ଭାରତରେ କେଉଁ ଫୁଲ 12 ବର୍ଷ ରେ ଥରେ ଫୁଟି ଥାଏ ? ଏହା ସହ ଆହୁରି କିଛି Gk Quiz

ନମସ୍କାର ବନ୍ଧୁଗଣ, ଦୁନିଆ ହେଉଛି ଏକ ବଡ ପ୍ରଶ୍ନ । କାରଣ ପ୍ରଶ୍ନ ବିନା କିଛି ସମ୍ଭବ ନୁହେଁ । ଯଦି ପ୍ରଶ୍ନ ନ ରହିବ ତେବେ ଉତ୍ତର କେଉଁଠାରୁ ଆସିବ । ତେଣୁ ଆପଣ ମାନଙ୍କ ମନରେ ରହିଥିବା ପ୍ରଶ୍ନ ସ୍ଵାଭାବିକ ଯାହାର ଉତ୍ତର ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ଯାହାର ଉତ୍ତର ଜାଣିବା ପରେ ଆପଣ ନିଜର ଜ୍ଞାନ ଏବଂ ବୁଦ୍ଧିକୁ ନିହାତି ଭାବରେ ବିକଶିତ କରି ଏହାକୁ କୌଣସି କାର୍ଯ୍ୟରେ କାର୍ଯ୍ୟକାରୀ କରି ପାରିବେ ।

ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର । ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମନିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।

ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଅନେକ ସମୟରେ ପରୀକ୍ଷା ରେ ପଡିଥାଏ । ଯାହାକୁ କିଛି ପିଲା ମାନେ ଜାଣି ପାରନ୍ତି ନାହିଁ । ତେଣୁ ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଗୁଡିକ ନିଶ୍ଚୟ ଆପଣ ମାନଙ୍କ କାମରେ ଆସିବ ।

୧- ଭାରତର ଜାତୀୟ ମିଠା କଣ ଅଟେ ?

ଉତ୍ତର- ଜିଲାପି ।

୨- ଭାରତର ଜାତୀୟ ନଦୀ ର କଣ ଅଟେ ?

ଉତ୍ତର- ଗଙ୍ଗା ନଦୀ ।

୩- ଗଙ୍ଗା ନଦୀ କୁ କେବେ ଭାରତର ଜାତୀୟ ନଦୀ ବୋଲି ଘୋଷଣା କରା ଯାଇଥିଲା ?

ଉତ୍ତର- ୨୦୦୮ ରେ ।

୪- ପ୍ରଧାନ ମନ୍ତ୍ରୀ ହେବା ପାଇଁ ସର୍ବ ନିମ୍ନ ବୟସ କେତେ ହେବା ଦରକାର ?

ଉତ୍ତର- ୨୫ ବର୍ଷ ।

୫- ଗାଈ ର କେତୋଟି ଦାନ୍ତ ଥାଏ ?

ଉତ୍ତର- ୩୨ ଟି ।

୬- ଭାରତରେ ସର୍ବାଧିକ କେଉଁ ଫଳ ଖିଆ ହୁଏ ?

ଉତ୍ତର- କଦଳୀ ।

୭- ଭାରତର ସ୍ଵର୍ଗ କାହାକୁ କୁହାଯାଏ ?

ଉତ୍ତର- କାଶ୍ମୀର ।

୮- କେଉଁ ରାଜ୍ୟର ରାଜଧାନୀ ହେଉଛି ଭୋପାଳ ?

ଉତ୍ତର- ମଧ୍ୟ ପ୍ରଦେଶ ।

୯- ଭାରତରେ କେଉଁ ଫୁଲ ୧୨ ବର୍ଷ ରେ ଥରେ ଫୁଟି ଥାଏ ?

ଉତ୍ତର- ନୀଳ କୁରଞ୍ଜି ଫୁଲ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *