କାହାର ବି ନାମ ଭାବି ବାଛନ୍ତୁ କୌଣସି ଏକ ହାର୍ଟ ଓ ଜାଣନ୍ତୁ ତାଙ୍କ ମନରେ କଣ ଅଛି- Love Quiz

ହାଏ ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ତେବେ ସବୁ ଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ନେଇକି ଆସିଛୁ ଏକ ମଜାଦାର ବିଷୟ ବସ୍ତୁ ଯାହା ଆପଣଙ୍କ ଲଭ ଲାଇଫ କୁ ନେଇ ଆଧାରିତ ଅଟେ । ଆପଣ ନିଜର ମନ ମଣିଷର ବା ଅନ୍ୟ କାହାର ନାଁ ଭାବନ୍ତୁ । ଦେଖିବା ତାଙ୍କ ସହ ଆପଣଙ୍କର ଲଢେଇ ହେବ ନାଁ ଆପଣଙ୍କର କଥା ଆଗକୁ ବଢିବ ଯାହା ଆମର ବିଷୟ ବସ୍ତୁ ରହିଛି । ଏଥିପାଇଁ ଆପଣଙ୍କୁ ଯେ କୌଣସି ହାର୍ଟ ଚୁଜ କରିବାକୁ ହେବ । ଆପଣ ଚୁଜ କରି ନେଲେ କି ହାର୍ଟ ? ଏବେ ଆସନ୍ତୁ ଜାଣିବା ଜବାବ ।

୧- ପ୍ରଥମ ହାର୍ଟ : ଯଦି ଆପଣ ପ୍ରଥମ ହାର୍ଟ ଚୁଜ କରିଛନ୍ତି ସେ ଆପଣଙ୍କୁ ପ୍ରେମ କରିବେ । ସେ ଆପଣଙ୍କୁ ଏତେ ଭଲ ପାଇବେ କି ଆପଣ କେବେ ଚିନ୍ତା ବି କରି ନ ଥିବେ । ସେ ଆପଣଙ୍କୁ ନିଜ ଜୀବନ ଠାରୁ ଅଧିକା ଭଲ ପାଇବେ ଆଉ ଜୀବନ ସାରା ଆପଣଙ୍କ ସହ ରହିବେ ।

୨- ଦ୍ଵିତୀୟ ହାର୍ଟ : ଆମ ଲିଷ୍ଟର ଯେଉଁ ମାନେ ଦ୍ଵିତୀୟ ହାର୍ଟ ଚୁଜ କରିଛନ୍ତି ସେ ଆପଣଙ୍କୁ ନିଜର ବହୁତ ନିକଟତର ଆଣିବେ । ସେ ଆପଣଙ୍କୁ ନିଜ ପ୍ରେମରେ ଏମିତି ବାନ୍ଧି ଦେବେ ବି ଆପଣ ଚାହିଁଲେ ବି ସେଥିରୁ ବାହାରି ପାରିବେ ନାହି ।

୩- ତୃତୀୟ ହାର୍ଟ : ଆମ ଲିଷ୍ଟର ଯେଉଁ ମାନେ ତୃତୀୟ ହାର୍ଟ ଚୁଜ କରିଛନ୍ତି ତାଙ୍କ ସହ ଆପଣଙ୍କର ଝଗଡା ହୋଇଯିବ । ଆପଣଙ୍କର ଆପଣଙ୍କ ଲଭର ଙ୍କ ସହ କୌଣସି କାରଣ ପାଇଁ ଝଗଡା ହୋଇପାରେ । ତେଣୁ ଆପଣ ସେହି ସମୟରେ ଟିକେ ଚୁପ ରହିବା ବେଟର ହେବ ।

୪- ଚତୁର୍ଥ ହାର୍ଟ : ଆମ ଲିଷ୍ଟର ଯେଉଁ ମାନେ ଚତୁର୍ଥ ହାର୍ଟ ଚୁଜ କରିଛନ୍ତି ସେ ଆପଣଙ୍କୁ ସପିଙ୍ଗ କାରାଇବେ । ଆପଣଙ୍କ ଲଭର ଆପଣଙ୍କୁ ଢେର ସାରା ସପିଙ୍ଗ କରାଇବେ ଆପଣଙ୍କ ମନ ପସନ୍ଦ ଅନୁଯାୟି । ଯାହାକୁ ଦେଖି ଆପଣ ବହୁତ ଖୁସି ହେବେ । ଆଉ ଏଞ୍ଜୋଏ ମଧ୍ୟ କରିବେ ।

୫- ପଞ୍ଚମ ହାର୍ଟ : ଆମ ଲିଷ୍ଟର ଯେଉଁ ମାନେ ପଞ୍ଚମ ହାର୍ଟ ଚୁଜ କରିଛନ୍ତି ସେ ଆପଣଙ୍କ ସହ ବହୁତ ଭଲ ଓ ସଫ୍ଟ ମୁଡ ରେ ରହିବେ । ସେ ଆପଣଙ୍କ ସହ ବହୁତ ନରମାଲ କଥା ହେବେ । ଯାହାକୁ ଦେଖି ଆପଣ ବହୁତ ଖୁସି ହେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ତ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *