ସକାଳୁ ଉଠି ରୋଷେଇ ଘରର ଏହି 1 ଜିନିଷ ଭୁଲରେ ବି ଦେଖନ୍ତୁ ନାହିଁ, ହୋଇଯିବ କଙ୍ଗାଳ- Vastu Shastra  

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ ଯେଉଁ ଘର ବାସ୍ତୁ ଖରାପ ହୋଇଥାଏ ସେହି ଘରେ ମା ଅନ୍ନପୂର୍ଣା  ବାସ କରନ୍ତି ନାହିଁ ଯେଉଁ ଘରେ ବାସ୍ତୁ ଦୋଷ ହୋଇଥାଏ ସେହି ଘର ଲୋକ ଯେତେ ଭଲ କାମ କଲେ ମଧ୍ୟ ତାହା ଓଲଟା କାମ କରିଥାଏ ଆଉ ମଣିଷ ନିଜ ଜୀବନ ନର୍କ ହବାର ଦେଖିବାକୁ ପାଇଥାଏ । ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ ସେହି ଘର ଲୋକଙ୍କ ଦରିଦ୍ରତା ବଢିବାକୁ ଲାଗିଥାଏ ଆର୍ଥିକ ସମସ୍ୟା ଦିନକୁ ଦିନ ବଢିବାକୁ ଲାଗିଥାଏ ଅନ୍ୟ ମାନଙ୍କ ମନ ଅନୁଯାଇ କାର୍ଯ୍ୟ ନକଲେ ଆପଣଙ୍କ ଚାକିରି ମଧ୍ୟ ଯାଇ ପାରେ ।

ତେବେ ଶାସ୍ତ୍ରରେ କୁହା ଯାଇଛି ଯେ ଘରର ରୋଷେଇ ଘର କେଉଁ ଦିଗକୁ ରହିବା ଉଚିତ ହୋଇଥାଏ ଆଉ କେଉଁ ଦିଗରେ କଣ ରଖିବା ଉଚିତ ତେବେ ଯଦି ଆପଣ ଭଡା ଘରେ ରହୁଛନ୍ତି ତେବେ ଆପଣଙ୍କୁ ସକାଳେ ଉଠି କଣ କରିବା ଆବଶ୍ୟକ ତାହା ବିଷୟରେ ମଧ୍ୟ କୁହା ଯାଇଛି । ଶାସ୍ତ୍ର ଅନୁଯାଇ ରୋଷେଇ ଘରକୁ ଦକ୍ଷିଣ ଦିଗରେ ରହିବା ଉଚିତ ଯାହା ଅଗ୍ନି ଦେବଙ୍କ ଡ଼ିଆଇଜି ହୋଇଥାଏ ଏହା ଛଡା ଯଦି ନାହିଁ ତେବେ ଉତ୍ତର ପଶ୍ଚିମ କଣରେ ମଧ୍ୟ ଆପଣ ରଖି ପାରିବେ କିନ୍ତୁ ଯଦି ଭଡା ଘରେ ଅଛନ୍ତି ।

ତେବେ ସକାଳେ ଉଠି ସ୍ନାନ କରି ରୋଷେଇ ଘରେ ପାଦ ରଖନ୍ତୁ ଏହା ଛଡା ବିନା ଝାଡୁରେ ରୋଷେଇ ଆରମ୍ଭ କରନ୍ତୁ ନାହିଁ ବହୁତ ପାପ ଲାଗିଥାଏ । ଆପଣ ଆଗ ଘରେ ଝାଡୁ କରନ୍ତୁ ଆଉ ତା ପରେ ରୋଷେଇ ଆରମ୍ଭ କରନ୍ତୁ କିନ୍ତୁ ମନେ ରଖିବେ ପ୍ରଥମେ ଛୁରୀ ବା ପନିକି ଭଳି ଜିନିଷ ଦେଖିବେ ନାହିଁ ଏହା ବହୁତ ଅଶୁଭ ହୋଇଥାଏ । ଏହା ଛଡା ଯଦି ଆପଣଙ୍କ ଘରେ ବାରମ୍ବାର କ୍ଷୀର ପଡୁଛି ବା ତେଲ ପଡୁଛି ବା ରୋଷେଇ କରିବା ବେଳେ ଆପଣଙ୍କ ହାତ ବାରମ୍ବାର ଜଳି ଯାଉଛି ବା ଖାଇବାରେ ଲୁଣ ଅଧିକ ହୋଇଯାଉଛି ତେବେ ବୁଝ ଯାଅନ୍ତୁ ଯେ ଆପଣଙ୍କ ଘରେ ବାସ୍ତୁ ଦୋଷ ବହୁତ ଅଧିକ ହୋଇ ଯାଇଛି ଆଉ ଆପଣଙ୍କ ସମୟ ବହୁତ ଖରାପ ଆସିବାକୁ ଯାଉଛି ।

ଯେଉଁ ଘରେ ମହିଳାଙ୍କ ସମ୍ମାନ ହୋଇନଥାଏ ସେହି ଘରେ କେବେ ବି ମାତା ଅନ୍ନପୂର୍ଣା ବାସ କରନ୍ତି ନାହିଁ, ଏହା ଛଡା ଯେଉଁ ଘରେ ରୋଷେଇ ଘର ଆଉ ଠାକୁରଙ୍କ ଘର ଗୋଟେ ଜାଗାରେ ଥାଏ ସେହି ଘରେ ମଧ୍ୟ ମାତା ରୁହନ୍ତି ଆହିଁ ଆଉ ଯେଉଁ ଘରେ ମାଂସ ଭଳି ଜିନିଷ ରୋଷେଇ ଘରେ ପାସୁଥାଏ ସେହି ଘରେ ମାତା କେବେ ରୁହନ୍ତି ନାହିଁ ସେହି ଭଳି ଲୋକ କାଙ୍ଗାଲ ହୋଇଯାନ୍ତି ।

Leave a Reply

Your email address will not be published. Required fields are marked *