ବହୁତ ସୁନ୍ଦର ଅଟନ୍ତି ହ୍ରିତିକ ରୋଶନଙ୍କ ଏହି ଛୋଟ ଭଉଣୀ, ଜଲ୍ଦି ହିଁ କରିବାକୁ ଯାଉଛନ୍ତି ବଲୀଉଡରେ ଡେବ୍ୟୁ

ହ୍ରୀତିକ ରୋଷନ ବଲ୍ଲୀଉଡର ସବୁଠୁ ହ୍ୟାଣ୍ଡସମ ଅଭିନେତା ଅଟନ୍ତି, ଏହା କହିପାରିବେ କି ହ୍ରୀତିକ ବଲ୍ଲୀଉଡ ର ଟମ କୃଜ ଅଟନ୍ତି । ସେ ଗୁଡ ଲୁକିଙ୍ଗ ହେବା ସହିତ ତାଙ୍କ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିତିଥାନ୍ତି । ହ୍ରୀତିକ ରୋଷନ ଟାଇଗର ଶ୍ରୋଫଙ୍କ ସହିତ ‘ୱାର’ ରେ ଅଭିନୟ କରିଥିଲେ । ଏହି ଫିଲ୍ମ ୨୦୧୯ ର ସବୁଠୁ ଅଧିକ ଇନକମ କରିଥିଲା । ହ୍ରୀତିକ ଫିଲ୍ମ ଇନଡସ୍ଟ୍ରିଜ ର ଖ୍ୟାଟିନାମା ଅଭିନେତା ଅଟନ୍ତି, ଏବେ ଖବର ଆସୁଛି କି ତାଙ୍କ ଭଉଣୀ ଡେବ୍ୟୁ କରିବେ ।

ହ୍ରୀତିକ ଙ୍କ ଚାଚା ରାଜେଶ ରୋଷନଙ୍କ ଝିଅ ପସ୍ମିନା ବହୁତ ସୁନ୍ଦର ଅଟନ୍ତି ଓ ମିଳିଥିବା ରିପୋର୍ଟ ମୁତାବିକ ଯଦି ବଲ୍ଲୀଉଡ ରେ ଡେବ୍ୟୁ କରିବେ । ଖବର ହିସାବରେ ପସ୍ମିନ ବଡ ପ୍ରୋଡକ୍ଶନ ହାଉସ ସହିତ ସମ୍ପର୍କରେ ଅଛନ୍ତି, ହ୍ରୀତିକ ଙ୍କ ବିଷୟରେ ପୁରା ଦୁନିଆ ଜାଣିଛି ,କିନ୍ତୁ ଆଜି ଆମେ ତାଙ୍କ ସମ୍ପର୍କୀୟ ଭଉଣୀ ପସ୍ମିନା ଙ୍କୁ ଚିହ୍ନେଇବାକୁ ଯାଉଛୁ । ସୁନ୍ଦରତା ମାମଲାରେ କୋଉ ଅଭିନେତ୍ରୀଙ୍କ ଠାରୁ କମ ନୁହେଁ ଓ ତାଙ୍କ ଫୋଟୋ ଦେଖିବା ପରେ ଜାଣିପାରୁଥିବେ କି ବଲ୍ଲୀଉଡ ରେ ଆସିବାପରେ ଇଏ ବଡ ବଡ ହେରୋଇନ ଙ୍କୁ ପଛରେ ପକାଇପାରନ୍ତି ।

ପସ୍ମିନା ମୁମ୍ବାଇର ବେରୀ ଜୋନର ଆକ୍ଟିଙ୍ଗ ସ୍କୁଲରେ ୬ ମାସର କୋର୍ସ କରିଛନ୍ତି । ପସ୍ମିନ ବହୁତ ଭଲ ଥିଏଟର ଆଟିଷ୍ଟ ଓ ଆମେରିକାନ ପ୍ଳେରାଇଡ ଜେଫ ଗୋଲଡ୍ବବର୍ଗ ର The importance of being earnest ନାମକ ପ୍ଲେରେ କାମ କରିଛନ୍ତି । ନିଜେ ହ୍ରୀତିକ ରୋଷନ ଶୋସିଆଲ ମିଡିଆରେ ତାଙ୍କ କାମର ତାରିଫ କରିଥିଲେ । ପସ୍ମିନା ଙ୍କ ଥିୟେଟର ବ୍ୟାକଗ୍ରାଉଣ୍ଡ ବହୁତ ଭଲ ଅଟେ ।

ତାଙ୍କ ଟ୍ରେନିଙ୍ଗ ଜେଫ ଗୋଲ୍ଡବର୍ଗ ଅଭିନେତା ଅଭିଷେକ ପାଣ୍ଡେ ,ସାହିତ୍ୟ ଏକାଦଶୀ ଆବାର୍ଡ୍ସ ୱିନର ନଦୀର ବମ୍ବର ଭଳି ବଡ ବଡ ଦିଗଜ ଙ୍କ ଭିତରେ ରହିକି ହୋଇଛି । ଅଭିନୟ ଛଡା ପସ୍ମିନା ଙ୍କୁ ଇଂଗ୍ଲିଶ ର ବହୁତ ସଉକିନି ଅଛି, ସେ ଜଣେ ଟ୍ରେଣ୍ଡ କ୍ଲାସିକଲ ନୃତ୍ୟ ଶିଳ୍ପୀ । ୬ ବର୍ଷରେ ସେ କଥକ ଓ ଭାରତନାଟ୍ୟାମ ଶିଖିବା ଆରମ୍ଭ କରିଥିଲେ । ୨୪ ବର୍ଷର ପସ୍ମିନ ବହୁତ ବୁଝିବାର , ତାଙ୍କର ବୟସ କମ ହେଲେ ମଧ୍ୟ ବୁଝିବା ମାମଲାରେ ବଡ ବଡଙ୍କୁ ପଛରେ ପକାଇବେ ।

ପସ୍ମିନ ପରିବାର ର ତୃତୀୟ ପିଢୀ ଜିଆ ବଲ୍ଲୀଉଡ ରେ ପାଦ ରଖିବେ । ହ୍ରୀତିକ ପସ୍ମିନ ଙ୍କ ବହୁତ କ୍ଳୋଜ ଅଟନ୍ତି ଓ ପ୍ରାଏତ ତା ସହିତ ଫୋଟୋ ଶେୟାର କରନ୍ତି । ଖବର ହିସାବରେ ପସ୍ମିନ ଙ୍କ ଡେ ବ୍ୟୁ କୁ ନେଇ ବହୁତ ଉସ୍ଛାହିତ, ସେ ଚାହୁଞ୍ଛାନ୍ତି କି ତାଙ୍କ ଛୋଟ ଭଉଣୀ ଫିଲ୍ମରେ ଜଲ୍ଦି ଆସନ୍ତୁ । ସମୟ ସମୟରେ ହ୍ରୀତିକ ପସ୍ମିନ ଙ୍କ ଅଭିନୟ ଟିପ୍ସ ଦିଅନ୍ତି । ସେ ତାଙ୍କ ଭଉଣୀ ର ମାର୍ଗ ଦର୍ଶନ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଅମମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *