୧୯୮୬ର ରାମାୟଣରେ ଶ୍ରୀ ରାମଙ୍କ ଅଭିନୟ କରିଥିବା Arun Govilଙ୍କ ରିୟଲ ଲାଇଫ ସ୍ତ୍ରୀ ଓ ଝିଅ ଦେଖିବାକୁ ବହୁତ ସୁନ୍ଦର

ଆପଣ ମାନେ ପ୍ରେମାନନ୍ଦ ସାଗରଙ୍କ ରାମାୟଣ ନିଶ୍ଚିନ୍ତ ଦେଖିବାକୁ ପାଇଥିବେ, ଏହି ସିରିଏଲ ସେହି ସମୟରେ ବହୁତ ପ୍ରସିଦ୍ଧ ହୋଇଥିଲା ଲୋକ ଅରୁଣ ଗୋବିଲ ଏହି ରାମାୟଣ ମୁଖ୍ୟ ଅଭିନେତା ରାମଙ୍କ ଅଭିନୟ କରୁଥିଲେ ଲୋକ ତାଙ୍କ ସତ ଶତିକା ଭଗବାନ ରାମ ବୋଲି କହୁଥିଲେ ।

ତେବେ ଅରୁଣ ଗୋବିଲ ନିଜ ସମୟ ସବୁଠାରୁ ଉତ୍ତମ ଅଭିନେତା ସିଦ୍ଧ ହୋଇଥିଲେ କାହିଁକିନା ତାଙ୍କ ଭଳି ଅଭିନୟ ଆଉ ତାଙ୍କ ଭଳି ସୁନ୍ଦରତା ବହୁତ କମ ଲୋକଙ୍କ ପାଖରେ ଥିଲା ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ଅସଲ ସ୍ତ୍ରୀ ନାମ କଣ ଅଟେ ଆଉ ଟାକ କେତୋଟି ଛୁଆ ଅଛନ୍ତି ଆଉ ବର୍ତମାନ ସେ କଣ କରୁଛନ୍ତି ଯଦି ଏହି ସବୁ ପ୍ରଶ୍ନ ଉତ୍ତର ଆପଣ ଜାଣିବାକୁ ଇଛା ରଖନ୍ତି ତେବେ ଆସନ୍ତୁ ବିସ୍ତର ସହ ଜାଣିବା ।

ଅରୁଣ ଗୋବିଲଙ୍କ ଜନ୍ମ ଉତ୍ତରପ୍ରଦେଶରେ ହୋଇଥିଲା ଯାହା ପରେ ସେ ଅଭିନୟ କରିବା ଇଛା ମନରେ ନେଇ ବହୁତ କମ ବୟସରେ ମୁମ୍ବାଇ ଆସିଲେ ଆଉ ନିଜ ସଂଘର୍ଷ ଆରମ୍ଭ କଲେ କିଛି ସିରିଏଲରେ ତାଙ୍କୁ କାମ ମଧ୍ୟ ମିଳିଲା କିନ୍ତୁ ତାଙ୍କୁ କିଛି ବଡ କରିବାର ଥିଲା ସେ ଏମିତି କିଛି କରିବାକୁ ଚାହୁନଥିଲେ ଅଜହା ଅନୁଯାଇ ଲୋକ ତାଙ୍କୁ ଚିହ୍ନିବାକୁ ପାଇବେ ।

ଏହି ସମୟରେ ରାମାୟଣ ପାଇଁ ଅଡିସନ ଚାଲୁଥିଲା ଅରୁଣ ରାମଙ୍କ ଅଭିନୟ ପାଇଁ ଅଡିସନ ଦେଲେ ଯାହା ପରେ ପ୍ରେମାନନ୍ଦଙ୍କ ନଜର ତାଙ୍କ ଉପରେ ପଡିଲା ତାଙ୍କ ମୁହଁ ଆଉ ତାଙ୍କ ଅଭିନୟ ଦେଖି ସେ ବୁଝି ପାରିଲେ ଯେ ରାମଙ୍କ ଅଭିନୟ ପାଇଁ ଅରୁଣ ସଠିକ ଅଛନ୍ତି ଯାହା ପରେ ଅରୁଣଙ୍କୁ ସିଲେକ୍ଟ କରା ଗଲା ଆଉ ପୋରାଇକ କଥା ରାମାୟଣ ତିଆରି ହେଲା ।

ଅରୁଣ ଗୋବିଲଙ୍କ କହିବା ଅନୁଯାଇ ଏତେ ଭଲ ଅଭିନୟ ପାଇଁ ଦର୍ଶକ ତାଙ୍କୁ ଆଜିବି ଭଲ ପାନ୍ତି କିନ୍ତୁ ମହାରାଷ୍ଟ୍ର ସରକାର ବା ଉତ୍ତର ପ୍ରଦେଶ ସରକାର ତାଙ୍କୁ କୌଣସି ପ୍ରକାର ପୁରସ୍କାର ଦେଇ ନାହାନ୍ତି । ତେବେ ଏହି କଥା ସେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲେ, ସେ ଏହା ମଧ୍ୟ କହିଥିଲେ ଯେ ଆଜିବି ଲୋକ ତାଙ୍କୁ ଦେଖିଲେ ନମସ୍କାର କରନ୍ତି ଲୋକଙ୍କ ମନରେ ତାଙ୍କ ନିଜ ପ୍ରତି ସମ୍ମାନ ଦେଖି ତାଙ୍କୁ ବହୁତ ଖୁସି ଅନୁଭବ ହୋଇଥାଏ ।

ଅରୁଣ ଗୋବିଲ ଅଭିନେତ୍ରୀ ଶ୍ରୀଲେଖା ଗୋବିଲ ସହ ବିବାହ କରିଥିଲେ ଯିଏ ଦେଖିବାକୁ ଆଜିବି ବହୁତ ସୁନ୍ଦରୀ ଅଛନ୍ତି ଆଉ ଦୁହିଙ୍କ ଦୁଇଟି ଛୁଆ ମଧ୍ୟ ଅଛନ୍ତି ଗୋଟେ ପୁଅ ଆଉ ଗୋଟେ ଝିଅ । ଅରୁଣ ନିଜ ଇଣ୍ଟରଭ୍ୟୁରେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ପୁଅ କୌଣସି ଅଭିନେତା ନୁହନ୍ତି ସେ ଜେନ କର୍ପୋରେଟ ବ୍ୟାଙ୍କର ଅଛନ୍ତି ଆଉ ତାଙ୍କ ପୁଅର ମଧ୍ୟ ଛୁଆ ଅଛନ୍ତି । ଗୋଟେ ଇଣ୍ଟରଭ୍ୟୁରେ ଯେତେବେଳେ ତାଙ୍କ ଛୁଆଙ୍କ ନା ପଚରା ଗଲା ସେତେବେଳେ ସେ ଏହା କହିଳକେ ଯେ ତାଙ୍କ ପୁଅ ନାମ ଅମର ଗୋବିଲ ଓ ଝିଅ ନାମ ସୋନିଆ ଗୋବିଲ ଅଟେ ।

Leave a Reply

Your email address will not be published. Required fields are marked *