ଆଜି ଦେଖନ୍ତୁ ଏହି ପ୍ରସିଦ୍ଧ କଳାକାର ମାନଙ୍କର ପ୍ରଥମ TV ADS, ହସି ହସି ଗଡିବେ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଆପଣ ମାନେ ବଲିଉଡ କଳାକାର ମାନଙ୍କର ଆଡ ସୋ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କାରଣ ଏହା ଖୁବ କମ ଲୋକ ଜାଣିଛନ୍ତି ।

ଆଜି ଆମେ ଆପଣଙ୍କୁ କିଛି ଖାସ କଳାକାରଙ୍କର ଆଡ ସୋ ବିଷୟରେ କହିବାକୁ ଯାଉଛୁ । 1- ଶାହରୁଖ ଖାନ : ବଲିଉଡ ର ସୁପର ଷ୍ଟାର ଶାହରୁଖ ଖାନ ଲିଭର୍ଟି କମ୍ପାନୀ ର ଜୋତା ରେ ଆଡ କରିଥିଲେ । ଏହି ଆଡ ପାଇଁ ତାଙ୍କୁ ମାତ୍ର 3000 ଟଙ୍କା ମିଳିଥିଲା ।

2- ଅକ୍ଷୟ କୁମାର ; ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ପ୍ରଥମ ଆଡ ଟିଭି ରେ ସାଇକେଲ ର କରିଥିଲେ । ଏଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା । ଏହି ଆଡ ପରେ ସେ ଅନେକ ବଡ ବଡ ଆଡ ସୋ କରି ଚର୍ଚ୍ଚା ରେ ରହିଛନ୍ତି ।

3- ଅନୁଷ୍କା ଶର୍ମା : ବଲିଉଡ ଅଭିନେତ୍ରୀ ଅନୁସକା ଶର୍ମା ନିଜର ପ୍ରଥମ ଆଡ ସେବୋଲିନ ରେ କରିଥିଲେ । ଯାହା ଏକ ଶିକ୍ନ ମଶ୍ଚୁରାଇଜର ଥିଲା । ଏହି ଆଡଟି ଅନୁଷ୍କା ପିଲା ଦିନେ କରିଥିଲେ ।

4- ସାହିଦ କପୁର : “ଇସ୍କ ଭିସ୍କ” ଫିଲ୍ମ ପୂର୍ବରୁ ବଲିଉଡ ଅଭିନେତା ସହିଦ କପୁର 100 ଅଡିସନ ରେ ଋଜେକ୍ଟ ହୋଇଥିଲେ । ତାଙ୍କର ପ୍ରଥମ ଆଡ ଥିଲା କାମ୍ପଲାନ ଆଡ ସୋ । ଆଉ ତା ପରେ ସେ ଖୁବ ଲୋକପ୍ରିୟ ହୋଇଥିଲେ ।

5- ହ୍ରୀତିକ ରୋଷନ : ଆପଣ ମାନେ ସମସ୍ତେ ଅଭିନେତା ହ୍ରୀତିକ ରୋଷନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତାଙ୍କର ପ୍ରଥମ ଆଡ ଥିଲା କୋକାକୋଲା ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ ।

6- ଅମିର ଖାନ : ବଲିଉଡ ଅଭିନେତା ଅମିର ଖାନଙ୍କର ପେପ୍ସି ଡ୍ରିଂକ ରୁ ପ୍ରଥମ ଆଡ ସୋ ଆରମ୍ଭ ହୋଇଥିଲା । ଏହି ଆଡ ରେ ଅମିର ଖାନ ମହିଳା ବେଶରେ ମଧ୍ୟ ନଜର ଆସିଥିଲେ ।

7- ସଲମାନ ଖାନ : କ୍ୟାମ୍ପାକୋଲା ଆଡ ରେ ସୁପର ଷ୍ଟାର ସଲମାନ ଖାନ ପ୍ରଥମ ଥର ପାଇଁ ନଜର ଆସିଥିଲେ । ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଆଡ ରେ ନଜର ଆସିଥିବା ସଲମାନ ଖାନଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇ ପଡିଥିଲା ।

8- କ୍ଯାଟ୍ରିନା କେଫ : ବଲିଉଡ ର ବାବି ଡାଲ କ୍ଯାଟ୍ରିନା କେଫ ଫିଲ୍ମ ଆରମ୍ଭ କରିବା ପୂର୍ବରୁ ନିଜର ସାର ନେମ ଚେଞ୍ଜ କରିବାକୁ ସ୍ଥିର କରିଥିଲେ । କିନ୍ତୁ ତା ପୂର୍ବରୁ ତାଙ୍କର ଫିଲ୍ମ ରେ ଅଭିନୟ କରିବାର ସୁଯୋଗ ମିଳି ଯାଇଥିଲା ।

ଆଉ ତା ପରେ ସେ ପ୍ରଥମ ଥର ପାଇଁ ଫେଭିକଲ ଆଡ ସୋ ରେ ନଜର ଆସିଥିଲେ । ଯାହାକୁ ନେଇ ସେ ଖୁବ ଲୋକପ୍ରିୟ ହୋଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ର ଏହି କଳାକାର ମାନଙ୍କର ଆଡ ସୋ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *