ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଅପନକ ମଧ୍ୟରୁ କିଏ ପ୍ରଥମେ କହିବ ‘I Love You’

ବନ୍ଧୁଗଣ ପ୍ରେମ ଗୋଟିଏ ଏମିତି ବନ୍ଧନ ଯାହା ପ୍ରକାଶ କରି ହୁଏନାହିଁ । ପ୍ରେମର ଅନେକ ରୂପ ରହିଅଛି । କେତେକ ପ୍ରେମିକ ପ୍ରେମିକା ଚୁପ ରହି ନିଜର ପ୍ରେମ ପ୍ରକାଶ କରିଥାନ୍ତି ତ ଆଉ କେତେକ ଉତ୍ତକଣ୍ଠ ର ସହିତ ତତତ୍ପର ହୋଇ ଉଠନ୍ତି ନିଜ ସାଥିଙ୍କୁ ଏହି ପ୍ରସଙ୍ଗରେ ଜଣେଇବା ପାଇଁ । ସତରେ ପ୍ରେମର ପରିଭାଷା ନାହିଁ । ଏହା କେତେବେଳେ ଯେ କାହାକୁ ହୋଇଯାଇଥାଏ, ସେ ସମ୍ବନ୍ଧରେ କହି ହୁଏ ନାହିଁ । ବନ୍ଧୁଗଣ ପ୍ରେମ କ୍ଷେତ୍ରରେ ଯଦି ଦୁହି ଜଣ ପରସ୍ପର ପ୍ରତି ଲୋୟାଲ ରୁହନ୍ତି ତେବେ, ଆଗକୁ ଉଭୟଙ୍କ ସମ୍ପର୍କ ବେସ୍ ହସଖୁସିରେ ବିତିଥାଏ ।

ମାତ୍ର ଯଦି ଏହି ସମ୍ପର୍କରେ ଟିକିଏ ଛଳନା ରହିଥାଏ ଅଥବା ଦେଖାଯାଏ ତେବେ ଏହି ସମ୍ପର୍କ ଅଧିକ ସମୟ ଧରି ଚାଲି ନଥାଏ । ବନ୍ଧୁଗଣ ଆସନ୍ତୁ ଆମେ ଜାଣିବା ପ୍ରେମ ସମ୍ପର୍କରେ କିଏ କାହାକୁ ପ୍ରପୋଜ ପ୍ରଥମେ କରିଥାଏ । ଏହା ଗୋଟିଏ କୌତୁହଳ ଖେଳ ମାଧ୍ୟମରେ ଜାଣିବା । ପ୍ରେମୀ ଯୁଗଳ ମାନେ ୧ ଠାରୁ ୧୦ ମଧ୍ୟରେ ନିଜ ମନ ପସନ୍ଦ ର ଗୋଟିଏ ଗୋଟିଏ ସଂଖ୍ୟା ବାଛି ନିଅନ୍ତୁ, ଆସନ୍ତୁ ଏବେ ଏହି ସଂଖ୍ୟା ପଛର ବିଷୟବସ୍ତୁ ସମ୍ବନ୍ଧରେ ଜାଣିବା ।

୧- ଯଦି ଆପଣ ୧ ନମ୍ବର ବାଛିଛନ୍ତି ତେବେ, ଆପଣ ତାଙ୍କୁ ହୃଦୟର ସହିତ ପ୍ରେମ କରନ୍ତି, ଏବଂ ଆପଣ ପ୍ରଥମେ ତାଙ୍କୁ ପ୍ରୋପୋଜ କରିବେ ।

୨- ଯଦି ଆପଣ ୨ ନମ୍ବର ବାଛିଛନ୍ତି ତେବେ, ଆପଣଙ୍କ ସାଥି ଆପଣଙ୍କୁ ପ୍ରୋପୋଜ କରିବେ କାରଣ ସେ ଆପଣଙ୍କ ବିନା ରହି ପାରିବେ ନାହିଁ ।

୩- ଯଦି ଆପଣ ୩ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କୁ କହିବେ, କାରଣ ସେ ଆପଣଙ୍କୁ ହରାଇବାକୁ ଚାହୁଁ ନାହାନ୍ତି ।

୪- ଯଦି ଆପଣ ୪ ନମ୍ବର ବାଛିଛନ୍ତି ତେବେ, ଆପଣ, କାରଣ ଆପଣଙ୍କ ପାଇଁ ସେ ସବୁକିଛି ଅଟନ୍ତି ।

୫- ଯଦି ଆପଣ ୫ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କୁ କହିବେ, କାରଣ ସେ ଆପଣଙ୍କୁ ତାଙ୍କ ଦୁନିଆ ବୋଲି ମାନେ କରନ୍ତି ଅଥବା ଆପଣଙ୍କ ଠାରେ ତାଙ୍କ ଦୁନିଆ ପରିଲକ୍ଷିତ ହୋଇଥାଏ ।

୬- ଯଦି ଆପଣ ୬ ନମ୍ବର ବାଛିଛନ୍ତି ତେବେ, ଆପଣ, କାରଣ ଆପଣ ତାଙ୍କୁ ଦୁନିଆର ସମସ୍ତ ଖୁସି ଦେବାକୁ ଚାହୁଁଛନ୍ତି ।

୭- ଯଦି ଆପଣ ୭ ନମ୍ବର ବାଛିଛନ୍ତି ତେବେ, ଉତ୍ତର ହେଉଛି ଆପଣ, କାରଣ ଆପଣଙ୍କ ପାଇଁ ସେ ସବୁଠାରୁ ଖାସ ଅଟନ୍ତି ।

୮- ଯଦି ଆପଣ ୮ ନମ୍ବର ବାଛିଛନ୍ତି ତେବେ, ଉତ୍ତର ହଯେଉଛି ସେ, କାରଣ ତାଙ୍କୁ ଆପଣଙ୍କ ସହିତ ସମୟ ଅତିବାହିତ କରିବା ଅଥବା ବିତାଇବା ପସନ୍ଦ ଅଟେ ।

୯- ଯଦି ଆପଣ ୯ ନମ୍ବର ବାଛିଛନ୍ତି ତେବେ, ଉତ୍ତର ହେଉଛି ସେ କାରଣ ସେ ଆପଣଙ୍କ ସହିତ ଲାଇଫ ରେ ଆଗକୁ ବଢିବାକୁ ଚାହୁଁଛନ୍ତି ।

୧୦- ଯଦି ଆପଣ ୧୦ ନମ୍ବର ବାଛିଛନ୍ତି ତେବେ, ଉତ୍ତର ହେଉଛି ଆପଣ, କାରଣ ଆପଣଙ୍କ ପାଇଁ ତାଙ୍କଠାରୁ ଅଧିକ ମହତ୍ଵପୂର୍ଣ୍ଣ କେହି ରଖୁନାହାନ୍ତି । ବନ୍ଧୁଗଣ ଏହାଥିଲା ପ୍ରେମିଯୁଗଳ ମାନଙ୍କ ମଧ୍ୟରୁ କିଏ କାହାକୁ ପ୍ରଥମେ ପ୍ରୋପୋଜ କରିବେ, ସେହି ସମ୍ବନ୍ଧରେ ଗୋଟିଏ ମନୋରମାଞ୍ଚକ ଟିପ୍ପଣୀ ଯଦି ଏହା ଆପଣଙ୍କୁ ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *