କୋରୋନା ଭାଇରସ ପାଇଁ ବଢୁଛି ଡାଇବେଟିସର ଖତରା, ଦେଖନ୍ତୁ କଣ କହୁଛି ରିପୋର୍ଟ

ଆଜିର ଆମର ଏହି ଲେଖାରେ କ-ରୋ-ନା ଭାଇରସ କିପରି ଭାବେ ଡାଇବେଟିସ ରୋଗୀଙ୍କୁ ପ୍ରଭାବିତ କରୁଛି ସେହି ବିଷୟରେ କହିବାକୁ ଯାଉଛୁ । ଗତ ବର୍ଷ ସେପ୍ଟେମ୍ବର ମାସରେ ମୁମ୍ବାଇର ଏକ ହସପିଟାଲରେ ବିପୁଳ ସାହା ନାମକ ବ୍ୟକ୍ତି କ-ରୋ-ନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୩୭ ବର୍ଷୀୟ ବିପୁଳଙ୍କୁ ପ୍ରଥମରୁ ଡାଇବେଟିସ ନ ଥିଲା । ସେଥିପାଇଁ ଡାକ୍ତର ତାଙ୍କୁ କ-ରୋ-ନା ଚିକିତ୍ସାରେ ଷ୍ଟେରଏଡ ର ବ୍ୟବହାର କରିଥିଲେ । ଏହା ଦ୍ଵାରା ବ୍ୟକ୍ତି କ-ରୋ-ନାରେ ସହ ଲଢିବା ଅଧିକ ସକ୍ଷମ ହୋଇଥାଏ । ଏହା ସହ ବ୍ଯକ୍ତିର ଇମ୍ୟୁନିଟି ପାୱାର ମଧ୍ୟ କମ ପାଇଥାଏ ।

ଡାଇବେଟିସ ରୋଗୀଙ୍କ ବ୍ଯତୀତ ଷ୍ଟେରଏଡର ବ୍ୟବହାର ଦ୍ଵାରା ଶରୀରରେ ରକ୍ତ କମ ହୋଇଥାଏ । ବିପୁଳ ସାହା କ-ରୋ-ନାରୁ ଭଲ ହେବାରେ ଗତ ଗୋଟେ ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ବି ସୁଗାର ଲେବଲ ନିୟନ୍ତ୍ରଣ କରିବା ପାଇଁ ମେଡ଼ିସିନ ନେଉଛନ୍ତି । ଏକ ସୂତ୍ରରୁ ଜଣା ପଡିଛି କି ଭାରତରେ ୭.୭ କୋଟି ଲୋକ ମାନେ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି ଓ ଏହି ମାମଲାରେ ଭାରତ ଚୀନ ପରେ ଦିତୀୟ ସ୍ଥାନରେ ରହିଛି । ଚୀନରେ ୧୧.୬ କୋଟି ଲୋକ ମାନେ ଏହି ରୋଗର ଶିକାର ହୋଇଛନ୍ତି । ଡାଇବେଟିସ ରୋଗୀ କ-ରୋ-ନାରେ ଆ-କ୍ରା-ନ୍ତ ହେଲେ ଏହା ଗମ୍ଭୀର ସମସ୍ୟାର ରୂପ ନେଇପାରେ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭାରତରେ ବାର୍ତ୍ତାମ୍ନା ଯାଏଁ ୩.୨ କୋଟି ଲୋକେ କ-ରୋ-ନା ଭାଇରସରେ ଶିକାର ହୋଇଛନ୍ତି । ଆମେରିକା ପରେ ଭାରତ କ-ରୋ-ନା ସଂକ୍ରମଣ ହେବାରେ ଦିତୀୟ ସ୍ଥାନରେ ରହିଛି । ଡାକ୍ତରଙ୍କ କହିବା ଅନୁସାରେ କ-ରୋ-ନା ମହାମାରୀ ଶେଷ ହେବା ପରେ ଏହା ଯୋଗୁ ଡାଇବେଟିସ ରୋଗୀଙ୍କର ସଂଖ୍ୟା ଅଧିକ ବଢି ଯାଇଥିବ । ଯେଉଁ ଏମାନେ କ-ରୋ-ନାରେ ଆ-କ୍ରା-ନ୍ତ ହୋଇଛନ୍ତି ସେମାନେ ସୁସ୍ଥ ହେବ ପରେ ତାଙ୍କର ସୁଗାର ଲେବଲ ନିୟନ୍ତ୍ରଣ ପାଇଁ ମେଡ଼ିସିନର ସେବନ କରୁଛନ୍ତି । ଗୋଟେ କ୍ଷେତ୍ରରେ କ-ରୋ-ନାରେ ପୀଡିତ ହୋଇଥିବା ବ୍ୟକ୍ତି ଷ୍ଟେରଏଡ ନେବା ଦ୍ଵାରା ଏହା ଭଲ ହୋଇଥାଏ । ଅନ୍ୟ କ୍ଷେତ୍ରରେ ଏହା ଶରୀରରେ ଇନସୁଲିନ କମ କରି ସୁଗାର ଲେବଲକୁ ବୃଦ୍ଧି କରିଥାଏ ।

ଯେଉଁ ମାନଙ୍କୁ କ-ରୋ-ନା ପରେ ବ୍ଲାକ ଫାଙ୍ଗସ ଦେଖା ଯାଉଛି ସେମାନଙ୍କ କ୍ଷେତ୍ରରେ ପୂର୍ବରୁ ଡାଇବେଟିସ ନ ଥାଇ ମଧ୍ୟ ସୁସ୍ଥ ହେବା ପରେ ସୁଗାର ଲେବଲ ଅଧିକ ରହୁଛି । ଏହା ଜାଣିବା ଜରୁରୀ କି ଏହି ରୋଗୀଙ୍କୁ ନା ତ ଷ୍ଟେରଏଡ ଦିଆ ଯାଇଛି ନାଁ କି ଅକ୍ସିଜେନ ଦିଆ ଯାଇଛି । ଏକ ସୂତ୍ରରୁ ଜଣା ପଡିଛି ଯେ ଯେଉଁ ବ୍ୟକ୍ତିଙ୍କର କ-ରୋ-ନା ସଂକ୍ରମଣ ପରେ ଡାଇବେଟିସ ଦେଖା ଯାଇଛି ସେମାନଙ୍କର କୋଭିଡ଼-୧୯ର ଚିକିତ୍ସା ସମୟରେ ହିମୋଗ୍ଲୋବିନ ଏ-୧ ସି ଲେବଲ ଟେଷ୍ଟ କରାଯିବା ପରେ ଦୁଇ ମାସ ମଧ୍ୟରେ ସୁଗାର ଲେବଲ ଅଧିକ ରହିଥିଲା । ଲଣ୍ଡନର ଡାକ୍ତରଙ୍କ କହିବା ମୁତାବକ ଇନସୁଲିନ ଓ ଅଗ୍ନାଶୟ ଅଂଶ ଉପରେ କ-ରୋ-ନା ଭାଇରସର ପ୍ରଭାବ ଅଧିକ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *