ସାବିତ୍ରୀ ପାଇଁ ସତ୍ୟବାନ ମାଗିଲା ଜୀବନ ଭିକ୍ଷା, ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଯାହା କରୁଛନ୍ତି ଦେଖି ଆଖିରେ ଲୁହ ରହବନି… ଦେଖନ୍ତୁ Video

ପରସ୍ପର କୁ କଥା ଦେଇ ଥିଲେ ଖୁଶିରେ ରହୁ ଥିଲେ ଖୁଶିରେ ଏକା ସହ ହସୁ ଥିଲେ ଦୁଃଖରେ ଏକା ସହ କାନ୍ଦୁଥିଲେ । ମାତ୍ର କିଏ କହିବା ତାଙ୍କ ଜୀବନରେ ଆସିଲା ଏହି ଭଳି ଝଡ ଯାହା ତାଙ୍କ ଜୀବନକୁ ହଲାଇ କି ରାଖୀ ଦେଇ ଥିଲା ସାବିତ୍ରୀ ଙ୍କ ସତ୍ୟବାନ ମାଗୁଛନ୍ତି ଭିକ ତାକି ତାଙ୍କ ଜୀବନ ରକ୍ଷା କରାଯାଇ ପାରିବ । ଆମେ କହୁଛୁ ଅନୁଗୁଳ ରେ ଥିବା ଦୁଇ ଦମ୍ପତ୍ତି ଙ୍କ କଥା ଏମାନଙ୍କ ନାମ ହେଉଛି ତୁଷାର ଓ ନିରୁପମା ।

3 ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ଦୁଇ ବର୍ଷ ହେଲା ବ୍ରେନ ଷ୍ଟ୍ରୋକ ରେ ତାଙ୍କଉ ବଞ୍ଚାଇବା ପାଇଁ ଜୀବନ ର ସବୁ ଚେଷ୍ଟା କରିବା ପାଇଁ ରାଜି ଅଛନ୍ତି ତୁଷାର । ମାତ୍ର ନିରୁପମା କୁ ବଞ୍ଚାଇବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ ତାଙ୍କ ଅବସ୍ଥା ରେ ସୁଧାର ଆସୁ ନଥିବା ହେତୁ ସେ ବହୁତ କଷ୍ଟରେ ଅଛନ୍ତି ।

ଯାହା ଦ୍ଵାରା ତାଙ୍କ ମନ ମଧ୍ୟ ଭାଙ୍ଗି ଯାଇଛି । ସ୍ଵାମୀ କରି ଚାଲି ଛନ୍ତି ସଂଘର୍ଷ । ଆଖିର ଲୁହ ମନର କୋହ କୁ ମନରେ ରଖି ଜାରି ରଖିଛନ୍ତି ନିଜ ଯୁଦ୍ଧ । ଆଜିଭି ସେ ପୁରୁଣା ଦିନର ସ୍ମୃତି କୁ ଫୋନ ରେ ଦେଖାଇ ନିଜ ପତ୍ନୀ ଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ।

ତୁଷାର ନିଜର ସବୁ ପୂଞ୍ଜି କୁ ଲଗାଇବା ପରେ ଏବେ ରାଜ୍ୟ ବାସୀଙ୍କୁ ହାତ ପତାଇ ଛନ୍ତି । ଏହା ସହ ସେ କହିଛନ୍ତି କି ରାତି ସାରା ସେ ସୋଇ ପାରୁ ନାହାନ୍ତି କି କେଉଁ ଭଳି ସେ ନିଜ ସ୍ତ୍ରୀ କୁ ଭଲ କରି ପାରିବେ । ତାଙ୍କୁ ଲାଗୁଛି କି ସାରା ଦୁନିଆ ଏକ ଜାଗାରେ ଆଉ ସେ ଏକ ଜାଗାରେ ବିବାହ ବନ୍ଧନରେ ବିବାହ ହୋଇ ଥିଲେ ଉଭୟ ।

ବେସ ଭଲରେ ଚାଲି ଥିବା ସୁଖର ସଂସାର 2021 ରେ ସେ ଏକ ଶିଶୁ ସନ୍ତାନ ଙ୍କୁ ଜନ୍ମ ଦେଇ ଥିଲେ ଏହାର ଏକ ଦିନ ପରେ ସେ ହଠାତ ବେହୋସ ହୋଇ ଯାଇ ଥିଲେ ଏହା ପରେ ତାଙ୍କର ଚିକିସ୍ଛା ଆଜି ଯାଏ ଚାଲିଛି ।

କେହି ଏହାକୁ ବନ୍ଦ କରିବା ପାଇଁ ବାଧା ଦେଇ ନାହାଁନ୍ତି ମାତ୍ର କିଛି ପରିଣାମ ପାଉ ନାହାଁନ୍ତି । ଜୀବନ ଓ ମରଣ ସହ ଲଢେଇ କରୁଥିବା ନିରୁପମା ଙ୍କ ପାଇଁ ବାଧକ ହୋଇଛି ଅର୍ଥ ତୁଷାର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି ।

ତେଣୁ ସେ ଆଉ ଅର୍ଥ ଆଣିବା ପାଇଁ ଯୋଗ୍ଯ ନାହାଁନ୍ତି ବୋଲି କହିଛନ୍ତି । ତେବେ କେହି ଯଦି ଏହି ସହ୍ରୁଦୟ ରୁ ଏହି ପରିବାର କୁ ସାହାଜ୍ଯ କରିବା ପାଇଁ ଚାହୁଁ ଛନ୍ତି ତେବେ ବହୁତ ଭଲ କାମ ହେବ ସେ ନିଜ ର ଫୋନ ନମ୍ବର ମଧ୍ୟ ଦେଇ ଛନ୍ତି ଏହା ପାଇଁ ।

Leave a Reply

Your email address will not be published. Required fields are marked *