ବାଛନ୍ତୁ ଗୋଟେ ନମ୍ବର ଆପଣଙ୍କୁ ଆପଣଙ୍କ ଜୀବନରେ ସବୁଠାରୁ ଅଧିକ କଣ ମିଳିବ ?

ହେଲୋ ସାଙ୍ଗ ମାନେ । ପୂର୍ବରୁ ଆମେ ଅନେକ ପ୍ରକାରର ଟାର୍ଟୋ ରିଡିଂ ଆପଣଙ୍କ ପାଇଁ ନେଇ ଆସି ସରିଛୁ । କିନ୍ତୁ ଆଜିର ବିଷୟ ବସ୍ତୁ କିଛି ଭିନ୍ନ ରହିଛି । ତାହା ହେଉଛି ଆପଣଙ୍କୁ ନିଜ ଲାଇଫରେ ସବୁଠାରୁ ଅଧିକା କଣ ମିଳିବାକୁ ଯାଉଛି । ଯାହା ପ୍ରତେକ ମଣିଷଙ୍କର ଗୋଟେ ସ୍ଵପ୍ନ ଥାଏ । ସେଥିପାଇଁ ଆପଣଙ୍କୁ ୫ଟି ବେଲୁନ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ ।

ତା ପରେ ଆପଣ ନିଜର ଜବାବ ପାଇପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ଯଦି ଆପଣ ପ୍ରଥମ ବେଲୁନର ଚିତ୍ରକୁ ବାଛିଛନ୍ତି ତେବେ ଆପଣ ଲାଇଫରେ ଯାହାକୁ ଅଧିକ ଭଲ ପାଇବେ ସେ ଆପଣଙ୍କର ସେତେ ସାଥ ଦେବେ ନାହି । ଆପଣଙ୍କୁ କମ ବନ୍ଧୁ ମିଳିବେ କିନ୍ତୁ ଆପଣଙ୍କର ସାଥ ଦେବେ । ଆପଣଙ୍କ ସହ ସେ ସବୁବେଳେ ଛିଡା ହେବେ । ଆପଣ ତାଙ୍କୁ ଇଗନୋର କରିବେ କିନ୍ତୁ ସେ ଆପଣଙ୍କର ପ୍ରକୃତରେ ସାଥି ହେବେ । ଆପଣଙ୍କ ପରିବାରର କେହି ସଦସ୍ୟ ମଧ୍ୟ ହୋଇପାରନ୍ତି ।

୨- ଯଦି ଆପଣ ନିଜ ପାଇଁ ଦ୍ଵିତୀୟ ବେଲୁନର ଚିତ୍ରକୁ ଚୁଜ କରିଛନ୍ତି ଆପଣ ଏମିତି ବ୍ୟକ୍ତି ହୋଇଥିବେ ଯିଏ ବହୁତ ଜଲ୍ଦି ଲୋକଙ୍କ କଥାରେ ପଡି ପାରନ୍ତି । ଆପଣ ଭୁଲ ରାସ୍ତାରେ ଯାଇପାରନ୍ତି ବା ଖରାପ ବନ୍ଧୁଙ୍କ ସଙ୍ଗତରେ ଆସିପାରନ୍ତି । ପରେ ଆପଣ ଅନୁତାପ କରିବେ କେମିତି ଖରାପ ସଙ୍ଗତରେ ଫସିଗଲେ । ଆପଣ ନିଜେ ଅନୁଭବ କରିବେ କାହିଁକି ନିଜ ଲାଇଫକୁ ବରବାତ କରିବେ । ଆପଣ ନିଜ ଉପରେ ରାଗିବେ । ଆପଣ କିନ୍ତୁ ନିଜ ଭୁଲ ବୁଝିପାରିବେ ।

୩- ଆପଣ ନିଜ ପାଇଁ ତୃତୀୟ ବେଲୁନର ଚିତ୍ରକୁ ଚୟନ କରିଛନ୍ତି ତେବେ ଆପଣଙ୍କୁ ନିଜ ଲୋକଙ୍କ ବ ବନ୍ଧୁଙ୍କ ଠାରୁ ଭଲ ପାଇବା ମିଳିବାକୁ ଯାଉଛି । ସେମାନେ ଆପଣଙ୍କର କେୟାର ନେବା ସହ ସମ୍ମାନ ଦେବେ । ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବିଶ୍ଵାସ ପାଇବେ । ଆପଣ ଲାଇଫରେ ରିଲେଶନକୁ ନେଇ ବହୁତ ଖୁସିରେ ରହିବେ । ବନ୍ଧୁଙ୍କ ଠାରୁ ଧୋକା ମିଳିବ ନାହି । ବନ୍ଧୁଙ୍କ ସାଥ ବହୁତ ମିଳିବ ।

୪- ଆପଣ ଯଦି ଚତୁର୍ଥ ବେଲୁନର ଚିତ୍ରକୁ ଚୁଜ କରିଛନ୍ତି ତେବେ ଆପଣଙ୍କୁ ଲାଇଫରେ ସ୍ବାଉଠାରୁ ଅଧିକ ଯାହା ମିଳିବ ତାହା ଜାଣିଲେ ଆପଣ ଖୁସି ହୋଇଯିବେ । ଆପଣଙ୍କୁ ନିଜ ଲାଇଫରେ ଧନ ସମ୍ପତି ମିଳିବାକୁ ଯାଉଛି । ଏହା ଆପଣଙ୍କ ଭାଗ୍ୟରେ ଅଛି । ଆପଣ ବହୁତ ଧନୀ ବ୍ୟକ୍ତି ହେବେ । ଧନର ଅଭାବ ଯେବେ ବି ହେବ କେହି ନା କେହି ଆପଣଙ୍କର ସାହାର୍ଯ୍ୟ କରିବେ ।

୫- ଆପଣ ନିଜ ପାଇଁ ପଞ୍ଚମ ବେଲୁନର ଚିତ୍ରକୁ ବାଛିଛନ୍ତି ତେବେ ଆପଣଙ୍କୁ ଖୁସି ଭରା ଜୀବନ ମିଳିବାକୁ ଯାଉଛି । ଏବେ ସମୟ ଖରାପ ଚାଲିଥିଲେ ବି ଖୁସି ଆସିବାର ଅଛି । ପରିବାର, ପ୍ରେମର ସାଥ ପାଇବେ । ଘର ପରିବାର ଆପଣଙ୍କ ଉପରେ ଖୁସି ରହିବେ । ସମ୍ପର୍କ ଆପଣଙ୍କର ଭଲ ରହିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *