ବଡ଼ ଖବର, ଆଫଗାନିସ୍ତାନ ରେ ତାଲିବାନ କବଜା ରେ ଥିଲେ ହଜାର ହଜାର ଲୋକ, ପହଞ୍ଚିଲେ ପାଇଲଟ୍, ତା ପରେ ଘଟିଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଫିଗାନିସ୍ଥାନ ରେ ତାଲିବାନ ଆତଙ୍କବାଦୀ ମାନେ ବିମାନକୁ ଘେରି ନେଇଥିଲେ । ଏହା ପରେ ଠିକ ସମୟରେ ପାଇଲଟ ଟେକପ କରି ପାଇଲତ ବଞ୍ଚାଇ ଦେଲେ ହଜାର ହଜାର ଲୋକଙ୍କର ଜୀବନ । କାବୁଲ ଉପରେ ତାଲିବାନ ଦାଖଲ କରିବା ପରେ ଆଫିଗାନିସ୍ତାନ ର ଲୋକ ମାନେ ନିଜର ଜୀବନ ବଞ୍ଚାଇବା ପାଇଁ ବିମାନ ବନ୍ଦର ଆଡକୁ ଦୌଡୁଥିଲେ । ଏହାର ପରିଣାମ ଏହି ଭଳି ହୋଇଥିଲା କି ଟର୍ମିନାଲ ଠାରୁ ନେଇ ରନୱେ ଯାଏଁ ଯାହାର ହଜାର ଲୋକଙ୍କର ଭିଡ ଲାଗି ରହିଥିଲା । ସେମାନେ ନିଜ ଜୀବନ ରକ୍ଷା କରିବା ପାଇଁ ପଳାୟନ କରିବାକୁ ଚେଷ୍ଟା କରିଥିଲେ ।

ଏପରିକି କିଛି ଲୋକ ମାନେ ବିମାନର ଚକରେ ଓହଳିକୁ ପଳାଇ ଯାଇଥିଲେ । ବର୍ତ୍ତମାନ ଜଣେ ପାଇଟଲ ଘଟିଥିବା ଘଟଣା ବିଷୟରେ କହିଛନ୍ତି ଯେ ରନୱେରେ ବିମାନକୁ ଟେକପ କରିବା ପାଇଁ ବିପଦଜନକ ହୋଇ ପଡିଥିଲା । ଯଦି ଟିକେ ଭୁଲ ହୋଇଥାନ୍ତା ତେବେ ଅନେକ ଲୋକଙ୍କର ଜୀବନ ଯାଇଥାନ୍ତା । ବ୍ରିଟିଶ RF ବାୟୁସେନାର କମାଣ୍ଡର ଓ ପାଇଲଟ କ୍ୟାପ ଲାଛମାନ କହିଛନ୍ତି ଯେ ଅଗଷ୍ଟ ୨୬ରେ ବିମାନ ବିସ୍ଫୋରଣ ପରେ କାବୁଲରେ ଥିବା ଲୋକଙ୍କୁ ବିମାନରେ ନେଇ ଟେକପ କରିବା ପାଇଁ ପ୍ରୟାସ କରିଥିଲେ । ସେହି ସମୟରେ ୩ଟି ଗାଡି ଅଚାନକ ରନୱେରେ ଆସି ପହଞ୍ଚି ଥିଲା ।

ସେ କହିଛନ୍ତି ସେଦିନ ଗାଡି ବିମାନ ଆଡକୁ ଆସିବାର ଦେଖି ବିମାନର ଗତି ଅଧିକ ନ ହୋଇଥିଲେ ମଧ୍ୟ ସେ ଟେକପ କରିବାକୁ ନିଷ୍ପତି ନେଇଥିଲେ ଯାହା ଦ୍ଵାରା ଅନେକ ଲୋକଙ୍କର ଜୀବନ ରକ୍ଷା ହୋଇ ପାରିଲା । ୱିଙ୍ଗ କମାଣ୍ଡର କ୍ୟାପ ଲାଛମାନ ଓ ତାଙ୍କର ଦଳ କହିଛନ୍ତି ଯେ ଯେଉଁ ଟ୍ରାସପର୍ଟ ଚେଟରେ ଲୋକେ ବସିଥିଲେ ଏହାର ଓଜନ ୨୬୫ ଟନ ଥିଲେ ମଧ୍ୟ ସେମାନେ ଏହାକୁ ଟେକପ କରିବା ପାଇଁ ନିଷ୍ପତି ନେଇଥିଲେ । ସେମାନେ ବିମାନକୁ ନେଇ ରନୱେ ରେ ଏକ ପ୍ରକାର ଆଗକୁ ବଢିବା ପରେ ସେହି ସମୟରେ ଗାଡିର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ସେ କହିଛନ୍ତି ଯେ ଟେକପ ନ ରୋକୀ ସେ ଆଗକୁ ବଢିବାକୁ ଲାଗିଲେ ଓ ପରିଣାମ କଥା ମଧ୍ୟ ଭାବି ନ ଥିଲେ । ସେମାନେ ରୋଟେଟ ସିଟରେ ୨୦ ନଟ ପୂର୍ବରୁ ବିମାନକୁ ଟେକପ କରିବା ପାଇଁ ପ୍ରୟାସ କରିଥିଲେ । ଏହା ପରେ ଅଳ୍ପ ସମୟ ମଧ୍ୟରେ ଉପରକୁ ଉଠି ଅଯାଇଥିଲେ । ଯେତେବେଳେ ବିମାନ ରନୱେ ଛାଡି ଆକାଶ ମାର୍ଗକୁ ଯାଇଥିଲା ସେହି ସମୟରେ ଆତଙ୍କବାଦୀଙ୍କ ଗାଡି ଓ ବିମାନ ମଧ୍ୟରେ ମାତ୍ର ୧୦ଫୁଟର ଦୂରତା ରହିଥିଲା । ଏହି ଚାଞ୍ଚଲ୍ୟ କର ସୂଚନା ଦେଇଛନ୍ତି ଜଣେ ପାଇଲଟ ଯେଉଁ ସମୟରେ ବିମାନକୁ ଆତଙ୍କବାଦୀ ମାନେ ଘେରିବା ପରେ କଣ ଘଟିଥିଲା ।

ବନ୍ଧୁଗଣ ଆପଣ ମାନେ ଏହି ସାହସୀ ପାଇଲଟଙ୍କ ପାଇଁ କଣ ପ୍ରତିକ୍ରିୟା ରଖିଛନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *