ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଜିନିଷର ଦାନ, ନଚେତ… ଦେଖନ୍ତୁ ଏହା ସହ ଆହୁରି 10+ Ajira Anuchinta

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ କିଛି ବିଶେଷ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ସନ୍ଧ୍ୟା ବେଳେ ଘରର ଦୁଆର ମୁହଁରେ ବସନ୍ତୁ ନାହିଁ । ଏହାଦ୍ବାରା ମା ଲକ୍ଷ୍ମୀଙ୍କ ଆଗମନରେ ବାଧା ସୃଷ୍ଟି ହୋଇଥାଏ ।

୨- ଘରୁ ବାହାରକୁ ଯିବା ସମୟରେ ଡାହାଣ ପାଖରେ କଳସ ରଖିଲେ ମଙ୍ଗଳମୟ ହୋଇଥାଏ ।

୩- କାହାର ଘର ବା ଚଉଡ଼ା ପ୍ରତିଷ୍ଠାରେ ଯଦି କଉଡି ବା ପଇସା ପାଇଥାନ୍ତି ତାକୁ ଆଣି ଧନ ରଖୁଥିବା ଜାଗାରେ ଧନରେ ବୃଦ୍ଧି ହୋଇଥାଏ ।

୪- ଯଦି ଆପଣଙ୍କ ପାଖରେ ଟଙ୍କା ରହୁ ନାହିଁ ତେବେ ପକେଟରେ ବା ପଇସା ରଖିବା ଜାଗାରେ ବେଲପତ୍ର ସହ ମନ୍ଦାର ପତ୍ର ରଖନ୍ତୁ ।

୫- ଯଦି ଆପଣ ବାରମ୍ବାର ଦୁର୍ଘଟଣାର ସମୁଖିନ୍ନ ହେଉଛନ୍ତି ତେବେ ଘରୁ ବାହାରିବା ବେଳେ ଦୁବ ଦୁଇ କେରା ସାଙ୍ଗରେ ନେଇକି ଯାଆନ୍ତୁ ।

୬- ଘରୁ ବାହାରିବା ସମୟରେ ମୁଣ୍ଡରେ ଚନ୍ଦନ ଲଗେଇ ଯିବା ଦ୍ଵାରା କାମରେ ସଫଳତା ମିଳିଥାଏ । ଝାଡୁକୁ ସର୍ବଦା ଶୁଆଇକି ରଖିବା ଉଚିତ ।

୭- ଘର କିଣିବା ବା ବନେଇବା ସମୟରେ ମୁଖ୍ୟ ପ୍ରବେଶ ଦ୍ଵାରା ପୂର୍ବ ମୁଖକୁ ହେଲେ ଅଧିକ ଶୁଭ ହୋଇଥାଏ । ବିଛଣାରେ ସୋଇଥିବା ବେଳେ ଆଇନାରେ ପ୍ରତିବିମ୍ବ ଦେଖିବା ଅନୁଚିତ ।

୮- ସନ୍ଧ୍ୟାରେ ଘରର ବା ଦୋକାନର ଲାଇଟ ଜଳେଇ ସାରି ଭଗବାଙ୍କର ନାମ ୩ ଥର ନିଅନ୍ତୁ ଓ ପ୍ରଣାମ କରନ୍ତୁ । ଏହା ଶୁଭ ହୋଇଥାଏ ।

୯- ଗୋଟିଏ ସିଧା ଲାଇନରେ ଘରର ୩ଟି କବାଟ ରଖିବା ଅନୁଚିତ । ମାଛ ଯାଇ ବା ଆକ୍ୟୁରିୟମରେ ସୁନେଲି ମାଛ ରଖନ୍ତୁ । ଏହି ଜାରକୁ ରୋଷେଇ ଘର ବା ବେଡରୁମରେ ରଖନ୍ତୁ ନାହିଁ ।

୧୦- କବାଟ ପଛ ପଟରେ କଉଡି ମୁଦ୍ରା ବାନ୍ଧି ଝୁଲାଇ ରଖନ୍ତୁ । କିନ୍ତୁ ଘରର ପଛ କବାଟରେ ରଖନ୍ତୁ ନାହିଁ । ଶୋଇବା ଘରେ ଟିଭି ଥିଲେ ତାହା ଯେପରି ବିଛଣା ଆଡକୁ ମୁହଁ କରି ନ ରୁହେ ଧ୍ୟାନ ରଖିବେ ।

୧୧- ନାରୀମାନେ ଶୋଇବା ବେଳେ କେଶ ଖୋଲା ରଖିବା ଅନୁଚିତ । ମୁହଁରେ ବ୍ରଣ ହେଉଥିଲେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ ।

୧୨- ପେଟରେ ଗ୍ଯାସ ସମସ୍ଯା ଥିଲେ ଖାଇବା ପରେ ଜୁଆଣୀ ଖାଆନ୍ତୁ ଏବଂ ପ୍ରତେକ ଖାଦ୍ଯ ପ୍ରସ୍ତୁତ ସମୟରେ ହେଙ୍ଗୁ ବ୍ୟବହାର କରନ୍ତୁ । ପିତୃ ପୁରୁଷଙ୍କର ଫୋଟୋ ଦକ୍ଷିଣ-ପଶ୍ଚିମ ଦିଗର କାନ୍ଥରେ ଲଗାଇବା ଅନୁଚିତ ।

୧୩- ଘୋଡାର କେସକୁ ଯଦି ଛୋଟ ପିଲାଙ୍କ ବେକରେ ବନ୍ଧାଯାଏ ତେବେ ପିଲାଙ୍କର ଚମକିବା ଓ ଦାନ୍ତ ରଗଡା ବନ୍ଦ ହୋଇଥାଏ ।

୧୪- ନାରୀମାନେ ସର୍ବଦା ସ୍ନାନ ପରେ ମାଝି ସୂତାନି କରି ସିନ୍ଦୁର ପିନ୍ଧିବା ସହ ଗଭାରେ ଧଳା ରଙ୍ଗର ଫୁଲ ପିନ୍ଧିବା ଉଚିତ । ବାପାଙ୍କ ସହ କେବେ ଉଚ୍ଚ ସ୍ଵରରେ କଥା ହୁଅନ୍ତୁ ନାହିଁ । ନହେଲେ ତୁମ ଉପରେ ଥିବା ବିଶ୍ଵାସ ତାଙ୍କ ମନରୁ ତୁଟିଯିବ ।

୧୫- ପ୍ଲାଷ୍ଟିକ, ଷ୍ଟିଲରେ ତିଆରି ଜିନିଷ ଓ ଝାଡୁ ଦାନ କରନ୍ତୁ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *