ବେଡରୂମରେ ସ୍ଵାମୀ ସ୍ତ୍ରୀଙ୍କୁ ଏମିତି ଶୋଇବା ଅନୁଚିତ, ପରିବାର ହୋଇଯିବ ବରବାଦ… ଦେଖନ୍ତୁ ଶୋଇବାର ସଠିକ ତରିକା

ଆମେ ଶୋଇବା ବେଳେ କିଛି ଜିନିଷର ଧ୍ୟାନ ରଖିବା କଥା । ଆମେ ଯେଉଁ ଭଳି ଶୋଇବା ବେଳେ ଆମେ ଯେଉଁ ଭଳି ଭାବେ ପରିଷ୍କାର ହୋଇକି ଶୋଇବା ଦରକାର ଥାଏ ସେହି ଭଳି ଭାବେ ଆମେ ଯାହାଭି କରିବା କିମ୍ବା ଆମେ ଯେଉଁ ଦିଗକୁ ମୁଣ୍ଡ କରିକି ଶୋଇବା ଏହା ପାଇଁ ମଧ୍ୟ କିଛି ଞମ ମାନ ଅଛି ଏହାର ବୈଜ୍ଞାନିକ କାରଣ ସହ ଏହାର ଧାର୍ମିକ କାରଣ ମାନ ମଧ୍ୟ ଅଛି ପ୍ରଥମ କଥା ଆମେ ଉତାର ଦିଗକୁ ମୁଣ୍ଡ କରିକି ଶୋଇବା କଥା ନୁହେଁ ।

ଏହା କରିବା ଦ୍ଵାରା ଆମର ଖରାପ ହୋଇ ଥାଏ । ଶାସ୍ତ୍ର ମତ ଅନୁସାରେ ଦେଖିବା ପାଇଁ ଯିବା ତ ଏହି ଦିଗକୁ ଜମା ଦ୍ଵାରା ବୋଲି ମଧ୍ୟ କୁହାଯାଇ ଥାଏ ଏହି ଦିଗକୁ ମୁଣ୍ଡ କରିକି ଶୋଇବା ପାଇଁ ହେଲେ ଆପଣ ନିଶ୍ଚିତ ଭାବେ ଆପଣଙ୍କ ଆୟୁ କୁ କମ କରିବା ଭଳି ହୋଇ ଥାଏ ଆପଣ ଅନିଦ୍ରା ରହିବେ ରୋଗରେ ପଡିବେ ଆଦି କାମ ହୋଇ ଥାଏ ।

ଏହାର ବୈଜ୍ଞାନିକ ମତ ଦେଖିବା ପାଇଁ ଯିବା ତ ଉତାର ଓ ଅକ୍ଷୀଣ ଦିଗ ଆଡକୁ ପୃଥିବୀର ସବୁ ଶକ୍ତି ମାନେ ଚୁମ୍ବକୀୟ ଶକ୍ତି ଅଧିକ ଥାଏ ଏହି ଦିଗକୁ ଆମ ସହ ସବୁ ଜୀବନ୍ତ ଜୀବ ଙ୍କ ଶକ୍ତି ଆକର୍ଷିତ ହୋଇ ଥାଏ ଓ ଊର୍ଜା ଭି କିଛି କିଛି ମାତ୍ରାରେ ଯାଇ ଥାଏ ।

ଯଦି ଆମେ ଏହି ଦିଗକୁ ମୁଣ୍ଡ କରିକି ଶୋଇବା ତେବେ ଏହା ଦ୍ଵାରା ଆମ ଶରୀର ମଧ୍ୟରେ ଏହି ଊର୍ଜା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବ ଯାହାକୁ ଆମେ ସମ୍ଭାଳି ପାରିବା ନି ଏହା ଦ୍ଦ୍ଵାରା ଆମ ଶରୀର ରେ ଉଚ୍ଚ ରକ୍ତ ଚାପ ଓ ନିନ୍ମ ରକ୍ତତା ଚାପ୍ପ ସୃଷ୍ଟି ହେବ । ଏହା ଦ୍ଵାରା ଆମ ଶରୀର ରେ ରକ୍ତ ସଂଚାଳନ ର ପ୍ରଭାବ ସହ ଆମକୁ ଚିଡଚିଡା ଲାଗି ପାରେ ।

ଆମେ ଯଦି ଏହି ଦିଗକୁ ପାଦ କରିକି ଶୋଇବା ଭଲ ହୋଇ ଥାଏ । ଏହାର କ୍କାରଣ ମଧ୍ୟ ଦୁଇ ପ୍ରକାର ଅଛି । ଯଦି ଆମେ ଦକ୍ଷିଣ କୁ ମୁଣ୍ଡ କରିକି ଶୋଇବା ଏହା କୁବେରଙ୍କ ଦ୍ଵାରା ଆମକୁ ଏହି ଭଳି ଲାଗିବା ଆମେ ଭଗବାନ କୁବେର ଙ୍କ ଆଡକୁ ଯାଉଛେ ।

ଆଉ ଯଦି ଆମେ ବୈଜ୍ଞାନିକ କାରଣରୁ ଦେଖିବା ପାଇଁ ଯିବା ତ ଉତ୍ତର ଦିଗରେ ପ୍ରବେଶ କରୁଥିବା ଊର୍ଜା ଆମ ପାଦ ମଧ୍ୟରେ ପସିକି ଆମ ମସ୍ତିସ୍କ ରେ ଆସିକି ରହି ଯାଇ ଥାଏ ଏହା ଆମକୁ ସକାଳୁ ଉଠିବା ମାତ୍ରେ ଭଲ ଶକ୍ତି ପ୍ରଦାନ କରିଥାଏ । ଏହି ଭଳି ପଶ୍ଚିମ ଆଦୌ ମୁଣ୍ଡ କରିକି ଶୋଇବା ମଧ୍ୟ ଖରାପ ହୋଇ ଥାଏ । ଏହି ଭଳି ବ୍ୟକ୍ତି କୁ ରୋଗ ଓ ସନ୍ତାନ ସୁଖ ଭଳି ଅସୁବିଧାର ସମ୍ମୁଖୀନ ହେବେ ।

ଆମେ ଆମ ଶୋଇବା ଘର ଭିତରେ କେବେହେଲେ ରକ୍ତ କିମ୍ବା ଯୁଦ୍ଧ କିମ୍ବା ରାଗି ପଶୁ ପକ୍ଷୀଙ୍କ ଫଟ ଲଗାଇବା ଆଉଚ୍ଚିତତା ନୁହେଁ ଏହାର କାରଣ ହେଉଛି ଆମେ ସେହି ଭଳି ସ୍ଵଭାବର ହୋଇଯିବା । ଆମେ ସବୁ ବେଳେ ସୁନ୍ଦର ଚିତ୍ର ଲଗାଇବା ଭଲ ହୋଇ ଥାଏ ଓ ଏହାକୁ ଆମେ ସବୁ ବେଳେ ଉତ୍ତର ଦିଗରେ ଲଗାଇବା ଭଲ ହୋଇ ଥାଏ ।

Leave a Reply

Your email address will not be published. Required fields are marked *