ବାଛି ନିଅନ୍ତୁ ଗୋଟିଏ ହାର୍ଟ, ଜାଣନ୍ତୁ ଆପଣଙ୍କ ବନ୍ଧୁ ଆପଣଙ୍କୁ କାହିଁକି ଲାଇକ କରନ୍ତି- Love Quiz

ବନ୍ଧୁଗଣ, ମାନାଯାଇଅଛି ଯେ, ବ୍ୟକ୍ତି ର ପସନ୍ଦ ନା ପସନ୍ଦ ତାହାର ବ୍ୟକ୍ତିତ୍ବ ତଥା ସ୍ଵଭାବ ର ଆଇନା ହୋଇଥାଏ । ବନ୍ଧୁଗଣ ବ୍ୟକ୍ତିଟିର ଚୋଇସ ତାହାର ଜୀବନ ତଥା ସ୍ଵଭାବ ସହିତ ଜଡିତ କିଛି ବିଶେଷ ରହସ୍ୟ  ସମ୍ବନ୍ଧରେ ଦର୍ଶାଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ଗୋଟିଏ ମଜାଦାର ଗେମ ନେଇ ଆସିଛୁ । ବନ୍ଧୁଗଣ ନିମ୍ନ ରେ ୫ ଟି ହାର୍ଟ ର ଚିତ୍ର ରହିଅଛି ସେଥି ମଧ୍ୟରୁ ଆପଣ ଗୋଟିକୁ ପସନ୍ଦ କରନ୍ତୁ । ଏବଂ ଆସନ୍ତୁ ଜାଣିବା ଆପଣଙ୍କ ବନ୍ଧୁ ଆପଣଙ୍କୁ କାହିଁକି ଲାଇକ କରିଥାନ୍ତି ।

୧- ବନ୍ଧୁଗଣ ଯଦି ଆପଣ ପ୍ରଥମ ହାର୍ଟ ଟିକୁ ବାଛିଛନ୍ତି ତେବେ ଆପଣଙ୍କ ବନ୍ଧୁ ଆପଣଙ୍କୁ ଏଥିପାଇଁ ଲାଇକ କରିଥାନ୍ତି ଯେ, ନିଜ ଠାରୁ ଅଧିକ ବିଶ୍ଵାସ ଆପଣଙ୍କ ଉପରେ ରହିଅଛି । ସେ ଆପଣଙ୍କୁ ବେଷ୍ଟଫ୍ରେଣ୍ଡ ଅର୍ଥାତ ନିଜର ଏକ ସଚ୍ଚା ବନ୍ଧୁ ମନେ କରନ୍ତି । ଆପଣ ତାଙ୍କର ସମସ୍ତ କାର୍ଯ୍ୟରେ ସହଯୋଗ ଏବଂ ସାଥ ଦେଉଥିବାରୁ ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।

୨- ବନ୍ଧୁଗଣ ଯଦି ଆପଣ ଦିତୀୟ ହାର୍ଟ ଟିକୁ ବାଛିଛନ୍ତି ତେବେ, ଆପଣଙ୍କ ବନ୍ଧୁ ଆପଣଙ୍କୁ ଏଥିପାଇଁ ଲାଇକ କରନ୍ତି କାରଣ ଆପଣଙ୍କ ର ଲୁକ ଏବଂ ପର୍ସୋନାଲିଟି ତାଙ୍କୁ ବହୁତ ଆଟ୍ରାକ୍ଟିଭ ଲାଗିଥାଏ । ଏହା ବ୍ଯତୀତ ଆପଣଙ୍କ ସହିତ ରହି ତାଙ୍କର ସମସ୍ତ ସମସ୍ଯାର ଉପାୟ ବହୁତ ସହଜ ଭାବରେ ସମାପ୍ତ ହୋଇଥାଏ ।

୩- ଯେଉଁମାନେ ୩ ୟ ହାର୍ଟ ଟିକୁ ପସନ୍ଦ କରିଛନ୍ତି, ତେବେ ଆପଣଙ୍କ ପଜେଟିଭ ଚିନ୍ତାଧାରା ଆପଣଙ୍କ ବନ୍ଧୁକୁ ବହୁତ ଭଲ ଲାଗିଥାଏ । ଏହାସହିତ ଆପଣଙ୍କ ସ୍ମାର୍ଟନେସ ତାଙ୍କୁ ବହୁତ ପସନ୍ଦ ଆସିଥାଏ, ଏଥିପାଇଁ ଆପଣଙ୍କ ବନ୍ଧୁ ଆପଣଙ୍କୁ ବହୁତ ଲାଇକ କରନ୍ତି ।

୪- ବନ୍ଧୁଗଣ ଯଦି ଆପଣ ୪ ର୍ଥ ନମ୍ବରର ହାର୍ଟ ବାଚିଛନ୍ତି ତେବେ, ଆପଣଙ୍କ ବନ୍ଧୁ କୁ ଆପଣଙ୍କ ଷ୍ଟାଇଲ ବହୁତ ଭଲ ଲାଗିଥାଏ । ଆପଣଙ୍କ ପ୍ରେଣ୍ଡଲି ତଥା ହେଲପିଙ୍ଗ ନେଚର ତାଙ୍କୁ ବହୁତ ଭଲ ଲାଗିଥାଏ । ଏହି କାରଣରୁ ସେ ଆପଣଙ୍କୁ ବହୁତ ଲାଇକ କରନ୍ତି ।

୫- ଯଦି ଆପଣ ୫ମ ନମ୍ବରର ହାର୍ଟ କୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ ବନ୍ଧୁ ଆପଣଙ୍କୁ ବହୁତ ଲାଇକ କରନ୍ତି । କାରଣ ତାଙ୍କୁ ଆପଣଙ୍କ ମେଚ୍ଯୁରିଟି ତଥା ଆପଣଙ୍କ ଓପନ ମାଇଣ୍ଡେଡ ସ୍ଵଭାବ ବହୁତ ପସନ୍ଦ ଆସିଥାଏ । ଆପଣଙ୍କ ବନ୍ଧୁ ଙ୍କୁ ଆପଣଙ୍କ ଆଖି ତଥା ଆପଣଙ୍କ କଥାବାର୍ତ୍ତା ବହୁତ ଭଲ ଲାଗିଥାଏ । ବନ୍ଧୁଗଣ ଏହି କାରଣରୁ ଆପଣଙ୍କ ବନ୍ଧୁ ଆପଣଙ୍କୁ ବହୁତ ଲାଇକ କରିଥାନ୍ତି ।

ବନ୍ଧୁଗଣ ବନ୍ଧୁତା ଏକ ଏଭଳି ସମ୍ପର୍କ ଯାହା ସବୁ ସମ୍ବନ୍ଧ ଠାରୁ ଉପରେ ଅଟେ । କାରଣ ଦୁଇ ବନ୍ଧୁ ମଧ୍ୟରେ ଯଦି ଜଣେ ଅନ୍ୟ ଜଣଙ୍କ କଥା ନ କହି ବୁଝି ନିଅନ୍ତି, ଯେପରିକି ବନ୍ଧୁ ଜଣକ କୌଣସି ସମସ୍ଯା ତଥା ଚିନ୍ତା ରେ ଥିଲେ, ତାହା ସମବନ୍ଧରେ ବୁଝି ସମସ୍ୟାଟିର ସାମାଧାନ କରିବା । ଏହାଛଡା ସବୁ ସୁବିଧା ଅସୁବିଧା ରେ ଛିଡା ହେବା ଇତ୍ୟାଦି ଗୋଟିଏ ପ୍ରକୃତ ବନ୍ଧୁର ପରିଚୟ ପ୍ରଦାନ କରିଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *