କୁମ୍ଭ ରାଶିର 2023, ଏହି ବର୍ଷ ଆପଣଙ୍କ ସହ ଘଟିବ 6ଟି ବଡ ଘଟଣା, ଦେଖନ୍ତୁ ମହା ଭବିଷ୍ୟବାଣୀ

ବନ୍ଧୁଗଣ ଆପଣ ମାନଙ୍କୁ ନବବର୍ଷର ଅନେକ ଅନେକ ଶୁଭକାମନା ଓ ଶୁଭେଚ୍ଚା । ଆଜି ଆମେ ଆପଣଙ୍କୁ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୩ ବର୍ଷ କିପରି ରହିବ ସେହି ବିଷୟରେ କହିବାକୁ ଯାଉଛୁ । କନ୍ୟା ରାଶିର ବ୍ୟକ୍ତିଙ୍କ ଜୀବନରେ କେଉଁ ଖୁସି ଖବର ପ୍ରାପ୍ତ ହେବ ଓ ଏକୁନ ୬ଟି ବଡ ଖୁସି ଖବର ମିଳିବ ତାହା ମଧ୍ୟ ଆଲୋଚନା କରିବାକୁ ଯାଉଛୁ । ପ୍ରଥମ ଜାଣିବା କନ୍ୟା ରାଶିର ବ୍ୟକ୍ତିଙ୍କ ରାଶି ଅଧିପତି ଗ୍ରହ ହେଉଛନ୍ତି ବୁଧ । ରାଶିଧିପତି ବୁଧ ହୋଇଥିବାରୁ ମିତ୍ର ଗ୍ରହ ହେଉଛନ୍ତି ବୁଧ ।

ଆତ୍ମବିଶ୍ଵାସ ସଫଳତାର ଶୀର୍ଷ ବିନ୍ଦୁ ହୋଇଥାଏ । ଏମାନଙ୍କ ମନରେ ଦ୍ଵନ୍ଦ ଅନେକ ସମୟରେ ରହିଥାଏ । ଏମାନେ ପରୋପକାରୀ, ବାଣିଜ୍ୟ ପ୍ରିୟ, ଅର୍ଥ ଦିଗରେ କେମିତି ଉନ୍ନତି କରିବେ ତାହା ନେଇ ଚିନ୍ତା କରିଥାନ୍ତି । ପ୍ରଥମ ଘଟଣା ହେଉଛି ୫ ଏପ୍ରିଲ ପରେ ବୁଧ ଆପଣଙ୍କ ରାଶିର ମାଲିକ ଅଟନ୍ତି ଅଷ୍ଟମ ଘରକୁ ଗୋଚର କରିବେ । ସ୍କିନ ଜନିତ ସମସ୍ଯା ହୋଇପାରେ । ତେଣୁ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆତ୍ମବିଶ୍ଵାସ ଧୀରେ ଧୀରେ କମିଯିବ ।

ଦ୍ଵିତୀୟ ଘଟଣା ହେଉଛି ଶନିଦେବ ୧୭ ଜାନୁଆରିରେ କୁମ୍ଭ ରାଶିରେ ରାଶି ପରିବର୍ତ୍ତନ କରିବେ । ୨୧ ଏପ୍ରିଲକୁ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଟ୍ରାଞ୍ଜେଡ କରିବେ । ୩୦ ଅକ୍ଟୋବରକୁ ରାହୁଦେବ ମିନା ରାଶିରେ ଟ୍ରାଞ୍ଜେଡ କରିବେ । ଶନିଦେବ ଆପଣଙ୍କର ଷଷ୍ଠ ଘରକୁ ଗୋଚର କରିବେ । ଏହି ସମୟରେ ଶୁଭ ଫଳ ପ୍ରଦାନ ହେବ । ରୁଣ ଭାର କମିବ । ରାଜନୀତି ବା କୌଣସି ସମସ୍ୟାର ସମାଧାନ ହେବ । ତୃତୀୟ ଘଟଣା ହେଉଛି ଶନିଦେବଙ୍କ ଦ୍ରୁଷ୍ଟି ଅଷ୍ଟମ, ଦ୍ଵାଦଶ ଘରେ ପଡିବ ।

ଯାହା ଫଳରେ ୧୭ ଜାନୁଆରୀ ପରେ ଦୂର ସ୍ଥାନକୁ ଯାତ୍ରା କରିବେ । ବିଦେଶକୁ ଯାତ୍ରା କରିପାରନ୍ତି । କାର୍ଯ୍ୟକୁ ନେଇ କୌଣସି ନେଇ ଆପଣ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଚତୁର୍ଥ ଘଟଣା ହେଉଛି ଦେବଗୁରୁ ବୃହସ୍ପତିଙ୍କ ଗୋଚର କାରଣରୁ ବୈବାହିକ ଜୀବନରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଯଦି ଆପଣ କୌଣସି ବଡ ସମ୍ପତି ବା ନିବେଶ କରିବାକୁ ଚାହୁଛନ୍ତି ତେବେ ବୁଝି ବିଚାରୀ କରନ୍ତୁ । ପଞ୍ଚମ ଘଟଣା ହେଉଛି ରାହୁଦେବଙ୍କ ଟ୍ରାଞ୍ଜେଡ ଯୋଗୁଁ କେତୁ ଆପଣଙ୍କ ଚନ୍ଦ୍ରମା ଉପରେ ରହିବେ ।

ସେହି ସମୟରେ ପାର୍ଟନରସିପ କରନ୍ତୁ ନାହି । ଦାଂପତ୍ଯ ଜୀବନରେ ବିବାଦ ହୋଇପାରେ । ଲଭ ରିଲଶେସନରେ ଥିଲେ ସମସ୍ଯା ହୋଇପାରେ । ବିଦ୍ୟାର୍ଥୀ ପାଠ ପଢା ରେ ଧ୍ୟାନ ଦେବେ ନାହି । ଷଷ୍ଠ ଘଟଣା ହେଉଛି କୌଣସି ବ୍ୟକ୍ତି ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାହୁଁ ଥିଲେ ଏପ୍ରିଲ ପରେ ସମୟ ଶୁଭ ଅହିବ । ଆପଣଙ୍କର ଶିକ୍ଷା କୁ ନେଇ ଅକ୍ଟୋବର ମାସ ପୂର୍ବରୁ ସମୟ ଅତ୍ୟନ୍ତ ଶୁଭ ରହିବ ।

ସରକାରି କ୍ଷେତ୍ରରେ ପରୀକ୍ଷା ବା କ୍ୟାରିୟରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସମୟ ଭଲ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *