ଓଡିଆ ସୁପର ଷ୍ଟାର Anubhab Mohanty ଦେଲେ ଗୋଟେ ଖୁସି ଖବର, ଦେଖନ୍ତୁ କଣ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ସହ ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ଖୁବ ଚର୍ଚ୍ଚ ରେ ରହିଥାନ୍ତି । ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ଯାହା ପାଇଁ ସେମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଓଡିଆ କଳାକାର ମାନେ ପରସ୍ପର ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କିନ୍ତୁ କିଛି କଳାକାର ମାନେ ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅନୁଭବଙ୍କ ଠାରୁ ଅଭିନେତ୍ରୀ ବର୍ଷା ଦୂରେଇ ଯିବା ପରେ ଅନୁଭବ କଣ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ କୁଇନ ବର୍ଷା ପ୍ରିୟାଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଏହି ଦୁଇ ଯୋଡି ଓଡିଆ ଜଗତରେ ଅନେକ ଫିଲ୍ମରେ ଏକାଠି କାମ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଦୁହିଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ଭଲ ପାଇବା ଦେଇଛନ୍ତି ।

ଦୁହେଁ ପରସ୍ପରକୁ ପ୍ରେମ କରି ୨୦୧୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ସେଥିପାଇଁ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ।

କିନ୍ତୁ ଏ ଯାଏଁ ଦୁହିଙ୍କ କେସର କୌଣସି ସମାଧାନ ହୋଇନାହି । ତେବେ ବର୍ଷା ବର୍ତ୍ତମାନ ଅନୁଭବ ଙ୍କ ଘରେ ରହୁ ନାହାନ୍ତି । ତେଣୁ ବର୍ଷା ଯିବା ପରେ ଅନୁଭବ ନିଜ ଘରେ ଏମିତି ସମୟ ଅତିବାହିତ କରୁଛନ୍ତି । ଏହି ଭିଡିଓ ରେ କୁନି ଝିଅ ଟି ଅନୁଭବ ଙ୍କ ଡ୍ରେସ ଆଇରନ କରିବାର ନଜର ଆସୁଛି ।

ଏତେ ଛୋଟ ପିଲା ହୋଇ ମଧ୍ୟ କୁନି ଝିଅର ଏହିଭଳି ବୁଦ୍ଧି ଦେଖି ଅନୁଭବ ତାର ପ୍ରଶଂସା ଅକରୁଛତି । ଏହି ଭିଡିଓ ରେ ଅନୁଭବ ସେହି କୁନି ଝିଅ କୁ ଗେଲ କରିବା ସହ ବହୁତ ମଜାମସ୍ତି କରିବାର ନଜର ଆସୁଛନ୍ତି । କୁନି ଝିଅ ଟି ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି ତାର କଥାବାର୍ତ୍ତା ମଧ୍ୟ ନିଆରା ଲାଗୁଛି । ଏହି ଭିଡିଓ ରେ କୁନି ଝିଅ ଟି ଅନୁଭବ ଙ୍କୁ ଗେଲ କରିବା ସହ କିସ କରୁଛି । ଦୁହିଙ୍କ ମଧ୍ୟ ରେ ବହୁତ ଭଲ ବଣ୍ଡିଙ୍ଗ ଥିବାର ଜଣା ପଡୁଛି । ତେବେ ଅନୁଭବ କେବଳ ଜଣେ ଭଲ ଅଭିନେତା ନୁହେଁ ବରଂ କେନ୍ଦ୍ରାପଡା ର ସାଂସଦ ଭାବେ କାର୍ଯ୍ୟରତ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *