ପ୍ରତିଦିନ କେବଳ ଏହି ପାଣି ପିଅନ୍ତୁ, ଖରାପ ରୁ ଖରାପ ଲିଭର ବିନା ଔଷଧରେ ହେବ ଠିକ

ବନ୍ଧୁଗଣ ଆମ ଶରୀରରୁ ସବୁ ଖରାପ ଅଙ୍ଗକୁ ବଞ୍ଚାଇବା ପାଇଁ ଲିଭର ସବୁ କିଛି କାମ କରିଥାଏ । ସାବି ବିଷାକ୍ତ ପଦାର୍ଥକୁ ବହନ କରିଥାଏ ଲିଭର । ଆପଣଙ୍କର ଅନ୍ୟ ଅଙ୍ଗକୁ ବଞ୍ଚାଇବାର କାମ କରିଥାଏ । ଯଦି ଲିଭର ଖରାପ ରୁହେ ତେବେ ଫ୍ୟାଟି ଲିଭର ବା ଲିଭର ଶିରୋସିସ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଏହା ସହ ଅନ୍ୟ ଅଙ୍ଗ ଖରାପ ହେବାକୁ ଲାଗିଥାଏ ।

କିନ୍ତୁ ଲିଭର କୁ ସଂପୂର୍ଣ୍ଣ ସୁସ୍ଥ ରଖିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ । ଏବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା । ଏହି ରେମେଡି ବନାଇବା ପାଇଁ ଆପଣଙ୍କୁ 10ରୁ 15 ଗ୍ରାହମ ଧନିଆ ପତ୍ରର ଆବଶ୍ୟକତା ପଡିବ । କେବଳ ପତ୍ର ନୁହେଁ ଏହାର ଡେମ୍ଫ ସହ ନେବାକୁ ହେବ ।

କିନ୍ତୁ ଏହାକୁ ବନାଇବା ପୂର୍ବରୁ ଧନିଆ ପତ୍ରକୁ ଭଲ ଭାବେ ଧୋଇ ନିଅନ୍ତୁ । ତା ପରେ ଗ୍ଯାସରେ ଦୁଇ ଗ୍ଳାସ ପାଣି ଏକ ପ୍ୟାନ ରେ ନିଅନ୍ତୁ । ପାଣି ଅଳ୍ପ ଗରମ ହେବା ପରେ ଧୋଇ ରଖିଥିବା ଧନିଆ ପତ୍ର ପକାନ୍ତୁ । ଏହି ପାଣି ଏକ ଗ୍ଳାସ ହେବା ଯାଏଁ ଏହାକୁ ଭଲ ଭାବେ ଫୁଟାନ୍ତୁ । ତା ପରେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ ।

ଯେମିତି ଆପଣ ଚାହା ପିଅନ୍ତି ସେମିତି ଧୀରେ ଧୀରେ ଏହି ପାଣିର ସେବନ କରନ୍ତୁ । ଏହାକୁ ଜଲ୍ଦି ସେବନ କରିବେ ନାହି । ଏହି ପାଣିକୁ ପିଇବାର ଅଧ ଘଣ୍ଟା ବା 1 ଘଣ୍ଟା ଯାଏଁ କିଛି ବି ଖାଇବେ ନାହି । ଏହାକୁ ସକାଳୁ ଖାଲି ପେଟରେ ସେବନ କରିବାକୁ ହେବ । ଏହାକୁ ଲଗାତାର ସେବନ କରନ୍ତୁ ।

ଦେଖିବେ ଆପଣଙ୍କ ଲିଭର ରେ ଯଦି ଡ୍ୟାମେଜ ହୋଇଥିବ ତାହା ଠିକ ହେବା ଆରମ୍ଭ ହୋଇଯିବ । ଫ୍ୟାଟି ଲିଭର, ଲିଭର ଫୁଲା ଦୂର ହେବା ସହ ଲିଭର ଆପେ ଆପେ ନିଜକୁ ସୁସ୍ଥ କରି ନେବ । 1 ରୁ 2 ମାସ ଏହି ରେମେଡି ଟ୍ରାଏ କରନ୍ତୁ । ଏହା ସହ ଚନା ଚଣି ଖାଦ୍ୟ, ମସାଲା ଯୁକ୍ତ ଖାଦ୍ୟ, ସିଗାରେଟ, ମଦ୍ୟପାନ, ତମ୍ବାକୁ, ଖରାପ ତେଲ ଆଦିର ସେବନ କରନ୍ତୁ ନାହି ।

ଏହା ଦ୍ଵାରା ଏସିଡିଟି ସମସ୍ଯା ଅଧିକ ହୋଇଥାଏ । ଏହା ସହ ଏହି ସବୁ ଖାଇବା ଦ୍ଵାରା ଅନ୍ୟ ଅଙ୍ଗ ମଧ୍ୟ ଖରାପ ହୋଇଥାଏ । ତେଣୁ ଲିଭର କୁ ସୁସ୍ଥ ରଖିବା ପାଇଁ ଫଳ ବା ଫଳ ରସ, ସବୁଜ ପନିପରିବାର, ଗ୍ରୀନ ଜୁସ ଓ ଅଙ୍ଗୁର ଆଦି ଖାଇବା ଉଚିତ । ଏହା ଦ୍ଵାରା ଶରୀରର ପରିବେଶ ଆପେ ଆପେ ଆଲକାଇଲ ହେବାରେ ଲାଗିବ ।

ଏହି ଗୋଟେ ରେମେଡି ର ପ୍ରୟୋଗ କରିବା ଦ୍ଵାରା ଲିଭର ଜନିତ ସବୁ ସମସ୍ଯା ଆପେ ଆପେ ଠିକ ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *