ବାଛନ୍ତୁ କୌଣସି 1 ହାର୍ଟ ଓ ଜାଣନ୍ତୁ ଆପଣଙ୍କୁ ପାଇବାକୁ ସବୁଠାରୁ ଅଧିକା କିଏ ପ୍ରାର୍ଥନା କରୁଛି ? Love Quiz

ସାଙ୍ଗ ମାନେ ଆପଣ ମାନେ ବହୁତ ଭଲରେ ଥିବେ ଏହା ଆମେ ଆସା କରୁଛୁ । ଆମେ ଆପଣଙ୍କୁ ଆମ ପେଜ କୁ ସ୍ଵାଗତ ଜଣାଉଛୁ । ସବୁ ଥର ଏଭଳି ମଧ୍ୟ ଆମେ ଆପଣଙ୍କ ପାଇଁ କିଛି ହଟକେ ଆଉ ମଜାଦାର ବିଷୟ ବସ୍ତୁ ନେଇ କରି ଆସିଛୁ । ଯାହା ଆପଣଙ୍କ ଲଭ ଲାଇଫକୁ ନେଇ ଆଧାରିତ ଅଟେ । ଆପଣଙ୍କୁ ପାଇବା ପାଇଁ କିଏ ଅଧିକା ସବୁଠାରୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି ଯାହା ଆଜିର ବିଷୟ ବସ୍ତୁ ଆମର ରହିଛି । ତେବେ କଣ ଆପଣ ଜବାବ ଜାଣିବା ପାଇଁ ରେଡି ଅଛନ୍ତି । ଏଥିପାଇଁ ଆପଣଙ୍କୁ ୫ଟି ହାର୍ଟ ଚିତ୍ର ମଧ୍ୟ ରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ହାର୍ଟ : ଆମ ଲିଷ୍ଟରେ ଯେଉଁ ମାନେ ପ୍ରଥମ ହାର୍ଟ ଚୁଜ କରିଛନ୍ତି ଆପଣଙ୍କୁ ପାଇବାକୁ ଆପଣଙ୍କ ବନ୍ଧୁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । କାରଣ ଆପଣଙ୍କ ବନ୍ଧୁ ଆପଣଙ୍କୁ ଲାଇକ କରୁଛନ୍ତି । ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି ଆଉ ଆପଣଙ୍କୁ ଖୁସି ରେ ରଖିବାକୁ ଚାହୁଁ ଛନ୍ତି ।

୨- ଦ୍ଵିତୀୟ ହାର୍ଟ : ଆମ ଲିଷ୍ଟରେ ଯେଉଁ ମାନେ ଦ୍ଵିତୀୟ ହାର୍ଟ ଚୁଜ କରିଛନ୍ତି କେହି ଅଜଣା ବ୍ୟକ୍ତି ଅଛି ଯିଏ ଆପଣଙ୍କୁ ପାଇବା ପାଇଁ ଭଗବାନଙ୍କ ଠାରେ ମାଗୁଛି । ସେ ଆପଣଙ୍କୁ ବହୁତ ଲାଇକ କରୁଛନ୍ତି । ସେ ଆପଣଙ୍କୁ ନିଜର କରିବାକୁ ଚାହୁଁ ଛନ୍ତି । କାରଣ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

୩- ତୃତୀୟ ହାର୍ଟ : ଆମ ଲିଷ୍ଟରେ ଯେଉଁ ମାନେ ତୃତୀୟ ହାର୍ଟ ଚୁଜ କରିଛନ୍ତି ତେବେ ଆପଣଙ୍କ ପ୍ରେମୀ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି । ସେ ଆପଣଙ୍କ ପାଇଁ ଭଗବାନ ଙ୍କ ଠାରେ ଗୁହାରି କରୁଛନ୍ତି । ସେ ଆପଣଙ୍କୁ କେବେ ବି ହରାଇବାକୁ ଚାହୁଁ ନାହାନ୍ତି । ସେ ପ୍ରତେକ ମୋଡ ରେ ଆପଣଙ୍କର ସାଥ ଦେବାକୁ ଚାହୁଁ ଛନ୍ତି ।

୪- ଚତୁର୍ଥ ହାର୍ଟ : ଆମ ଲିଷ୍ଟର ଯେଉଁ ମାନେ ଚତୁର୍ଥ ହାର୍ଟ ଚୁଜ କରିଛନ୍ତି ଆପାଙ୍କ ପଡୋଶୀ ଅଛନ୍ତି ଯିଏ ଆପଣଙ୍କୁ ଏବେ ଲାଇକ କରୁଛନ୍ତି । ସେ ଆପଣଙ୍କୁ ଲୁଚି ଲୁଚି ଦେଖୁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଭଗବାନଙ୍କ ଠାରେ ସେ ଆପଣଙ୍କୁ ପାଇବାକୁ ପ୍ରାର୍ଥନା କରୁଛନ୍ତି ।

୫- ପଞ୍ଚାମ ହାର୍ଟ : ଆମ ଲିଷ୍ଟରେ ଯେଉଁ ମାନେ ପଞ୍ଚମ ହାର୍ଟ ଚୁଜ କରିଛନ୍ତି ତେବେ ଆପଣଙ୍କୁ ପାଇବାକୁ ସେ ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯିଏ ଆପଣଙ୍କ ପାଇଁ କିଛି ବି କରିବାକୁ ରେଡି ଅଛନ୍ତି । ଯିଏ ଆପଣଙ୍କୁ ଭଲ ପାଉଛନ୍ତି ଆପଣଙ୍କୁ ଲାଇକ କରୁଛନ୍ତି । ସେ ଆପଣଙ୍କୁ ଦୁନିଆର ସବୁ ଖୁସି ଦେବାକୁ ଚାହୁଁ ଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *