କେଉଁ ଫଳ ଖାଇଲେ ହାର୍ଟ ସଫା ରହେ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବା । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନୀ କରାଇଥାନ୍ତି ।

ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟ କୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ । ଜୀବନରେ ବଞ୍ଚିଥିବା ଯାଏ କେବେ ମଧ୍ୟ ଜ୍ଞାନ ଆହରଣ କରିବା କ୍ଷମତା ବା ବୟସ ସରି ନଥାଏ । ଜ୍ଞାନ ଗ୍ରହଣ କରିବା ପାଇଁ ସର୍ବଦା ବଞ୍ଚିଥିବା ଯାଏ ନିଜ ଜ୍ଞାନ ଆହରଣ ର ଦ୍ଵାର କୁ ଖୋଲା ରଖିବା ଉଚିତ ।

ତେବେ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ନିଜର ଜ୍ଞାନ ପରକ୍ଷା ସହ ଜ୍ଞାନ ବୃଦ୍ଧି ମଧ୍ୟ କରାଇ ପାରିବେ । ଏହି ସବୁ ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ଆମେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଓ ତାର ଉତ୍ତର ବିଷୟାରେ କହିବାକୁ ଯାଉଛୁ । ଯାହା ଆପଣ ଙ୍କ ଭବିଷ୍ୟତ ପାଇଁ ନିହାତି କାମ ରେ ଆସିବ ।

ଏହି ସବୁ ଛୋଟ ଛୋଟ ସାଧାରଣ ଜ୍ଞାନ ଆପଣ ମାନେ ଆହରଣ କରି ପାରିଲେ ସ୍ଥିତି ଯେମିତି ହୋଇ ନ ଥିବ ଆପଣ ତାହାର ସାମ୍ନା ନିଶ୍ଚୟ କରି ପାରିବେ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା କିଛି ଅଜଣା ପ୍ରଶ୍ନ ଯାହାର ଉତ୍ତର ଆପଣଙ୍କୁ ଜ୍ଞାନୀର ପରିଚୟ ଦେବ ।

୧- କେଉଁ ଗଛ ରେ ଫୁଲ ହୁଏ ନାହିଁ ?

ଉତ୍ତର- ପଣସ ।

୨- କୁକୁଡା କେଉଁ ଦେଶର ଜାତୀୟ ପକ୍ଷୀ ଅଟେ ?

ଉତ୍ତର- ଶ୍ରୀଲଙ୍କା ।

୩- କେଉଁ ଫଳ ପାଚିଲେ ନାମ ବଦଳି ଯାଏ ?

ଉତ୍ତର- ନଡିଆ ।

୪- ପ୍ରଜାପତି କେଉଁ ଅଙ୍ଗ ରେ ସ୍ଵାଦ ଜାଣି ଥାଏ ?

ଉତ୍ତର- ପାଦ ।

୫- କେଉଁ ଜୀବ ର ୯ଟି ମୁଣ୍ଡ ଅଛି ?

ଉତ୍ତର- ହାଇଡ୍ରା ।

୬- କେଉଁ ଜୀବ ର ମୁଣ୍ଡ ରେ କଉଡି ଥାଏ ?

ଉତ୍ତର- କେଙ୍କଟ ।

୭- କେଉଁ ପକ୍ଷୀ ପାଣି ଭିତରେ ପହରୀ ଥାଏ ?

ଉତ୍ତର- ଡିପର ।

୮- ଦୁନିଆ ର ସବୁଠୁ ବଡ ଫୁଲ ର ନାମ କଣ ?

ଉତ୍ତର- ରାଫ୍ଲେସିୟା ।

୯- ଉତ୍ତର- କେଉଁ ଫଳ ଖାଇଲେ ହାର୍ଟ ସଫା ରୁହେ ?

ଉତ୍ତର- ସେଓ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *