ଜୀବନରେ କେବେ ବି ଖୁସି ରେ ରହିପାରନ୍ତି ନାହି ଏହି 3ଟି ନାମର ଝିଅମାନେ- Jyotisha Shastra

ବନ୍ଧୁଗଣ ବିବାହ ବା ପ୍ରେମ ଅତୁଟ ବନ୍ଧନ ହୋଇଥାଏ ଜୀବନରେ । ପ୍ରତେକ ବ୍ୟକ୍ତିଙ୍କ ଇଚ୍ଛା ଥାଏ କି ତାଙ୍କ ସମ୍ପର୍କ ଅତୁଟ ରହିଥାଏ । ଅନେକ ସମୟରେ ଦେଖାଯାଏ କିଛି ମହିଳା ନିଜ ସ୍ଵାମୀଙ୍କ ସହ ଜୀବନରେ ଖୁସିରେ ରୁହନ୍ତି ନାହି । ଆଜି ଆମେ ଆପଣଙ୍କୁ ଏମିତି ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଜୀବରେ କେବେ ବି ସ୍ବାମୀଙ୍କ ସହ ଖୁସି ରେ ରହି ପାରନ୍ତି ନାହି । ତେବେ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ବିଷୟରେ ବିସ୍ତାର ଭାବେ ।

୧- K ନାମର ଝିଅ ମାନେ : ଯେଉଁ ଝିଅ ମନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସହନଶୀଳତା ହୋଇଥାନ୍ତି ଓ ଘର ପରିବାର ଚଳାଇବାରେ ବୁଦ୍ଧିମାନ ହୋଇଥାନ୍ତି । ରେମାନେ ନିଜ ସ୍ଵାମୀଙ୍କୁ ତାଙ୍କ ଦାୟିତ୍ଵର ଅନୁଭବ ମଧ୍ୟ କରାଇଥାନ୍ତି । କିନ୍ତୁ ଏମାନେ କଥା ଲୁଚାଇବାରେ ଆଗରେ ରହିଥାନ୍ତି ।

ଏମାନେ ନିଜ ଭବିଷ୍ୟକୁ ନେଇ ଚିନ୍ତାରେ ରହିଥାନ୍ତି । ଏହି କାରଣରୁ ଏମାନେ ନିଜ ସ୍ଵାମିକୁ ସବୁ କଥାରେ ପ୍ରତିବାଦ କରିଥାନ୍ତି । ଯେବେ ସ୍ଵାମୀ ଏମାନଙ୍କ କଥା ଶୁଣନ୍ତି ନାହି ଏମାନେ ରାଗି ଯାଇଥାନ୍ତି । ଏମାନେ ନିଜକୁ ଦରକାର ଠାରୁ ଅଧିକ ସୁନ୍ଦର ଭାବିଥାନ୍ତି ଯାହା କାରଣରୁ ଏମାନେ କେବେ ବି ସ୍ବାମୀଙ୍କ ପାଖରେ ସନ୍ତୁଷ୍ଟ ରୁହନ୍ତି ନାହି ।

୨- P ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ମେହନତୀ ହୋଇଥାନ୍ତି । କିନ୍ତୁ ନିଜକୁ ହିଟଲର ରୁ କମ ଭାବନ୍ତି ନାହି । ଏମାନଙ୍କ ସ୍ଵାମୀ ଏମାନଙ୍କୁ କିଛି ନ ପଚାରି କାମ କରି ଦେଲେ ଏମାନେ ବରଦାସ୍ତ କରିପାରନ୍ତି ନାହି । ଏମାନେ ନିଜ ସାମୀଙ୍କ ସହ ଝଗଡା ମଧ୍ୟ କରିଥାନ୍ତି । ନିଜ ପିଲାଙ୍କ ପ୍ରତି ଅଧିକ ଜାଗୃତ ରହିଥାନ୍ତି । ଏମାନେ ନିଜ ପିଲାଙ୍କୁ ବହୁତ ଭଲ ସଂସ୍କାର ଦେଇଥାନ୍ତି । ସ୍ଵାମୀଙ୍କ ସହ ସପିଙ୍ଗ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ନ ହେଲେ ଏମାନେ ଅଭିମାନ କରିଥାନ୍ତି । ଏହି ସବୁ କାରଣରୁ ଏମାନେ କେବେ ବି ଜୀବନରେ ସନ୍ତୁଷ୍ଟ ରୁହନ୍ତି ନାହି ।

୩- S ନାମର ଝିଅ ମାନେ : ଏହି ନାମର ଝିଅ ଏମାନେ ବହୁତ ସାହସି ହେବା ସହ ଅନ୍ୟ ଝିଅ ମାନଙ୍କ ଅପେକ୍ଷା ଏମାନେ ସହନଶୀଳତା ଓ ନିସ୍ତାହବାନ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ଏହି ନଜର ଅନ୍ଦାଜ କରିଲେ ଏମାନେ ବିଲକୁଲ ବରଦାସ୍ତ କରି ପାରନ୍ତି ନାହି । ଏମାନଙ୍କୁ ଭୁଲ ବୁଝାମଣା ରହିଥାଏ କି ପରିବାର ଏମାନଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି । କିନ୍ତୁ ଏମାନେ ନିଜେ ପରିବାର ଠାରୁ ସନ୍ତୁଷ୍ଟ ପାଇ ପାରନ୍ତି ନାହି ।

ଏମାନେ କାମରେ ମନ ଲଗାଇଥାନ୍ତି କିନ୍ତୁ ଏମାନଙ୍କର ତାରିଫ କେବେ ଏମାନେ ରାଗି ଯାଇଥାନ୍ତି । ଏହି କାରଣରୁ ସତ କହୁଥିବା ଲୋକଙ୍କ ସହ ଏମାନଙ୍କର ପଡେ ନାହି । ସ୍ବାମୀଙ୍କ ଠାରୁ ତାରିଫ ନ ଶୁଣିବାରୁ ଏମଙ୍କର ଝଗଡା ହୋଇଥାଏ । ଯାହା କାରଣରୁ ଜୀବନରେ ସନ୍ତୁଷ୍ଟ ରହିପାରନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *