ବାଛନ୍ତୁ 1 ହାର୍ଟ ଏବଂ ଜାଣନ୍ତୁ ଆପଣଙ୍କ କ୍ରଷ ଆପଣଙ୍କୁ ଦେଖି କଣ ଭାବନ୍ତି ? Love Quiz

ବନ୍ଧୁଗଣ, ପ୍ରେମ ର ପରିଭାଷା ବହୁତ ଅଲଗା ହୋଇଥାଏ । ଏହାକୁ ସାଧାରଣତ ବର୍ଣ୍ଣନା କରି ହୁଏ ନାହିଁ । ବନ୍ଧୁଗଣ ପ୍ରେମ ଏକ ଏଭଳି ଅନୁଭୂତି ଯାହା ପ୍ରତ୍ୟକ ବ୍ୟକ୍ତିଙ୍କୁ କେଉଁଠାରେ ନା କେଉଁଠାରେ ହୋଇଥାଏ ।

ଯେଉଁ ବ୍ୟକ୍ତିମାନେ ପ୍ରେମରେ ପଡିଥାନ୍ତି ସେମାନେ ସାଧାରଣତଃ ସବୁ କିଛି ଭୁଲିଯାଇଥାନ୍ତି । ବନ୍ଧୁଗଣ କୁହାଯାଇଅଛି ଯେ, ବ୍ୟକ୍ତି ର ପସନ୍ଦ ନା ପସନ୍ଦ ତାହାର ବ୍ୟକ୍ତିତ୍ଵ ତଥା ସ୍ଵଭାବର ଦର୍ପଣ ହୋଇଥାଏ । ବନ୍ଧୁଗଣ ବ୍ୟକ୍ତିଟିର ପସନ୍ଦ ନା ପସନ୍ଦ ତାହାର ସ୍ଵଭାବ ସହିତ ଜଡିତ ହୋଇ ରହିଥିବା ରହସ୍ୟ କୁ ବୁଝାଇଥାଏ । ବନ୍ଧୁଗଣ ଆମ୍ଭେ ଆପଣଙ୍କୁ ଆଜି ୫ ଟି ଅଲଗା ଅଲଗା ହାର୍ଟ ର ଚିତ୍ର ଦେଖାଇବାକୁ ଯାଉଅଛୁ, ଆପଣ ତାହା ମଧ୍ୟରୁ ନିଜ ପସନ୍ଦ ମୁତାବିକ ହାର୍ଟ କୁ ବାଛି ନିଅନ୍ତୁ । ଏହାପରେ ଆମ୍ଭେ ଆପଣଙ୍କୁ କହିବୁ ଯେ, ଆପଣଙ୍କ କ୍ରଷ ଆପଣଙ୍କୁ ନେଇ କଣ ଚିନ୍ତା କରୁଛନ୍ତି ।

୧- ବନ୍ଧୁଗଣ ଯଦି ଆପଣ ପ୍ରଥମ ହାର୍ଟ ଟିକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ କ୍ରଷ ଆପଣଙ୍କୁ ଦେଖା କରିବା ପାଇଁ ପ୍ରୟାସ କରୁଛନ୍ତି । ସେ ଆପଣଙ୍କୁ ପ୍ରତ୍ୟକ ମୁହୂର୍ତ୍ତରେ ମନେପକାଉଛନ୍ତି । ଆପଣଙ୍କୁ ନେଇ ସେ ଅନେକ ସ୍ଵୋପ୍ନ ଦେଖିଛନ୍ତି । ସେ ଅଧିକା ସମୟରେ ସ୍ଵୋପ୍ନ ର ଦୁନିଆରେ ହଜି ଯାଇଥାନ୍ତି ।

୨- ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ହାର୍ଟ ଟିକୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ କ୍ରଷ ଆପଣଙ୍କୁ ପ୍ରୋପୋଜ କରିବା ପାଇଁ ଚିନ୍ତା କରୁଛନ୍ତି । ସେ ନିଜ ହୃଦୟର କଥା ଆପଣଙ୍କୁ କହିବାକୁ ଚିନ୍ତା କରୁଛନ୍ତି । ସେ ଆପଣଙ୍କୁ ଲାଇକ କରୁଛନ୍ତି ମାତ୍ର ଆପଣଙ୍କୁ କହିବା ପାଇଁ ସଙ୍କୋଚ କରୁଛନ୍ତି ।

୩- ବନ୍ଧୁଗଣ ଯଦି ଆପଣ ତୃତୀୟ ହାର୍ଟ ଟିକୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ କ୍ରଷ ଆପଣଙ୍କୁ ଦେଖି ଏହା ଚିନ୍ତା କରୁଛନ୍ତି ଯେ, ଆପଣ ତାଙ୍କର କେବେ ବନିବେ ଅର୍ଥାତ ସେ ଆପଣଙ୍କ ସହିତ ସଂପୂର୍ଣ୍ଣ ଭାବେ କେବେ ରହିବେ । ଆପଣ ତାଙ୍କ ପାଖେ ରହିଲେ ସେ ଆପଣଙ୍କୁ କହିପାରିବେ ଯେ, ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି । ଆପଣଙ୍କ କ୍ରଷ ଆପଣଙ୍କ ନିମନ୍ତେ ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି ।

୪- ବନ୍ଧୁଗଣ ଯଦି ଆପଣ ଚତୁର୍ଥ ହାର୍ଟ ଟିକୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ କ୍ରଷ ଆପଣଙ୍କୁ ଦେଖି ଏହା ଭାବୁଛନ୍ତି ଯେ, ଆପଣଙ୍କ ଆଖିର ନୀରବତା ର ଷ୍ଟାଇଲ ତାଙ୍କୁ ଆପଣଙ୍କର ଦିୱାନା ବନାଇ ଦେଇଛି । ସେ ଆପଣଙ୍କୁ ସର୍ବଦା ନିଜ ସହିତ ଦେଖିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ଚିନ୍ତା ରେ ସର୍ବଦା ହଜି ରହିଥାନ୍ତି ।

୫- ବନ୍ଧୁଗଣ ଯଦି ଆପଣ ପଞ୍ଚମ ହାର୍ଟ ଟିକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ କ୍ରଷ ଆପଣଙ୍କୁ ଦେଖି ବହୁତ ସ୍ପେସିଆଲ ଅନୁଭବ କରନ୍ତି । ସେ ଆପଣଙ୍କୁ ଖୁସିରେ ଦେଖିବାକୁ ଚାହୁଁଛନ୍ତି, ଏଣୁ ସେ ଆପଣଙ୍କ ନିମନ୍ତେ ଏକ ବଡ ସରପ୍ରାଇଜ ପ୍ଳାନ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ରୋମାଞ୍ଚକ ବିଷୟବସ୍ତୁ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *