ଧରମ ପୁଅ ହୋଇଗଲା ଧରମ ସ୍ଵାମୀ, ଏହି ମହିଳା ଜଣକ ଯାହା କହୁଛନ୍ତି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ…. ଦେଖନ୍ତୁ Video କଣ କହୁଛନ୍ତି ସେ

ଧରମ ପୁଅ ସାଜିଲେ ସ୍ଵାମୀ ଏହି ଭଳି କାହିଁକି ହେଲା । ଏହା କେଉଁ ଭଳି ଘଟଣା କେଉଁ ପରିସ୍ଥିତି ଏହି ଭଳି ମୋଡ ଦେବାକୁ ବାଧ୍ୟ କଳା ଘର ଲୋକ କାହିଁ କି ଆଣିଲେ ଏହି ଭଳି ଅଭିଯୋଗ । ଦାନାଦରେ ପେଟ୍ରୋଲ ଧରିକି ମହିଳା କାନ୍ଦି କାନ୍ଦି କହୁଛନ୍ତି ନିଜ ଦୁଃଖର କାହାଣୀ ଆର ପାଖରେ ବଘରା ଲୋକଙ୍କ ପାଲଟା ଜବାବ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ ମଧ୍ୟ । ତେବେ ଆସନ୍ତୁ ଜାଣିବା ପାଖରେ ପୁଅ ହୋଇକି ରହୁ ରହୁ ସ୍ଵାମୀ କେଉଁ ଭଳି ହେଲେ ।

ଆସନ୍ତୁ ଏହି ଘଟଣା କଥା ସଂପୂର୍ଣ୍ଣ ଭାବେ ଜାଣିବା । ସୂଚନା ଅନୁଯାଇ ଯାଜପୁର ଜିଲ୍ଲା ସୁକିନ୍ଦା ରଥଦାଣ୍ଡରେ ମହିଳା ହାତରେ ପେଟ୍ରୋଲ ଧରି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କୃ ଛନ୍ତି । ମାତ୍ର ଏହାର ଜବାବ ରେ ଆସିଛି ଓଲଟା ଅଭିଯୋଗ ।

ଘର ଲୋକ କହିଛନ୍ତି କି ସେ ତାଙ୍କ ସ୍ଵାମୀ ନୁହେଁ ସେ ହେଉଛନ୍ତି ତାଙ୍କ ଧରମ ପୁଅ । ସେହି ପୁଅର ପରିବାର ଲୋକ ଏବେ କହୁଛନ୍ତି କି ସେ ତାଙ୍କ ଉପରେ ମିଛ ଅଭିଯୋଗ ଆଣିଛନ୍ତି । ପୁଅର ପରିବାର ଲୋକ ମାନଙ୍କ ମଧ୍ୟରୁ ତାଙ୍କ ଭଉଣୀ କହିଛନ୍ତି ।

କି ଯେଉଁ ମହିଳା ଅଭିଯୋଗ ଆଣି ଛନ୍ତି ସେ ମୋ ସ୍ଵାମୀ ଙ୍କ ପାଖରେ ହେଲପର ଥିଲେ ମାତ୍ର ସେ କିଛି ଦିନ ତଳେ ମୋ ଭାଇ କୁ ନିଜର ପୁଅ ବୋଲି କହି ଥିଲେ । କିଛି ଦିନ ଗଲା ପରେ ସେ ଅଭିଯୋଗ ଆଣି ଛନ୍ତି କି ମୋ ଭାଇ ତାଙ୍କ ପାଖରୁ ପଇସା ନେଇ ଛନ୍ତି ଓ ଏହା ସହ ସେ ତାଙ୍କୁ ବିବାହ କରିକି ନେଇକି ଆଉ ଏକ ଜାଗାରେ ରଖୀ ଥିଲେ ।

ଏହା ଜାଣିବା ପରେ ପୋଲିଇସ ତାଙ୍କୁ ଗିରଫ କରିକି କୋର୍ଟ କୁ ନେଇଛନ୍ତି । ଦୀପକ କୁମାର ମହାନ୍ତ ଙ୍କ ଦାଦା କହିଛନ୍ତି କି ସେହି ସ୍ତ୍ରୀ ଲୋକ ଆଗରୁ ବିବାହିତ ତାଙ୍କ ର 8 ବର୍ଷ ର ଏକ ପୁଅ ଅମଦ୍ଧୟ ଅଛି ଏହା ଅପରେ ଯେଉଁ ସମୟରେ ତାଙ୍କ ସ୍ଵାମୀ ର ଦେହ ଖରାପ ହୋଇଗଲା ।

ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ତାଙ୍କ କଥା ବୁଝା ବୁଝି କରୁଥିଲେ ଏହା ସବୁ ଗାଁ ଲୋକମାନେ ଜାଣିଛନ୍ତି । ମାତ୍ର ପୁଅ ଆମର ଚାକିରି କରିକି ଉପରକୁ ଉଠିବା ପରେ କେଉଁ କାରଣରୁ ସେ ତାକୁ ସ୍ଵାମୀ ଭାବି ନେଇଛନ୍ତି ସେ ଏହା ଜାଣି ନାହାଁନ୍ତି ବୋଲି କହିଛନ୍ତି ।

ତାଙ୍କ ତାଙ୍କ ଭିତରେ କଥା ହୋଇକି ସେ ମୋ ପୁତୁରାକୁ ଜାଲରେ ପକାଇ ଦେଇଛନ୍ତି । ତେବେ ଆଗକୁ ଯାଇକି ଏହା କେଉଁ ପ୍ରକାର ମୋଡ କଣ ହେବ । ହାତରେ ଫୋଟୋ ଧରିକି କାନ୍ଦି କାନ୍ଦି ମହିଳା କହୁଛନ୍ତି କି ସେ ମୋର ଦ୍ଵିତୀୟ ସ୍ଵାମୀ ।

Leave a Reply

Your email address will not be published. Required fields are marked *