ଏହି ପରିବାରେ ଅଛି ଚିକେନ ଠାରୁ 50% ଅଧିକ ପ୍ରୋଟିନ, କରୋନା ସମୟରେ ଏହା ଏକ ବରଦାନ, ଯୌନ କ୍ଷମତା ବି ବଢାଇ ଥାଏ- Health Tips

କରୋନା କାଳରେ ସମସ୍ତେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ବିଷୟରେ ଚିନ୍ତା କରୁଛନ୍ତି । ଏମିତିରେ ଆଜି ଆମେ ସେହି ସମସ୍ତଙ୍କୁ ଏକ ଭଲ ପରିବା ବିଷୟରେ କହିବୁ । ଏହା ସହିତ ଯଦି ଆପଣଙ୍କୁ କମଜୋର ଲାଗୁଛି, କ୍ଳାନ୍ତ ଅନୁଭବ କରୁଛନ୍ତି ଓ ରକ୍ତ ହୀନତା ଭଳି ସମସ୍ୟା ଅଛି ।

ତେବେ ଏହି ପରିବା ସେବନ କରିବା ଦ୍ଵାରା କେବଳ ଆପଣଙ୍କ କମଜୋରି ଦୂର ହେବ ନାହିଁ ଏହା ସହିତ ଆପଣଙ୍କୁ କେତେକ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେବ । ଏହି ପରିବାର ନାଁ ହେଉଛି କାଙ୍କଡ । ଏହାକୁ ଗୋଟିଏ ଔଷଧୀୟ ପରିବା ବୋଲି କୁହାଯାଏ । ଏଥିରେ ଥିବା ପୋଷାକ ତତ୍ଵ ଆପଣଙ୍କୁ କ୍ୟାନ୍ସର, ଡାଏବିଟିଜ ଓ ଭୟଙ୍କର ରୋଗରୁ ସୁରକ୍ଷିତ ରଖିଥାଏ ।

ଏତିକି ନୁହେଁ ଏହି ପନି ପରିବ ସେବନ କରିବା ଦ୍ଵାରା ମୋଟାପା ବି କମ ହୋଇଥାଏ । କାଙ୍କଡକୁ ନିୟମିତ ରୂପରେ ସେବନ କରିବା ଦ୍ଵାରା ଶରୀରରେ ରକ୍ତ ବଢିଥାଏ । ସେଥିପାଇଁ କିଛି ଲୋକମାନେ ଏହାକୁ ରକ୍ତ ବଢାଇବାର ମେସିନ ବୋଲି ବି କହିଥାନ୍ତି ।

କାଙ୍କଡର ସବୁଠୁ ଭଲ କଥା ଏହା ଅଟେ କି ଏଥିରେ ଚିକେନ ଠାରୁ ୫୦ ପ୍ରତିଶତ ଅଧିକ ପ୍ରୋଟିନ ଅଛି । ପ୍ରୋଟିନ ଛଡା ଏଥିରେ ଭିଟାମିନ ଓ ମିନରଲ୍ସ ଭରପୁର ମାତ୍ରାରେ ଅଛି । ଯାହାକି ଆପଣଙ୍କୁ ଯବାନ କରିଥାଏ । ଖାସକରି ଥଣ୍ଡା ଓ ଜରରେ ଏହା ବହୁତ ଅଧିକ ଭଲ ଅଟେ । ଏହି କାରଣ ଅଟେ କି ମାର୍କେଟରେ ଏହି ପାରିବା ଡିମାଣ୍ଡରେ ଅଛି ।

କାଙ୍କଡରେ ଏଂଟୀ-ଏଲର୍ଜନ ଓ ଏନାଲ୍ଜେସିକ ଭଳି ତତ୍ଵ ଅଛି ଓ ଯାହା ଥଣ୍ଡାରେ ଆରାମ ଦେଇଥାଏ । ଅନ୍ୟ ସ୍କିନ ପାଇଁ ବି କାଙ୍କଡ ଲାଭଦାୟକ ହୋଇଥାଏ । ଏଥିରେ ମିଳୁଥିବା ବୀଟା କୈରୋଟୀନ, ଅଲ୍ଫା କୈରୋଟୀନ ଓର ଜେକ୍ସୈଂଥିନ୍ସ ଭଳି ପ୍ଲେୱୋନାଇଡ୍ସ ବଢୁଥିବା ବୟସର ଲକ୍ଷଣକୁ କମ କରିଥାଏ ।

 

ଏହି ପରିବା ଆପଣଙ୍କୁ କ୍ୟାନ୍ସର ଭଳି ଭୟଙ୍କର ରୋଗର ଭୟକୁ କମ କରିଥାଏ । ପୁରୁଷମାନଙ୍କ ପାଇଁ କାଙ୍କଡ କୌଣସି ବରଦାନ ଠାରୁ କମ ନୁହେଁ । ଯିଏ ବି ଏହି ପରିବାକୁ ସେବନ କରିଥାଏ ତାଙ୍କୁ ଶାରୀରିକ କମଜୋରି ହୋଇ ନ ଥାଏ । ତାଙ୍କର ଶରୀର ମଜବୁତ ହୋଇଥାଏ । ଏତିକି ନୁହେଁ ଏହି ପରିବା ପୁରଷଙ୍କ ସେ-କ୍ସ ସହ ଜଡିତ ସମସ୍ୟାକୁ ବି ସମଧାନ କରିଥାଏ ।

ଏହି ପରିବାକୁ ନିୟମିତ ରୂପରେ ସେବନ କରିବା ଦ୍ଵାରା ପୁରୁଷଙ୍କ ଶକ୍ତି ବି ବଢିଥାଏ । ତାଙ୍କର ବୈବାହିକ ଜୀବନ ବି ସୁଖମୟ ହୋଇଥାଏ । ପତ୍ନୀ ପୂରାପୂରି ସନ୍ତୁଷ୍ଟ ହୋଇଥାନ୍ତି । ସେଥିପାଇଁ ବେଡ ଉପରେ କମଜୋର ପଡୁଥିବା ବ୍ୟକ୍ତିକୁ ଏହି ପରିବାକୁ ନିଜର ଡେଲି ଡାଇଟରେ ନିଶ୍ଚିତ ରୂପରେ ସାମିଲ କରିବା ଉଚିତ । କରୋନା କାଳରେ ଏହି ପରିବା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି କରିବ ଓ ଭାଇରସରୁ ସୁରକ୍ଷା ଦେବ ।

Leave a Reply

Your email address will not be published. Required fields are marked *