ବାହୁବଲି ଫିଲ୍ମରୁ ଫେମସ ହୋଇଥିବା ଅଭିନେତ୍ରୀ Anushka Shetty ଙ୍କର ରିୟଲ ଲାଇଫ Family

ଆପଣ ମାନେ ସମସ୍ତେ ବାହୁବଲି ଚଳଚିତ୍ର ଅବଶ୍ୟ ଦେଖିଥିବେ ତେବେ ବାହୁବଲି ଏମିତି ଗୋଟେ ଚଳଚିତ୍ର ଯାହା ଲୋକଙ୍କ ମନ ଉପପରେ ନିଜ ଚିହ୍ନ ଛାଡି ଯାଇଛି, ତା ପ୍ରଥମ ପାର୍ଟ ଠାରୁ ଆରମ୍ଭ କରି ଦ୍ଵିତୀୟ ପାର୍ଟ ପର୍ଯ୍ୟନ୍ତ ସମସ୍ତେ ବହୁତ ଅପେକ୍ଷା କରିଥିଲେ କାହିଁକିନା ଏହି ଚଳଚିତ୍ର କାହାଣୀ ବହୁତ ବିଶେଷ ଥିଲା ।

ତେବେ ଦ୍ଵିତୀୟ ବା ପ୍ରଥମ ଦୁଇ ପାର୍ଟରେ ଅନୁଷ୍କାଙ୍କ ଅଭିନୟରେ କେହି ହାତ ଧରି ପାରିଲେ ନାହିଁ, ଆପଣଙ୍କୁ ମଧ୍ୟ ଦେବସେନା ଅଭିନୟ ବହୁତ ଭଲ ଲାଗିଥିବ, ତେବେ ଆଜି ଆମେ ଆପନାଙ୍କୁ ଅନୁଷ୍କାଙ୍କ ପରିବାର ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

ଅନୁଷ୍କା ସାଉଥ ଚଳଚିତ୍ର ବହୁତ ବଡ ନାମ ଅଟେ, ସେ ପ୍ରାୟତଃ ସବୁ ସୁପର ହିଟ ହିରୋ ମାନାଙ୍କ ସହ କାମ କରିଛନ୍ତି ତେବେ ଦର୍ଶକ ମାନେ ଏହା ମଧ୍ୟ କୁହନ୍ତି ଯେ ଯଦି ସେ ବଲୀଉଡରେ ଆସିବେ ତେବେ ବହୁତ ଅଭିନେତ୍ରୀ ମାନାଙ୍କ ଛୁଟ୍ଟୀ କରିଦେବେ । ଅନୁଷ୍କାଙ୍କ ଘରେ ତାଙ୍କ ମା ବାପା ଓ ତାଙ୍କ ଦୁଇ ଭାଇ ଅଛନ୍ତି ଆସନ୍ତୁ ସମସ୍ତଙ୍କ ବିଷୟରେ ଜାଣିବା । ତେବେ ଅନୁଷ୍କା ଗୋଟେ ହିନ୍ଦୁ ପରିବାରରେ ଜନ୍ମ ହୋଇଛନ୍ତି, ତାଙ୍କ ପିତାଙ୍କ ନାମ ଏ ଏନ ବିତଲ ଶେଠି ଅଟେ ଓ ତାଙ୍କ ବୟସ ୫୭ ବର୍ଷ ଅଟେ ଓ ସେ ଗୋଟେ ଡକ୍ଟର ଅଟନ୍ତି, ତାଙ୍କ ମାଙ୍କ ନାମ ପ୍ରଫୁଲ ସେଠୀ ଅଟେ ଓ ତାଙ୍କ ବୟସ ୫୦ ଅଟେ ଓ ତାଙ୍କ ମା ଜଣେ ହାଉସ ୱାଇଫ ଅଟନ୍ତି ।

Image Courtesy: Google

ଅନୁଷ୍କାଙ୍କ ଦୁଇ ଭାଇ ଅଛନ୍ତି ଯିଏ ଅନୁଷ୍କାଙ୍କୁ ବହୁତ ଭଲ ପାନ୍ତି, ଅନୁସକଙ୍କ ବଡ ଭାଇ ନାମ ଗୁନର୍ଜମ ସେଠୀ ଓ ସାନ ଭାଇ ସାଇ ରମେଶ ଅଟନ୍ତି । ଅନୁଷ୍କାଙ୍କ ବଡ ଭାଇ ଗୋଟେ ବୀଜନେସମେନ ଅଟନ୍ତି ଓ ନିଜ ବ୍ୟାପାରରେ ବହୁତ ସକ୍ଷମ ଓ ସଫଳ ଅଛନ୍ତି । ତେବେ ଅନୁଷ୍କାଙ୍କ ସାନ ଭାଇ ଜଣେ କସମେଟିକ ସର୍ଜନ ଅଛନ୍ତି ଓ ସେ ବର୍ତମାନ ପର୍ଯ୍ୟନ୍ତ ବହୁତ ସର୍ଜରୀରେ ସଫଳ ହୋଇଛନ୍ତି ଏହା ଛଡା ତାଙ୍କ ସାନ ଭାଇ ସାଇ ରମେଶ ନିଜ ଗର୍ଲଫ୍ରେଣ୍ଡ ସଲୋନୀ ସହ ବିବାହ କରିଥିଲେ ଯେଉଁତିରେ ପୁରା ଘର ପରିବାର ବହୁତ ପ୍ରସନ୍ନ ଥିଲେ ।

Image Courtesy: Google

ତେବେ ଏବେ ଜାଣିବା ଅନୁଷ୍କାଙ୍କ ପ୍ରେମୀ ମାନାଙ୍କ ବିଷୟରେ ତେବେ ଅନୁଷ୍କା ଏତେ ସୁନ୍ଦରୀ ଅଛନ୍ତି ଯେ ତାଙ୍କୁ ସମସ୍ତେ ଭଲ ପାନ୍ତି କିନ୍ତୁ କୃଶ ଯିଏ ତାମିଲ ଚଳଚିତ୍ର ଅଧିକ କରନ୍ତି ତାଙ୍କ ସହ ଅନୁଷ୍କାଙ୍କ ସମ୍ପର୍କ ବର୍ଷେଥିଲା ଯାହା ପରେ ତାଙ୍କ ଝଗଡା ପାଇଁ ଦୁହେଁ ଅଲଗା ହୋଇଥିଲେ ।

ଏହା ପରେ ବାହୁବଲି ଚଳଚିତ୍ର ପରେ ପ୍ରଭାସ ସହ ଅନୁଷ୍କାଙ୍କ ବହୁତ ଭଲ ସମ୍ପର୍କଥିଲା ଯାହାକୁ ସେ ସାଙ୍ଗ କହିଛନ୍ତି, ତେବେ ସମସ୍ତେ କହୁଛନ୍ତି ଏହି ସମ୍ପର୍କ ସାଙ୍ଗ ଠାରୁ ଅଧିକ ଅଟେ କିନ୍ତୁ ଅନୁଷ୍କା ଏହି କଥା ପାଇଁ ମନା କରିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *