ନିର୍ମଲା ସିତା ରମଣଙ୍କ ପଦ ନେଇପାରନ୍ତି ଏହି ବ୍ୟକ୍ତି, ହୋଇପାରନ୍ତି ନୂଆ ବିତ୍ତ ମନ୍ତ୍ରୀ- ଜାଣନ୍ତୁ ସେ କିଏ

ନିର୍ମଲା ସିତା ରମଣଙ୍କୁ ବିତ୍ତ ମନ୍ତ୍ରୀ ପଦରୁ ହଟାଇ ଦିଆଯିବ ଓ ତାଙ୍କ ଜାଗା ପ୍ରଖ୍ୟାତ ବ୍ୟାଙ୍କର କେବି କାମଥଙ୍କୁ ବିତ୍ତ ମନ୍ତ୍ରାଳୟର ଦାଇତ୍ଵ ଦିଆଯିବ । ବହୁତ ସମୟରୁ କେବି କାମଥ ଙ୍କୁ ବିତ୍ତ ମନ୍ତ୍ରୀ ବନେଇବାବା ଖବର ଆସିଥିଲା, ଏହା ଭିତରେ ପିଏମ ମୋଦୀଙ୍କ ଆବାସରେ ମନ୍ତ୍ରୀ ମଣ୍ଡଳ ବୈଠକ ହେଉଛି । ଆଶାକରାଯାଉଛି କି ଏହି ବୈଠକରେ କେବି କାମଥ ଙ୍କୁ ବିତ୍ତ ମନ୍ତ୍ରୀ କରା ଯାଇପାରେ । କେବି କାମଥଙ୍କୁ ବିତ୍ତ ମନ୍ତ୍ରୀ କରିବା ଜାଣି ବହୁତ ଟ୍ବିଟ କରଯାଇଥିଲା ।

Image Courtesy: Google

ଯେଉଁଥିରେ କୁହାଯାଉଥିଲା କି ପିଏମ ମୋଦୀ ଏହାଙ୍କୁ ବିତ୍ତ ମନ୍ତ୍ରୀ ବନେଇବା ପାଇଁ ଯାଉଛନ୍ତି । ଏପଟେ ପିଏମ ମୋଦୀଙ୍କ ବାସଭବନରେ ହୋଇଥିବା ବୈଠକ ଏଇଆ ଇସାରା କରୁଛି ।

କିଛିଦିନ ପୂର୍ବରୁ ଛାଡିଥିଲେ ଏନଡିବି ଅଦକ୍ଷର ପଦ :-

କେବି କାମଥ କିଛି ଦିନ ପୂର୍ବରୁ ନେସନଲ  ଡେଭଲୋପମେଣ୍ଟ ବ୍ୟାଙ୍କର ଅଦକ୍ଷ ପଦ ଛାଡିଥିଲେ । ଏହା ପରେ ତାଜା ଖବର ଆସିଥିଲାକି ଇଏ ଭାରତର ବିତ୍ତ ମନ୍ତ୍ରୀ ହୋଇପାରିବେ ଓ  ତାଙ୍କୁ ମନ୍ତ୍ରାଳୟର ଦାଇତ୍ଵ ଦିଆଯିବ । ଆପଣଙ୍କୁ କହିବାକୁ ଯାଉଛୁ କି ନେସନଲ ଡେଭଲୋପମେଣ୍ଟ ବ୍ୟାଙ୍କ ବ୍ରିକ୍କ୍ସ ର ପାଞ୍ଚ ସଦସ୍ୟ ଦେଶର ବ୍ୟାଙ୍କ ଅଟେ, ଇଏ ୨୦୧୫ ରେ ଏନ ଡି ବି ର ଅଦକ୍ଷ  ଭାବେ ସେବା ଦେଇଥିଲେ ।

Image Courtesy: Google

ଏହି କାରଣରୁ କରାଯାଉଛି ବିତ୍ତ ମନ୍ତ୍ରୀ :-

କୋରନା ବାଇରସ ପାଇଁ ଦେଶର ଅବସ୍ତା ଖରପ ହେଲାଣି ,ଓ ଦେଶର ଅର୍ଥନୈତିକ ବ୍ୟବସ୍ତା ଉପରେ ଖରାପ ପ୍ରଭାବ ପଡିଲାଣି । ସେଥିପାଇଁ ମୋଦୀ ସରକାର ବିତ୍ତ ମନ୍ତ୍ରୀର ଦାଇତ୍ଵ ଦେବେ । ତାଙ୍କ ଅନୁଭବରୁ ଦେଶର ଅର୍ଥ ବ୍ୟବସ୍ତା ଆହୁରି ମଜଭୁତ ହୋଇପାରିବ ।  ବିଚାର କରାଯାଇଛି କରୋନା ଭାଇରସର କାରଣରୁ ଭାରତର ଜିଡିପି ବୃଦ୍ଧି ଉପରେ ପ୍ରଭାବ ପଡୁଛି ଓ ଲଗାତର ବୃଦ୍ଧିରେ ପ୍ରଭାବ ପଡୁଛି । ସେଥିପାଇଁ ଦେଶର ଆର୍ଥିକ ଅବସ୍ତା ମଜଭୁତ କରିବା ପାଇଁ ପିଏମ ମୋଦୀ ଅନୁଭବି ଲୋକଙ୍କ ସାହାଯ୍ୟ ନେବାକୁ ଯାଉଛନ୍ତି ଓ କେବି କାମଥଙ୍କ ବ୍ୟାଙ୍କ କ୍ଷେତ୍ରରେ ବହୁତ ଜ୍ଞାନ ଅଛି ଏଥିପାଇଁ ତାଙ୍କୁ ବିତ୍ତ ମନ୍ତ୍ରାଳୟର ଦାଇତ୍ଵ ଦିଆଯିବ ।

Image Courtesy: Google

କିଏ ଅଟନ୍ତି କେବି କାମଥ:-

ତାଙ୍କ ପୁରା ନାମ କୁନ୍ଦାପୁର ବି କାମଥ ଅଟେ ଓ ତାଙ୍କ ଜନ୍ମ ୨ ଡିସେମ୍ବର ୧୯୪୭ ରେ ମଙ୍ଗାଲୋର ରେ ହୋଇଥିଲା । ଇଏ ଦେଶର ପ୍ରଖ୍ୟାତ ବ୍ୟାଙ୍କର ଅଟନ୍ତି । ସେ ମେକାନିକାଲ ଇଞ୍ଜିନିୟରିଙ୍ଗ ରେ ସ୍ନାତକ ର ଡିଗ୍ରୀ ଓ ଇଣ୍ଡିଆନ ଇନ୍ସଟିଟିଉଟ  ଅଫ ମ୍ୟାନେଜମେଣ୍ଟ ,ଅହମଦାବାଦ IIM-A ରୁ ପୋଷ୍ଟ  ଗ୍ରାଜୁଏଟେ ଡିପ୍ଲୋମା ଇ ମ୍ୟାନେଜମେଣ୍ଟ କରିଛନ୍ତି । ସ୍କ୍ରେଚ ରେ ବହୁପଖିୟ ରୁଣ ଦେବା ସଂସ୍ଥାରା ନିର୍ମାଣ କରିବାର ଶ୍ରେୟ ତାଙ୍କୁ ମିଳିଥିଲା ।

Image Courtesy: Google

ସେ ୧୯୪୭ ରେ ନିଜ କ୍ୟାରିୟରର ଆରମ୍ଭ ଆଇସି ଆଇସିଆଇସିଆଇ ପ୍ରୂଡେନସିଆଲ ଇନଷ୍ଟି ଟୁସନ ରୁ କରିଥିଲେ । ଏହି ସଂସ୍ଥା ଆଉଥରେ ଆଇସି ଆଇସି ଆଇ ବ୍ୟାଙ୍କର ସ୍ଥାପନ କରଯାଇଥିଲା ଓ ୨୦୦୨ ରେ ବ୍ୟାଙ୍କ ଓ ଏହି ସଂସ୍ଥାକୁ ବିଲୟ କରଯାଇଥିଲା । ବର୍ଷ ୨୦୦୯ ରେ କେବି କାମଥ ଏହି ସଂସ୍ଥାର ମ୍ୟାନେଜିଂ ଡିରେକ୍ଟର ଓ ସିଇଓ ପଦରେ ରିଟାଡ ହୋଇଥିଲେ । ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ଦିଆଯାଇଛି । ତାଙ୍କୁ ୨୦୦୮ ରେ ଏହି ପୁରସ୍କାର ଦିଆଯାଇଥିଲା । ଏହି ପୁରସ୍କାର ସହିତ ଆହୁରି ବହୁତ କିଛି ପାଇଛନ୍ତି । ତାଙ୍କୁ ଦେଶର ବିତ୍ତ ମନ୍ତ୍ରୀ ମଧ୍ୟ କରାଯାଇ ପାରେ ।

Leave a Reply

Your email address will not be published. Required fields are marked *