କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ କଣ ଅଛି- Tarot Card Reading

ଦର୍ଶକ ବନ୍ଧୁ ମଣିଷ ଜୀବନ ବଡ ବିଚିତ୍ର ଅଟେ । କେତେବେଳେ କଣ ହୋଇଯିବ ତାହା କେହି କହି ପାରିବେ ନାହି । କିନ୍ତୁ ମଣିଷ ନିଜ ଜୀବନରେ କଣ ଚେଞ୍ଜ କରି ପାରିବ ତାହା ନିଜ ହାତରେ ଅଛି । କହିବାର ଅର୍ଥ ଏହା କି ମଣିଷ ନିଜର ଆଗାମୀ ଭବିଷ୍ୟତକୁ ନେଇ କଣ ପଦକ୍ଷେପ ନେବ ତାହା ନିଜ ଉପରେ ନିର୍ଭର କରିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଆପଣ 3ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ଚୟନ କରି କେମିତି ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ନେଇ କଣ ବିଚାର କରୁଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

1- ଯଦି ଆପଣ ପ୍ରଥମ ନମ୍ବର ଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ନେଇ ଭଲ ଭାବୁଛନ୍ତି । ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ଆପଣଙ୍କର ବହୁତ କେୟାର କରୁଛନ୍ତି । ଆପଣ ନିଜ କାମରେ ବ୍ୟସ୍ତରେ ରହି ମଧ୍ୟ ତାଙ୍କ ପାଇଁ ସମୟ ବାହାର କରିଥାନ୍ତି । ପ୍ରତେକ ମଣିଷ ଚାହିଁ ଥାଏ ନିଜ ଜୀବନରେ ଭଲ ସାଥି ଟି ପାଇବାକୁ ଯାହା ଆପଣଙ୍କ ଠାରେ ସେ ଦେଖୁଛନ୍ତି । ସେ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି । ଆପଣଙ୍କ ଭଳି ମଣିଷ ପ୍ରତେକ ବ୍ୟକ୍ତି ଙ୍କୁ ମିଳିବା ଦରକାର । ଏମିତି ସେ ଭାବୁଛନ୍ତି ।

2- ଆପଣ  ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ଚୟନ କରିଛନ୍ତି ସେ ଆପଣଙ୍କର ଲଭ ପାର୍ଟନର ହୋଇ ପାରନ୍ତି । ବହୁତ କମ ସମୟ ହେବ ଆପଣ ଦୁହିଙ୍କର ଭେଟ ହୋଇଛି । ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି । ସେ ଆପଣଙ୍କୁ ଏବେ ମିସ କରୁଛନ୍ତି । ଆପଣ  ତାଙ୍କୁ ଯାହା କହିବାକୁ ଚାହୁଁ ଛନ୍ତି ସେ ମଧ୍ୟ କୁହନ୍ତି । ଯେମିତି ଲାଇଫ ପାର୍ଟନର ତାଙ୍କୁ ଦରକାର ଆପଣ ସେମିତି ମଣିଷ ଅଟନ୍ତି । ସେ ଆପଣଙ୍କୁ ବହୁତ ଲକି ମନେ କରୁଛନ୍ତି । ଆପଣ ସମସ୍ତଙ୍କର କେୟାର ନିଅନ୍ତୁ । ସମ୍ପର୍କ ର ମହତ୍ଵ ଆପଣ ବୁଝାନ୍ତି ।

3- ଆପଣ  ଯଦି ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଏନର୍ଜି ବହୁତ ପଜେଟିଭ ରହିଛି ତାଙ୍କ ମନରେ । ଆପଣ ସମୟର ଅପେକ୍ଷା କରିଛନ୍ତି ଏମିତି ତାଙ୍କୁ ଲାଗୁଛି । ଆପଣ ଲାଇଫରେ କଣ କରିବେ ତାହା ସ୍ଥିର କରିଛନ୍ତି । କିନ୍ତୁ ଆପଣ ମନ କଥା କାହାକୁ ସେୟାର କରୁ ନାହାନ୍ତି । ଆପଣ କାହାକୁ ଜାହିର କରାଇ ନ ଥାନ୍ତି ଆପଣ ମନରେ କଣ ଚାଲିଛି ।

ଆପଣ ନିଜ କଣ୍ଟ୍ରୋଲ ରେ ସବୁ କିଛି ରଖିବାକୁ ଚାହୁଁ ଛନ୍ତି । କିନ୍ତୁ ଏହା ସଠିକ ସମୟ ନୁହେଁ । ଆପଣ  ଦୁହିଙ୍କ ମଧ୍ୟରେ ଟୃ ଲଭ ଅଛି । ସେ ଜାଣିଛନ୍ତି ଆପଣ ଯାହା ଚାହିଁ ଥାନ୍ତି ତାହା ସ୍ଥିର କରି ରଖନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *