ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କୁ କିଏ ଅଧିକ ଭଲ ପାଉଛନ୍ତି ?

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ମଜାଦାର କୁଇଜ ଗେମ ନେଇ ଆସିଛୁ । ଏହି ଗେମ ଅନୁସାରେ ଆପଣଙ୍କ ଆମେ ଦେଇଥିବା କିଛି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ର ସମୟ ଦିଆଯିବ । ଏହା ପରେ ଦେଖିବା ଆପଣଙ୍କୁ ଆପଣଙ୍କ ଜୀବନରେ ସବୁଠାରୁ ଅଧିକ ଭଲ କିଏ ପାଉଛନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ଲଭ କୁଇଜ ଗେମ ।

୧- ପ୍ରଥମ ନମ୍ବର : ଯେଉଁ ମାନେ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେମାନଙ୍କୁ ତାଙ୍କ ଜୀବନରେ ତାଙ୍କ ବାପା ସବୁଠାରୁ ଅଧିକ ଭଲ ପାଉଛନ୍ତି । ପ୍ରତେକ କ୍ଷେତ୍ରରେ ଆପଣଙ୍କ ବାପା ଆପଣଙ୍କୁ ସମର୍ଥନ କରନ୍ତି ।

୨- ଦ୍ଵିତୀୟ ନମ୍ବର : ଯେଉଁ ମାନେ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ସେମାନଙ୍କୁ ତ ଆଣକ ଜୀବନରେ ସବୁଠାରୁ ଅଧିକ ଭାଇ ବା ଭଉଣୀ ଭଲ ପାଉଛନ୍ତି । ଭାଇ ଭଉଣୀ ମାନେ ଆପଣଙ୍କୁ ବହୁତ ସ୍ନେହ ଆଦର କରନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ ସବୁଠାରୁ ଅଧିକା ମା ଭଲ ପାଉଛନ୍ତି । ମା ମାନେ ଦୁନିଆରେ ସବୁ ପିଲାଙ୍କୁ ଅଧିକ ଭଲ ପାଇଥାନ୍ତି ଯାହା ଆପଣଙ୍କ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ ସବୁଠାରୁ ଅଧିକ ଜୀବନ ସାଥି ଭଲ ପାଉଛନ୍ତି । ଆପଣଙ୍କ ପାର୍ଟନର ଆପଣଙ୍କୁ ଏତେ ଭଲ ପାଉଛନ୍ତି କି କେବେ ବି ଛାଡିକି ଯିବେ ନାହି ।

୫- ପଞ୍ଚମ ନମ୍ବର : ଯେଉଁ ମାନେ ପଞ୍ଚମ ନମ୍ବର ଚୁଜ କରିଛନ୍ତି ସେମାନଙ୍କୁ ତାଙ୍କ ଜୀବନରେ ସବୁଠାରୁ ଅଧିକା ପ୍ରେମିକ ବା ପ୍ରେମିକା ଭଲ ପାଉଛନ୍ତି । ଆପଣଙ୍କ ଲଭର ଆପଣଙ୍କୁ ଜୀବନ ଠାରୁ ଅଧିକା ଭଲ ପାଉଛନ୍ତି ।

୬- ଷଷ୍ଠ ନମ୍ବର : ଯଦି ଆପଣ ଷଷ୍ଠ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ ସବୁଠାରୁ ଅଧିକା ବନ୍ଧୁ ଭଲ ପାଉଛନ୍ତି । ଆପଣଙ୍କ ବନ୍ଧୁ ଆପଣଙ୍କୁ ପ୍ରତେକ କ୍ଷେତ୍ରରେ ସହଯୋଗ କରୁଛନ୍ତି ।

୭- ସପ୍ତମ ନମ୍ବର : ଯେଉଁ ମାନେ ସପ୍ତମ ନମ୍ବର ଚୟନ କରିଛନ୍ତି ତେବେ ସେମାନଙ୍କୁ ତାଙ୍କ ଜୀବନରେ ସବୁଠାରୁ ଅଧିକା ଆପଣଙ୍କ କ୍ରଶ ଭଲ ପାଉଛନ୍ତି ।

୮- ଅଷ୍ଟମ ନମ୍ବର : ଆପଣ ଯଦି ଅଷ୍ଟମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ଆପଣ ଜୀବନରେ ପରିବାର ଲୋକେ ବହୁତ ଅଧିକା ଭଲ ପାଉଛନ୍ତି । ଆପଣଙ୍କ ପରିବାର ର ପ୍ରତେକ ଟି ସଦସ୍ୟ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବର ବାଛିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *