ଅଧୁରା ପ୍ରେମର ଗୀତ.. ଗୀତ ନେଲା 200 ଜୀବନ! ଆଶ୍ଚର୍ଯ୍ୟ ହେଲେ ବି ସତ, ସମ୍ପୂର୍ଣ୍ଣ ଘଟଣା ଆପଣଙ୍କ ହୋସ ଉଡାଇଦେବ

ଏକ ଅଧୁରା ପେମର ରହସ୍ୟମୟ ଗୀତ । ଯିଏ ଶୁଣିଲା ସେ ଆତ୍ମହତ୍ୟା କରିଲା । ଏହା ଶୁଣିବା ପରେ ବନ୍ଧୁଗଣ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ ଥିଲେ ବି ଏହା ପୁରା ସତ । ୟୁରୋପ ରେ ହଙ୍ଗେରୀ ରେ ଘଟିଛି ଏଭଳି ଚମକାଇ ଦେବା ଭଳି ଘଟଣା । 1933 ମସିହାର କଥା ଇଏ । ପ୍ରଥମ ବିଶ୍ଵଯୁଦ୍ଧ ସଋ ଆସିଥାଉ ପୁଣି ମୁଣ୍ଡ ଟେକୁଥାଏ ଆଉ ଏକ ବିଶ୍ଵଯୁଦ୍ଧ ।

ଏ ସମୟରେ ଲୋକଙ୍କ ଜୀବନ ଶୈଳୀ ଓ ଆର୍ଥିକ ମେରୁଦଣ୍ଡ ବିପର୍ଜ୍ଯସ୍ତ ହୋଇ ପଡିଥାଏ । ଏ ଘଟଣା ସେହି ସମୟର । ଏ କାହାଣୀ ଦୁନିଆର ଏକ ପ୍ରସିଦ୍ଧ ଗୀତ ର । ଏହି ଗୀତ ର ପ୍ରସ୍ତୁତି ଯେତିକି ରୋଚକ ଏହା ପର ର କାହାଣୀ ସେତିକି ଭୟଙ୍କର । ହଙ୍ଗେରୀର ଜଣେ ଗୀତିକାର ରିସୋ ସେରେଶ ଏକ ରେଷ୍ଟୁରାଣ୍ଟ ରେ ପିୟୋନୋ ଭାବେ କାମ କରୁଥିଲେ । ସେଠାରେ ଜଣେ ମହିଳା ୱେଟରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ।

ହେଲେ ପ୍ରେମିକା ଚାହୁଁଥିଲେ ରିସୋ ଏହି କାମକୁ ଛାଡି ଆଉ କିଛି କାମ କରନ୍ତୁ । ଯାହା ଦ୍ଵାରା ବିବାହ ପରେ ଦୁହିଙ୍କର ଜୀବନ ଭଲରେ ଚାଲିବ । ହେଲେ ପିୟୋନୋ କୁ ଛାଡିବାକୁ ରାଜି ନ ଥିଲେ ରିସୋ । ଏହି ଘଟଣାକୁ ନେଇ ପ୍ରେମିକା ତାଙ୍କ ଠାରୁ ସମ୍ପର୍କ ଭାଙ୍ଗି ଦେଇଥିଲେ । ଆଉ ପ୍ରେମିକା ଛାଡିବା ପରେ ରିସୋ ଭାଙ୍ଗି ପଡିଥିଲେ । ଦିନେ ରବିବାର ଏକ ବନ୍ଦ ଘରେ ବସି କାଗଜ କଲମରେ ନିଜର ମନର କଥା ବଖାଣିଥିଲେ ରିସୋ ।

ଏ ଗୀତ ଥିଲା ଏକ ଅଧୁରା ପ୍ରେମ କାହାଣୀର ଗୀତ । ନାଁ ଦେଲେ ଗ୍ଳୁମୀ ସଣ୍ଡେ । ଲିରିସ୍କ ତ ପ୍ରସ୍ତୁତ ହୋଇଗଲା ହେଲେ ଏହାକୁ ଗୀତ ରେ ସଜାଇବାକୁ ରିସୋ ନିର୍ଦ୍ଦେଶକ ଖୋଜିଲେ ଆଉ ପାଇଲେ ବି ।  ସେତେବେଳର ନାମକର ମ୍ୟୁଜିକ କମ୍ପୋଜର ଲସଲୋ ଜୋବର ଏହାକୁ ଗୀତ ରେ ସଜାଇଲେ । ଲୋକଲୋଚନାକୁ ଆଣିବାକୁ ପବ୍ଲିସର ଖୋଜା ଚାଲିଲା । ଏହା ପରେ ପବ୍ଲିସର ନାପସନ୍ଦ କରିଥିଲେ ।

ଆଉ ଯେଉଁ ପବ୍ଲିସର ଶୁଣିଲେ ପର ମୂହୁର୍ତ୍ତ ରେ ଆତ୍ମହତ୍ୟା କରିଥିଲେ । ହରାଇ ଯାଇଥିବା ପ୍ରେମର ଦୟନିୟ କାହାଣୀ କୁ ବଖାଣୁଥିବା ଏହି ଗୀତ 3 ବର୍ଷ ଭିତରେ ପାଖା ପାଖି 200 ଲୋକଙ୍କର ଜୀବନ ନେଲା । କାରଣ ଟାଇମସ ମାଗାଜିନ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତବାକ ସେତେବେଳେ ଯିଏ ଆତ୍ମହତ୍ୟା କରୁଥିଲେ ସେମାନଙ୍କ ରୁମ ରୁ ରହି ଗୀତ ର ଲେଖା ମିଳୁଥିଲା ।

ଆଉ ମୃତକ ଙ୍କ ରୁମରେ ଗ୍ରାମ ଫୋନରେ ଏହି ଗୀତ ର ରେକର୍ଡ ବାଜୁଥିବା ଶୁଣିବାକୁ ମିଳିଥିଲା । ଆତ୍ମହତ୍ୟା ଘଟିବା ସତ୍ବେ ଏହି ଗୀତ ର ଲୋକପ୍ରିୟତା ଏତେ ବଢିଗଲା ଯେ ଏହାକାଉ ଏକାଧିକ ଭାଷା ରେ କମ୍ପୋଜ କରାଗଲା । ବିଭିନ୍ନ ୟୁରୋପୀୟ ଦେଶରେ ଏହି ଗୀତ କାରଣରୁ ଆତ୍ମହତ୍ୟା ଘଟଣା ଆସିବା ପରେ ଦୀର୍ଘ 60 ବର୍ଷ ପାଇଁ ଏହାକୁ ବ୍ଯାନ ଲଗାଇଲା ବିବିଶି । ହେଲେ ଏହି ଗୀତ ର ରହସ୍ୟ ଏ ଯାଏଁ ଜଣାପଡି ନାହି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି କାହାଣୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *