍ମା ବୁଦ୍ଧ କିଛି ଶିଷ୍ୟଙ୍କ ସହିତ ଗୋଟେ ଗାଁରେ ଭ୍ରମଣ କରୁଥିଲେ । ସେତେବେଳେ କିଛି ବାହନ ପ୍ରଚଳ ନଥିଲା ଆଉ ଲୋକ ପଦରେ ଚାଲି ଚାଲି ଯାତ୍ରା କରୁଥିଲେ । ବୁଦ୍ଧଦେବଙ୍କୁ ବହୁତ ଶୋଷ ଲାଗୁଥିଲା ସେ ତାଙ୍କର ଗୋଟିଏ ଶିଷ୍ୟଙ୍କୁ ଗାଁକୁ ଗଲେ ଆଉ ସେଠାରେ ଗୋଟେ ନଦୀ ଦେଖିଲେ ଯେଉଁଠି ଲୋକ ସେଇ ନଦୀରେ କପଡା ଧୋଉ ଥିଲେ ।

ଆଉ କିଛି ଲୋକ ଗାଧୋଉ ଥିଲେ । ସେଇ ନଦୀର ପାଣି ବହୁତ ଅସନା ଦେଖାଯାଉଥିଲେ  । ଶିଷ୍ୟଙ୍କୁ ଗୁରୁଙ୍କ ପାଇଁ ସେ ଅସନା ପାଣି ନେବାକୁ ଠିକ ଲାଗିଲାନି । ଏହାଭାବିକି ସେ ଫେରିଆସିଲେ । ସେଥି ପାଇ ସେ ଆଉ ଗୋଟିଏ ଶିଷ୍ୟକୁ ପାଣି ପାଇ ପଠେଇଲେ । କିଛି ସମୟ ପରେ ସେ ପାଣି ନେଇ ଫେରିଲେ । ମହାତ୍ମା ବୁଦ୍ଧ ଶିଷ୍ୟଙ୍କୁ ପଚାରିଲେ ନଦୀ ପାଣିତ ଅସନା ଥିଲା ତୁମେ ଭଲ ପାଣି କେଉଁଠୁ ଆଣିଲ ।

ଶିଷ୍ୟ କହିଲା ପ୍ରଭୁ ସେଠାରେ ବାସ୍ତବରେ ନଦୀର ପାଣି ଅସନା ଥିଲା କିନ୍ତୁ ମୁଁ ଲୋକଙ୍କ ଯିବା ପରେ କିଛି ସମୟ ଅପେକ୍ଷା କଲି । ଆଉ କିଛି ସମୟ ପରେ ମାଟି ତଳେ ବସିଗଲା ଓ ସଫା ପାଣି ଉପରକୁ ଆସିଗଲା ବୁଦ୍ଧ ଏହା ଶୁଣିକି ବହୁତ ପ୍ରସନ୍ନ ହେଲେ ।  ବାକି ଶିଷ୍ୟଙ୍କୁ ଶିକ୍ଷା ଦେଲେ ଆମର ଏହି ଯେଉଁ ଜୀବନ ଅଟେ ସେ ପାଣି ଭଳି ଅଟେ ଯେତେ ପର୍ଯ୍ୟନ୍ତ ଆମର କର୍ମ ଭଲ ଅଛି ସେତେ ପର୍ଯ୍ୟନ୍ତ ସବୁ ଶୁଦ୍ଧ ଅଟେ । କିନ୍ତୁ ଜୀବନରେ ବହୁତ ବାର ସମସ୍ଯା ଓ ଦୁଃଖ ଆସିଥାଏ ।

ଯେଉଁ ତିରେ ଜୀବନରୂପି ପାଣି ଅସନା ଲାଗିଥାଏ । କିଛି ଲୋକ ପୂର୍ବ ଶିଷ୍ୟ ଭଳି ଖରାପ ଜିନିଷକୁ ଦେଖି ଡରିଯାଇଥାନ୍ତି ଓ ଅସୁବିଧା ଦେଖି ଫେରି ଆସନ୍ତି । ସେ ଜୀବନରେ କେବେ ଆଗକୁ ବଢିପାରନ୍ତି ନାହିଁ । ପୁଣି ଅପର ପକ୍ଷରେ କିଛି ଲୋକ ଧାର୍ଯ୍ୟ ସିଳ ହୋଇଥାନ୍ତି ସେ ବ୍ଯାକୁଳ ହୋଇନଥାନ୍ତି କିଛି ସମୟ ପରେ ଅସନା ରୂପୀ ସମୟ କିଛି ସମୟ ପରେ ଖତମ ହୋଇଯାଇଥାଏ । ସେଥିଲାଗି ଏହି ଶିକ୍ଷା ଉପରେ ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *