ସକାଳୁ ଖାଲି ପେଟରେ ପାଣି ପିଉଥିବା 98% ଲୋକ ଏହାର ସତ୍ୟତା ଜାଣି ନାହାନ୍ତି: ନିଶ୍ଚୟ ଜାଣନ୍ତୁ

ବହୁତ କମ ଲୋକ ଅଛନ୍ତି କି ଯିଏ ସକାଳୁ ଖାଲି ପେଟରେ ପାଣି ପିଅନ୍ତି । ପାଣି ଏମିତି ଏକ ତତ୍ତ୍ଵ ଯାହା ପିଇଲେ, ଶରୀରର ସମସ୍ତ ରୋଗ ଦୂର ହୋଇଥାଏ । କଣ ଆପଣ ଜାଣନ୍ତି କି ସକାଳୁ ଉଠି ନିୟମିତ ଖାଲି ପେଟରେ ପାଣି ପିଇଲେ ଆମର କି କି ରୋଗ ଦୂର ହୁଏ । ସମୟ କ୍ରମେ ବିଭିନ୍ନ ପ୍ରକାରର ପେଟରୋଗ ବାହାରିଥାଏ ହେଲେ ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ଵାରା ଏସବୁ କୁ ଆୟତ୍ତ ରେ ରଖିପାରିବେ । ତେବେ ଆପଣଙ୍କ ଭଳି ଅନେକ ଲୋକ ଏମିତି ଅଛନ୍ତି ଯିଏ ଏହି ବିଷୟରେ ଜାଣି ନାହାନ୍ତି । ନିଜର ବ୍ୟସ୍ତତା ଭରା ଜୀବନରେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ ପାଣି ପିଇବାର ଲାଭ ।

Image Courtesy: Google

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ-

ଯଦି ଆପଣ ସକାଳୁ ସବୁଦିନ ଖାଲି ପେଟରେ ଗୋଟେ ଗ୍ଲାସ ପାଣି ବା ଦିନସାରା ପ୍ରଯ୍ୟାପ୍ତ ମାତ୍ରା ରେ ପାଣି ପିଅନ୍ତି ତ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି  ବଢିଥାଏ । ଯାହା ବଡ଼ିର ବାହାର କୀଟାଣୁ ସହ ଲଢେଇ କରି ଆମ ଶରୀରକୁ ରକ୍ଷା କରିଥାଏ ।

ସ୍କିନ ଗ୍ଲୋ କରିଥାଏ-

Image Courtesy: Google

ଯଦି ଆପଣ ସକାଳୁ ସବୁଦିନ ଖାଲି ପେଟରେ ଗୋଟେ ଗ୍ଲାସ ପାଣି ବା ଦିନସାରା ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇଲେ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଯେନ ମିଳିଥାଏ । ତାହା ଆମ ତ୍ୱଚାକୁ ଫ୍ରେସ ରଖିଥାଏ ଓ ତ୍ୱଚା ବା ସ୍କିନକୁ ଗ୍ଲୋ କରିଥାଏ । ସେଥିପାଇଁ ଆପଣ ନିଜ ତ୍ଵଚାକୁ ସୁନ୍ଦର ଓ ଗ୍ଲୋ କରିବା ପାଇଁ ଆପଣ ପ୍ରତ୍ୟକ ଦିନ ସକାଳୁ ମୁହଁ ପାଟି ଧୋଇ ସାରି ଗୋଟେ ଗ୍ଳାସ ପାଣି ନିଶ୍ଚିନ୍ତ ପିୟନ୍ତୁ ।

ଅଳସ ଦୂର କରିଥାଏ-

Image Courtesy: Google

ଯଦି ଆପଣଙ୍କୁ ଅଧିକ ଅଳସପଣ ଥାଏ ତ କୋୖଣସି କାମରେ ଆପଣଙ୍କ ମନ ଲାଗେନା ତ ଆପଣ ଯେକୌଣସି ବି କାମ କରିବାକୁ ଯାଉଛନ୍ତି ସାଙ୍ଗରେ ଗୋଟେ ପାଣି ବୋତଲ ରଖନ୍ତୁ । କାମ ମଝିରେ ଟିକେ ଟିକେ ପାଣି ପିଅନ୍ତୁ । ଏହାଦ୍ବାରା ମୁଡ ଫ୍ରେସ ରହେ ଓ କୌଣସି ଅଳସପଣ ଆସି ନଥାଏ । ତେବେ ସାଧା ପାଣି ପିଇବାରେ ଇଛା ହେଉ ନଥିଲେ କିଛି ଗ୍ଳୁକୋଯ ମିଶାଇ ନିଅନ୍ତୁ । ଏବେ ବହୁତ ପ୍ରକାରର ଫ୍ଲେଭୋର ମଧ୍ୟ ଆସୁଛି ଯାହା ଆପଣଙ୍କ ପସନ୍ଦ ସେଇ ହିସାବରେ ମିଶାଇ ନିଅନ୍ତୁ । କିଛି କିଛି ସମୟ ଅନ୍ତରାଳରେ ସେହି ପାଣିକୁଆ ପିୟନ୍ତୁ ଦେଖିବେ ଆପଣଙ୍କୁ ଫ୍ରେସ ଲାଗିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *