କଳା ଦୁଦୁରା ଚେର କୋଟିପତି କାହିଁକି କରିଥାଏ, ଏହି କଥା କେହି କହି ନଥିବେ… ନିଶ୍ଚୟ ଜାଣନ୍ତୁ

ବନ୍ଧୁଗଣ ଆଜି ଆମେ କହିବୁ କଳା ଦୁଦୁରା ଚେରର କିଛି ଚମତ୍କାରୀ ଫାଇଦା ବିଷୟରେ ବିସ୍ତାର ଭାବେ । କଳା ଦୁଦୁରା ଗଛ ଆପଣ ମାନେ ନିଶ୍ଚୟ ଦେଖିଥିବେ । କଳା ଦୁଦୁରା ଉପରେ ଭଗବାନ ଶନି, ମା କାଳୀ ବାସ କରିଥାନ୍ତି । ଭଗବାନ ଶିବଙ୍କ ଉପରେ କଳା ଦୂରା ଫୁଲ ନିଶ୍ଚୟ ଚଢାଯାଏ ଯାହା ତାଙ୍କର ଅତି ପ୍ରିୟ ଅଟେ । କଳା ଦୁଦୁରା କୌଣସି ସାଧାରଣ ଗଛ ନୁହେଁ ।

ଏହି ଗଛର ଚେର ବାନ୍ଧିଲେ ଅନେକ ପ୍ରକାରର ଲାଭ ମିଳିଥାଏ । ଏହି ଗଛର ଚେରକୁ ଧାରଣ କରିଲେ ଶନିଙ୍କ କୁ-ପ୍ରଭାବ କମି ଯାଇଥାଏ । ଶନିଙ୍କ ପୀଡା ଦୂର ହେବା ସହ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ଯଦି ରାହୁ-କେତୁଙ୍କ ଦୋଷ ଲାଗିଛି ତାହା ଦୂର ହୋଇଥାଏ । କୌଣସି ବ୍ୟକ୍ତିଙ୍କୁ ସ୍ଵପ୍ନରେ ସାପ ଦେଖାଯାଉଛି ବା ପିତୃ ଦୋଷ ଲାଗିଛି ତେବେ କଳା ଦୁଦୁରା ର ଚେର ନିଶ୍ଚୟ ଧାରଣ କରନ୍ତୁ ।

ଯେଉଁ ମାନେ ଖରାପ ଶକ୍ତିରୁ ବଞ୍ଚିବାକୁ ଚାହୁଁଛନ୍ତି ସେମାନେ ଶନିବାର ଦିନ କଳା ଦୁଦୁରା ଚେରକୁ କଳା ରଙ୍ଗର ବସ୍ତରରେ ରଖିକି ଧାରଣ କରନ୍ତୁ । ଏହି ଚେରକୁ ଧାରଣ କରିବା ପରେ ଶରୀରରେ ଆନ୍ତରିକ ଊର୍ଜା ସୃଷ୍ଟି ହୋଇଥାଏ । ଏହା ସହ ନଜର ଦୋଷ ମଧ୍ୟ ଦୂର ହୋଇଥାଏ । ଏହି ଚେରକୁ ପିନ୍ଧିବା ପରେ ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ।

କୌଣସି ବ୍ୟକ୍ତି ଏହି ଚେରକୁ ଧାରଣ କରନ୍ତି ସେମାନଙ୍କ ଠାରେ ଅଶୁଭ ଶକ୍ତିର ପ୍ରଭାବ ପଡେ ନାହିଁ । ଯଦି କୌଣସି ବ୍ୟକ୍ତି ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ତେବେ ଏହି ଛେରା କୁ ମୁଣ୍ଡରେ ଲଗାଇ ଯାଆନ୍ତୁ । ନିଶ୍ଚୟ ସଫଳ ହେବେ । ଏହି ଚେର କୁ ପିନ୍ଧିବା ଦ୍ଵାରା ସବୁ ପ୍ରକାରର ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କର କେହି ଶତ୍ରୁ ଅଛନ୍ତି ତେବେ ଏହି ଚେର ଧାରଣ କରିଲେ ସେମାନେ ପରାସ୍ତ ହୋଇଥାନ୍ତି ।

ଏହାକୁ ପିନ୍ଧିବା ପରେ କୌଣସି ରତ୍ନ ଧାରଣ କରିବାର ଜରୁରତ ପଡିବ ନାହିଁ । ଏହି ଚେର ସର୍ବ ଶ୍ରେଷ୍ଠ ଅଟେ । ଯେଉଁ ମାନେ କଳା ଦୁଦୁରା ପିନ୍ଧି ଥାନ୍ତି ସେମାନଙ୍କର ଭାଗ୍ୟ ଚମକି ଥାଏ । ଏହା ସହ ବ୍ଯକ୍ତିର ଆଧ୍ୟାତ୍ମିକ ଗୁଣର ବିକାଶ ହେବା ସହ ବ୍ୟକ୍ତି ଧାର୍ମିକ ହେବାର ଆରମ୍ଭ ହୋଇଯାଏ । ଏହିପରି ବ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଥାନ୍ତି ।

ଯେଉଁ ମାନେ ରାଜନୀତି କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଛନ୍ତି, ପ୍ରଗତି କ୍ଷେତ୍ରରେ ବଢିବାକୁ ଚାହୁଁ ଛନ୍ତି ସେମାନେ କଳା ଦୂରା ଚେର ନିଶ୍ଚୟ ଧାରଣ କରିବା ଉଚିତ । 7 ବର୍ଷ ଠାରୁ କୌଣସି ବ୍ୟକ୍ତି ଏହି ଚେର କୁ ଧାରଣ କରି ପାରିବେ । କିନ୍ତୁ ଏହା ଠାରୁ କମ ପିଲା ଧାରଣ କରିପାରିବେ ନାହିଁ ।

ଏହି ଚେର କୁ ଚାନ୍ଦି ର ତାବିଜ ରେ ପିନ୍ଧିବା ଉଚିତ ଯାହା ଦ୍ଵାରା ଏହାର ପ୍ରଭାବ ଅଧିକ ରହିଥାଏ । ଶନିବାର ଓ ବୁଧବାରରେ ଏହାକୁ କଳାସୂତାରେ ପିନ୍ଧି ପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *