ରୋଷେଇଘରେ ତାୱା ଉପରେ ଏହି ଜିନିଷ କେବେବି ବନାନ୍ତୁ ନାହିଁ, ନଚେତ ଘର ବର୍ବାଦ ହୋଇଯିବ- Vastu Shastra

କଣ ଆପଣ ମାନେ ଜାଣିଛନ୍ତି ଯେ ଘର ର ରୋଷେଇଘର ବହୁତ ଉତ୍ତମ ହୋଇଥାଏ କାହିଁକିନା ଏଠି ମାତା ଅନ୍ନପୂର୍ଣାଙ୍କ ବାସ ହୋଇଥାଏ । ତେବେ ବାସ୍ତୁ ଆମ ମଣିଷ ମାନଙ୍କ ଜୀବନ ଉପରେ ବହୁତ ଗମ୍ଭୀର ପ୍ରଭାବ ପକାଇଥାଏ ତେବେ ଜୀବନରେ କିଛି ଭଲ ମନ୍ଦ ହେଲେ ଆମେ ନିଜ ବାସ୍ତୁକୁ ଖରାପ କହିଥାଉ ।

ତେବେ କଣ ଆପଣ ଜାଣିଛନ୍ତି ଯେ ଭୁଲରେ ବି ଯଦି ଆପଣ ବାସ୍ତୁ ଅନୁଯାଇ କାମ କରନ୍ତି ନାହିଁ ବା ଜିନିଷ ରଖିନ୍ତି ନାହିଁ ତେବେ ଆପାନାଙ୍କ ଜୀବନରେ ବହୁତ କିଛି ଅଣିଷ୍ଠ ଘଟିବା ଆରମ୍ଭ ହୋଇଥାଏ ଯାହାକୁ ସମ୍ଭାଳିବା ଆପଣଙ୍କ ହାତରେ ହୋଇ ନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କାମ କହିବାକୁ ଯାଉଛୁ ଯାହା ଭୁଲରେ ବି କାହା ରୋଷେଇ ଘରେ ହବା ଉଚିତ ନୁହଁ ନଚେତ ଭଗବାନ ଆପଣଙ୍କୁ କେବେ କ୍ଷମା କରିବେ ନାହିଁ ।

ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି ଯେ ତାୱା ଉପରେ ରୁଟି ସେକା ହୁଏ ତେବେ ଏହା ଛଡା କିଛି ଲୋକ ତାୱା ଉପରେ ଅନ୍ୟ ଜିନିଷ ମଧ୍ୟ ସେକା ସେକି କରନ୍ତି ତେବେ ଏହା ଚଳିବ କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ଅନାବଶ୍ୟକ ବା ଆବଶ୍ୟକ ପାଇଁ ତାୱା ଉପରେ ପାଣି ଗରମ କରନ୍ତି ବା ନଖ ପାଣି ତାୱା ଉପରେ ପକାଇଥାନ୍ତି ।

କଣ ଆପଣ ଏହା ଜାଣିଛନ୍ତି ଯେ ତାୱା ଉପରେ ନଖ ପାଣି ବା ସାମାନ୍ୟ ପାଣି ଗରମ କରିବା ବହୁତ ଖରାପ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ଘର ଅନ୍ନପୂର୍ଣା ଆପଣଙ୍କ ଘର ତ୍ୟାଗ କରିଥାନ୍ତି ଜୀବନରେ ଯେତେ ଖରାପ ବା ଭଲ ସମୟ ଆସିଲେ ମଧ୍ୟ ଏହି ଭୁଲ କେବେ କରନ୍ତୁ ନାହିଁ । ଗରମ ତାୱା ଉପରେ ପାଣି ପକାଇଲେ ରାହୁ ଆଉ କେତୁଙ୍କର ଖରାପ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ ।

ଏହା ଛଡା ଲୁହା ଭଗବାନ ଶନୀଙ୍କ ଜିନିଷ ଅଟେ ସେଥିପାଇଁ ଶନି ମଧ୍ୟ ଏହି କାମ ଦ୍ଵାରା ଆପଣଙ୍କ ଉପରେ କୁପିତ ହୋଇଥାନ୍ତି ସେଥିପାଇଁ ଦେଖି ଚାହିଁ କାମ କରିବା ଉଚିତ ହୋଇଥାଏ ତାୱା ଥଣ୍ଡା ହେଲା ପରେ ତାକୁ ସଫା କରନ୍ତୁ ।

ଯଦି ଆପଣଙ୍କ ତାୱା ଭାଙ୍ଗି ଯାଇଛି ତେବେ ଏହାକୁ ଅନ୍ୟ ବାରରେ ଘରୁ ବାହାର କରନ୍ତୁ ନାହିଁ ଶନିବାର ଦିନ ତାୱା ଘରୁ ବାହାର କରନ୍ତୁ ଆପଣଙ୍କ ପାଇଁ ସୁବିଧା ରହିବ । ଏହା ଛଡା ରୁଟି କରିବା ଆଗରୁ ଆପଣ ତାୱା ଧୋଇ ନିଅନ୍ତୁ ଆଉ ରୁଟି କରିବା ଆଗରୁ ତା ଉପରେ ଅଳପ ଲୁଣ ପକାନ୍ତୁ କିନ୍ତୁ ମନେ ରଖିବେ ଲୁଣରେ କିଛି ମିଶି ନଥିବ ଯେମିତିକି ହଳଦୀ ବା ଅନ୍ୟ ମସଲା ନଚେତ ଆପଣ ବହୁତ ହାନି ପାଇବେ । କେବଳ ଲୁଣ ପକାଇ ରୁଟି କରନ୍ତୁ ଦେଖିବେ ଆପାନଙ୍କ ଜୀବନରେ ବହୁତ ସୁଖ ସମୃଦ୍ଧି ଆସିବ ।

Leave a Reply

Your email address will not be published. Required fields are marked *