ଏହା ଖାଇବେ ତ ହେବ ଯାଁଆଳା ସନ୍ତାନ- Twins Trick

ବନ୍ଧୁଗଣ ମହିଳା ମାନଙ୍କୁ ଯେ ପର୍ଯ୍ୟନ୍ତ ଓଭଲେଶନ ହୋଇନଥାଏ, ସେମାନଙ୍କର ଗର୍ଭ ଧାରଣ କରିବାର କ୍ଷମତା ମଧ୍ୟ ପରିଲକ୍ଷିତ ହୋଇନଥାଏ । ବନ୍ଧୁଗଣ ପ୍ରତି ମାସର ପିରିଅଡ ର ମଧ୍ୟସ୍ଥ ଦିନକୁ ଓଭଲେଶନ ଟାଇମ କୁହାଯାଏ । ଓଭଲେଶନ କୁ ସଠିକ ଅଥବା ଠିକ ଭାବରେ କରିବା ପାଇଁ କେତେ ଗୁଡିଏ ଔଷଧ ତଥା ବ୍ୟାୟମ ମଧ୍ୟ କରାଯାଇଥାଏ । କିନ୍ତୁ ବନ୍ଧୁଗଣ କେତେକ ଖାଦ୍ଯ ଏପରି ଅଛି ଯାହାକୁ ଖାଇବା ଦ୍ଵାରା ମହିଳା ମାନଙ୍କର ଓଭଲେଶନ ଅତି ସହଜ ଭାବରେ ହୋଇଥାଏ ।

ଯଦି ମହିଳା ମାନେ ଟୁଇନ୍ସ କନ୍ସିଭ କରିବାକୁ ଚାହୁଞ୍ଚନ୍ତି ତେବେ ତାଙ୍କ ପାଇଁ ଓଭଲେଶନ ନିହାତି ଆବଶ୍ୟକ । ବନ୍ଧୁଗଣ ଆଜି ଆମେ କିଛି ଖାଦ୍ଯ ପ୍ରଣାଳୀ ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାକି ଆପଣଙ୍କ ପଲିକଲ କୁ ମ୍ୟାଚୁୟର ହେବାରେ ସହାୟ ହେବ । ଏହା ବ୍ଯତୀତ ମହିଳା ମାନଙ୍କ ଓଭଲେଶନ ପ୍ରକ୍ରିୟା ଏବଂ ସର୍ଭାଇକଲ ଗ୍ଳୁକଷ ର ପ୍ରକ୍ରିୟାକୁ ତିଆରି କରିବା କ୍ଷେତ୍ରରେ ବହୁତ ସହାୟତା କରିଥାଏ ।

୧- କନ୍ଦମୂଳ;- ବନ୍ଧୁଗଣ ଏହା ମହିଳା ମାନଙ୍କ ଓଭଲେଶନ କ୍ଷମତା କୁ ବୃଦ୍ଧି କରିବା ସହିତ ପୁରୁଷ ମାନଙ୍କର ସ୍ପର୍ଣ୍ଣ ର କ୍ଷମତା କୁ ମଧ୍ୟ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ । ଏହା ସାଧାରଣତ ୪ ଟି ରଙ୍ଗର ହୋଇଥାଏ, ଯଥା ଗୋଲାପି, ବାଇଗଣି, ଧଳା, ଏବଂ କମଳା । ଆପଣଙ୍କୁ ଏଥି ମଧ୍ୟରୁ ଯାହା ମିଳୁଛି ଆପଣ ଏହାକୁ ବ୍ୟବହାର କରିପାରିବେ । ଶକରକନ୍ଦା ରେ ବହୁଳ ଭାବରେ ଭିଟାମିନ- A ରହିଥାଏ । ଏହା ବ୍ଯତୀତ ଏଥିରେ, ଭିଟାମିନ- C, B5 ,B6, ଭିଟାମିନ- B ଗୃପ ର ଅନେକ ଭିଟାମିନ ଶକରକନ୍ଦା ରେ ପରିଲକ୍ଷିତ ହୋଇଥାଏ ।

ଏହା ସହିତ ଏଥିରେ ବହୁଳ ଭାବରେ, CAROTENOIDS ରହିଥାଏ, ଆୟରନ ଏବଂ ମାଗ୍ନେସିୟମ ରହିଥାଏ । ବନ୍ଧୁଗଣ  ଆୟରନ ଏବଂ ମାଗ୍ନେସିୟମ ସନ୍ତାନ ଧାରଣ କରିବାରେ ବହୁତ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବନ୍ଧୁଗଣ ମ୍ୟାଗ୍ନେସିୟମ ହରମୋନ ର ମାତ୍ରାକୁ ବୃଦ୍ଧି କରାଇଥାଏ, ଏବଂ ଡିପ୍ରେସୋନ କୁ ନିୟନ୍ତ୍ରଣ କରିବାରେ ସହାୟ ହୋଇଥାଏ ।ବନ୍ଧୁଗଣ ଶାକରକନ୍ଦା ଈମ୍ପ୍ଳାମେସନ କୁ ଦୂରରେ ରଖିଥାଏ, ଈମ୍ପ୍ଳାମେସନ ଦ୍ଵାରା ଶରୀରର ଋପ୍ରୋଡକ୍ତିଭ ଅର୍ଗାନ ଅର୍ଥାତ ପ୍ରଜନନ ର ଅଙ୍ଗ ଭଲ ଭଲଭାବରେ କାମ କରିନଥାଏ । ଏହା ଫଳରେ ଶରୀରରେ ରକ୍ତର ପ୍ରଭାବ ସଠିକ ଭାବେ ହୋଇନଥାଏ ।

ଶାକରାକନ୍ଦା ଆଣ୍ଟି-ଡାଇବେଟିକ ମଧ୍ୟ ଅଟେ । ଏହାର ସ୍ଵାଦ ମିଠା ହୋଇଥିଲେ ମଧ୍ୟ ଏହାକୁ ଡାଇବେଟିକ ରୋଗୀ ଏବଂ PCOD ରୋଗୀ ମଧ୍ୟ ଏହାକୁ ସେବନ କରିପାରିବେ । ଏହା ଆଣ୍ଟି କ୍ୟାନ୍ସର ହୋଇଥାଏ, ଏବଂ ଏଥିରେ ବହୁତ ଭଲ କ୍ଷମତା ରହିଅଛି । ଏହା ଇନସୁଲିନ ରେଜିଷ୍ଟେସନ କୁ ସମାପ୍ତ କରିଥାଏ । ଏଥିରେ ଫାଇଭର ବହୁତ ପରିମାଣରେ ରହିଅଛି । ଫାଇଭର ୨ ପ୍ରକାରର ହୋଇଥାଏ । ୧- ସୋଲୁବେଲ, ୨- ଇନସୋଲୁବେଲ । ଏହି ଦୁଇଟି ଶାକରକନ୍ଦା ରେ ଅତ୍ୟଧିକ ପରିମାଣରେ ରହିଥିବାରୁ ଶରୀରରେ ଇନସୁଲିନ ର ପ୍ରଭାବକୁ ନିୟନ୍ତ୍ରଣ କରି ରଖିଥାଏ । ଏଥିରେ ଆଣ୍ଟି-ଅକ୍ସିଜେନ୍ସ ମଧ୍ୟ ରହିଥାଏ ।

ଏହାର କାର୍ଯ୍ୟ ରହିଥାଏ ଯେ ଏହା ଏଗ୍ ଏବଂ ସ୍ପର୍ଣ୍ଣ କୁ ଜଲ୍ଦି ଖରାପ ହେବାରୁ ବଞ୍ଚାଇଥାଏ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଶାକରକନ୍ଦା କୁ କିପରି ଖାଇବା ଆବଶ୍ଯକ । ବନ୍ଧୁଗଣ ଆପଣ ଶାକରକନ୍ଦା କୁ ନୀତିଦିନ ଖାଇପାରିବେ । ଆପଣ ଏହାକୁ ସନ୍ଧ୍ୟା ସମୟରେ ଚାହା ପୀଇଲା ସମୟରେ ମଧ୍ୟ ଖାଇ ପାରିବେ । ଆପଣ ଏହାକୁ ନୀତିଦିନ ୧୫୦-୨୦୦ ଗ୍ରାମ ର ମାତ୍ରାରେ ଖାଇ ପାରିବେ । ବନ୍ଧୁଗଣ ଏହାକୁ ପ୍ରସ୍ତୁତ କିଭଳି କରିବେ ଆସନ୍ତୁ ଏବେ ଜାଣିବା ।

ବନ୍ଧୁଗଣ ଆପଣ ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ଚୂଲିରେ ପ୍ରସ୍ତୁତ କରନ୍ତୁ ଧିମା ଆଞ୍ଚରେ ପ୍ରସ୍ତୁତ କରି ନୀତିଦିନ ଏହାକୁ ନେଇ ପାରିବେ । ବନ୍ଧୁଗଣ ଫୋଟିଲିଟି ଫୁଡ ଏତେ ପ୍ରଭାବିତ କରିଥାଏ ଆମାଶରୀରକୁ ତାହା ଆପଣ ବ୍ୟବହାର କରିଲେ ଜାଣିପାରିବେ । ଯଦି ଆପଣ ଏହି ଡାଏଟ କୁ ନିୟମିତ ଗ୍ରହଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ, ଆପଣ ଏହାକୁ ନିୟମିତ ୩ ମାସ ପର୍ଯ୍ୟନ୍ତ ନେଲେ ଆପଣଙ୍କୁ ଏହାର ସୁଫଳ ମିଳି ପାରିବ । ବନ୍ଧୁଗଣ ଏହି ବିଶେଷ ବିବରଣୀଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *