ସୋମବାର 01 ଫେବୃୟାରୀ ୨୦୨୧ ଭଗବାନ ଭୋଳାନାଥଙ୍କ କୃପାରୁ ଆଜି ଏହି ୩ ଟି ରାଶିକୁ ମିଳିବ ଆକସ୍ମିକ ଧନ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।


ମେଷ :- ଆପଣଙ୍କ ପରୀକ୍ଷାର ସମୟ ଚାଲିଛି, ବହୁତ  ଭଲ ହେବକି ଆପଣ ଆପଣଙ୍କ କାମରେ ଅଧିକ ଧ୍ୟାନ ରଖନ୍ତୁ । କୌଣସି କାରଣରୁ ଆପଣଙ୍କୁ ନିଜ ଉପରେ କଣ୍ଟ୍ରୋଲ କରିବାକୁ ପଡିପାରେ । କିଛି ଲୋକଙ୍କ ପାଇଁ ଦିନସାରା ଆଲସଭଡ଼ା ରହିବ । ଆପଣଙ୍କ ଚିନ୍ତାର କାରଣ ଛୋଟମୋଟ ଟେନସନ ଅଟେ । ସନ୍ଧ୍ଯା ସମୟରେ ଘରେ ଅଧିକ ସମୟ ବିତାଇବା ଦ୍ଵାରା ଘର ଲୋକଙ୍କୁ ଅଧିକ ଭଲ ଲାଗିବ । ଭାଗ୍ୟ ୫୬ ପ୍ରତିଶତ ସହଯୋଗ କରିବ ।

ବୃଷ :- ଦିନସାରା ବହୁତ ବ୍ୟସ୍ତରେ ସମୟ ବ୍ଯତୀତ ହେବ । ସନ୍ଧ୍ଯା ସମୟରେ ଭଲ ଖବର ମିଳିବ ଓ ଆପଣ ଫାଇଦାରେ ରହିବେ । ପ୍ରଫେସନାଲ ମାମଲାରେ କ୍ଷତିହେବ ଦ୍ଵାରା ସାବଧାନୀ ଅବଲମ୍ବନ କାଲେ କ୍ଷତିରୁ ବଞ୍ଚିପାରିବେ । ନିବେଶ କାଲେ ସେଥିରେ ବହୁତ ଫାଇଦା ମିଳିବ । ଆଜି ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ଆଜିର ଦିନ ବହୁତ ଖୁଶିର ଦିନ ଅଟେ, ଦୁଇପ୍ରହରରେ ଟେଲିଫୋନେ ଜରିଆରେ କୌଣସି ଖାସ ମାମଲାରେ ସୂଚନା ମିଳିପାରେ । ଛାତ୍ର ମାନେ ପାଠ ପଢାରେ ଅଧିକ ଧ୍ୟାନ ଦିଅନ୍ତୁ ଫାଇଦା ମିଳିବ । ବ୍ୟବସାୟି ମାନେ ନିଜ ଧନ୍ଦାରେ ନୂଆ ଉପାୟ ଆପଣେଇ ପାରନ୍ତି ।


କର୍କଟ :- ଆଜିଏଆ ଡିଆଁ ଆପଣଙ୍କ ପାଇଁ ସ୍ପେଶାଲ ହୋଇପାରେ । କୌଣସି ଗୋଟିଏ ଜିନିଷରେ କାମ କରିବା ଠିକ ରହିବ । ଆଜି କୌଣସି ରିସ୍କ ବାଲା କାମ କରନ୍ତୁ ନାହିଁ । ଆଜି ଭାଗ୍ୟ ୬୫ ପ୍ରତିଶତ ସହଯୋଗ କରିବ ।

ସିଂହ :- ଦିନ ବହୁତ ଭଲରେ ବିତିବ । ହୃଦୟରେ ଯଦି କିଛି ନୂଆ ଉପାୟ ଅଛିତ ସଙ୍ଗେ ସଙ୍ଗେ ଆଗକୁ ବଢନ୍ତୁ । ପୁରୁଣା ସମ୍ପର୍କୀୟଙ୍କ ସାଥିରେ ଯାହା ମନ ମାଳିନ୍ୟ ରହିଛି ତାକୁ ଦୂର କରନ୍ତୁ । ସାଙ୍ଗ ମାନଙ୍କ ସହିତ ରହିବା ଦ୍ଵାରା ଫାଇଦା ହୋଇପାରେ । କୌଣସି କାରଣରୁ ଘର ଲୋକଙ୍କ ସହିତ ଯୁକ୍ତି ତର୍କ ହୋଇପାରେ । ଭାଗ୍ୟ 69 ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଆଜି ଆପଣଙ୍କ ଦିନ ବହୁତ ବ୍ୟସ୍ତ ମୟ ରହିବ । ବୁଦ୍ଧିମାନର ସହିତ କରାଯାଇଥିବା କାର୍ଯ୍ୟରେ ଫାଇଦା ହୋଇପାରେ । ପୁରୁଣା  ଟେନସନ ସବୁ ଦୂର ହୋଇବ । ଯଦି ଆପଣ ଅନ୍ୟକୁ ସାହାର୍ଯ୍ୟ କରିବେତ ଆପଣଙ୍କୁ ସାହାର୍ଯ୍ୟ କରିବା ବାଲା ମଧ୍ୟ ଆସିବେ । ଇମାନ୍ଦାରୀରେ ଯେଉଁ କମ କରିବେ ସେ ଫଳଦାୟକ ରହିବ । ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

ତୁଳା :- ଆପଣଙ୍କ ଦିନର ପ୍ରଥମ ଭାଗରେ ଫୋନ କଲ ମାଧ୍ୟମରେ ଆଜି କିଛି ଖୁସି ଖବର ମିଳିବ । ଅଫିସର ସାଥି ମାନେ ଟୀମ ୱର୍କରେ ଖୁସି ହେବେ । ଦେବାନେବା ଓ ବିଜନେସରେ ଖ୍ଯାତି ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଦରକାର । ରୋମାନ୍ସ ମାମଲାରେ ମଧ୍ୟ ଏହି ଦିନ ବହୁତ ଭଲ ଅଟେ । ଖର୍ଚ ନିଶ୍ଚିତ ଭାବରେ ବଢିପାରେ । ଭାଗ୍ୟ ୭୩ ପ୍ରତିଶତ ସହଯୋଗ କରିବ ।

ବିଛା :- ଦିନର ପ୍ରଥମ ଭାଗରେ ଟିକେ ଅଧିକ କାମ କରିବାକୁ ପଡିପାରେ । ସନ୍ଧ୍ଯାରେ ମୁନାଫାର ବହୁତ ସୁଯୋଗ ମିଳିବ । ବୁଲିବାର ସୁଯୋଗ ଯେବେବି ଆସିଥାଏ ଆପଣ ସବୁବେଳେ ରେଡି ରହିଥାନ୍ତି । ପାର୍ଟିରେ କୌଣସି ଭଲ ଓ ଗୁରୁତ୍ଵପୂର୍ଣ ଲୋକଙ୍କ ସହିତ ଦେଖା ହୋଇପାରେ । ଆଉ କିଛି ଖାସ କାମର ଚିନ୍ତା ଦୂର ହେବ । ଭାଗ୍ୟ ୭୫ ପ୍ରତିଶତ ସହଯୋଗ କରିବ ।

ଧନୁ :- ଆଜି ଆପଣଙ୍କ ସମୟ ବହୁତ ଭଲ ଅଛି ତାର ଭଲ ଫାଇଦା ଉଠାଇବେ । ଅଫିସରେ କଲିଗ ମାନଙ୍କ ସହିତ ଯୁକ୍ତି ତର୍କ କରନ୍ତୁ ନାହିଁ । ଆଜି ଆପଣଙ୍କ ସବୁ ଇଛା ପୁରା ହେବ । ବୁଲିବା ଦ୍ଵାରା କୌଣସି ଜରୁରୀ କାମ ହୋଇପାରେ । କୌଣସି ଅଭିଜାନରେ ଆପଣଙ୍କ ଜିତ ହୋଇପାରେ । ଫାଇନାନ୍ସ କାମରେ କୌଣସି ଅନୁଭବି ଲୋକର ସଜେସନ ନେବା ବହୁତ ଫାଇଦା ହୋଇପାରେ । ଭାଗ୍ୟ 80 ପ୍ରତିଆଶତ ସହଯୋଗ କରିବ ।

ମକର :- ଆଜି ଆପଣଙ୍କର କାହା ସହିତ ଝଗଡା ନହେଉ ଏହି କଥାର ଧ୍ୟାନ ରଖନ୍ତୁ । କାମ କାର୍ଯ୍ୟରେ ଆପଣଙ୍କ ସ୍ଥିତି ବହୁତ ଭଲ ରହିବ । ବିଜନେସରେ ଲାଭର ଆଶା ରହିବ ଓ ବୈବାହିକ ଜୀବନରେ ସ୍ନେହ ପ୍ରେମ ବଢିବ । ଦିନସାରା କାମ କରିବା ପାଇଁ ବହୁତ କାମ ରହିଛି କିନ୍ତୁ କାହାକୁ କରିବାର ଅଛି ତାହା ଆପଣଙ୍କୁ ନିସ୍ପତି ନେବାର ଅଛି । ଆଜି ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜି ଟିମ ୱର୍କରେ କାମ କରିବେ । ଅଫିସରେ ସାଥି ମାନଙ୍କ ସହ ମିସିକି କାମ କରିବା ଦ୍ଵାରା ଭଲ ରେଜଲ୍ଟ ମିଳିବ । କଥାବାର୍ତା ଦ୍ଵାରା ନୂଆ ଆଇଡିଆ ଆପଣଙ୍କୁ ମିଳିପାରେ । ସାଙ୍ଗ ମାନଙ୍କ  ପାଇଁ ଉପହାର କିଣିବା ସମୟରେ ପାଇଷକୁ ଧ୍ୟାନରେ ରଖ । ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜି ଦିନ ବହୁତ ଧୀର ହୋଇପାରେ ଧୀରେ ଧୀରେ ଆଗକୁ ବଢିଲେ ଫାଇଦା ହେବ । ଚେଷ୍ଟା ଜାରି ରଖିବେତ ଅଟକି ଥିବା କାମ ହୋଇଯିବ । ସତର୍କ ହୋଇ କାମରେ ଲାଗିଯାଅନ୍ତୁ ହୋଇପାରେ ଏହା ସଙ୍ଘର୍ଷର ଶେଷ ପାହାଚ ହୋଇପାରେ । ବାହାରେ ବେକାରରେ ବୁଲିବା ଅପେକ୍ଷା ଘରେ ଘର ଲୋକଙ୍କ ସହିତ ସମୟ ବ୍ଯତୀତ କରନ୍ତୁ । ଭାଗ୍ୟ ୭୫ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *