ଶ୍ରୀ କୃଷ୍ଣ ନାରୀ ମାନଙ୍କ ବିଷୟରେ କହିଥିବା କିଛି କଥା ଯାହା ଏବେ ସତ ହେଉଛି- Krishna Vani

ବନ୍ଧୁଗଣ ଆମ ସମାଜରେ ନାରୀ ମାନଙ୍କୁ ଦେବୀ ମାଙ୍କ ଦରଜା ଦିଆଯାଇଛି । ଜଣେ ନାରୀ ଯଦି ନିଜ ମନରେ ଦୃଢ ନିଶ୍ଚଳ କରିନେବ, ତେବେ ସେ ସମସ୍ତ ବାଧା ବିଘ୍ନକୁ ମଧ୍ୟ ଅତିକ୍ରମ କରିନେବ । ନାରୀ ଯଦି ସ୍ଵୋଭାବରେ ଶୁଗୁଣ ହେଲା ତେବେ ତାହା ଘର ତଥା ପରିବାର ପାଇଁ ଉନ୍ନତିର ବାରତା ଆଣିଥାଏ । ନାରୀମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଇଛି । ବନ୍ଧୁଗଣ ସ୍ତ୍ରୀ କେତେକ ରୂପରେ ଆପଣଙ୍କ ଜୀବନରେ ଆସିଥାଏ, ନାରୀ ପତ୍ନୀ, ମା, ଭଉଣୀ ତଥା ଅନେକ ସମ୍ପର୍କର ବନ୍ଧନରେ ଆପଣଙ୍କ ଜୀବନକୁ ଆସିଥାଏ ।

ଭଗବାନ ଶ୍ରୀ କୃଷ୍ଣ ନାରୀ ମାନଙ୍କ ବିଷରେ ଏଭଳି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ । ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଅପବିତ୍ର ନାରୀ ସମାଜ ସହିତ ନିଜ ପରିବାରକୁ ମଧ୍ୟ ବର୍ବାଦ କରିବା ଭଳି କାମ କରିଥାଏ । ଅପବିତ୍ର ନାରୀ କେବଳ ସର୍ବନାଶ ହିଁ କରିଥାଏ । ଯେଉଁ ନାରୀ ମାନଙ୍କର ଚାଲି ଚଳନ ଠିକ ହୋଇନଥାଏ । ଯେଉଁ ନାରୀମାନେ ନିଜ ସ୍ଵାମୀ ଥାଉ ଥାଉ ପର ପୁରୁଷ ପାଖେ ନିଜର ମନର ଭୋକକୁ ଶାନ୍ତ କରିଥାନ୍ତି, ସେହିଭଳି ନାରୀଙ୍କୁ ଅପବିତ୍ର କୁହାଯାଏ ।

ସେମାନଙ୍କୁ କୌଣସି ସମାଜରେ ଉଚ୍ଚ ଦରଜା ମିଳିନଥାଏ । ଏହିଭଳି ନାରୀ ସବୁ ସମାଜ ପାଇଁ ଏକ ତୁଛ ନାରୀର ଉଦାହରଣ ବୋଲି ପାଲଟି ଯାନ୍ତି । ଏବଂ ଏହି ନାରୀ ମାନେ ଘରର ବରବାଦିର କାରଣ ହୋଇଥାନ୍ତି । ଶ୍ରୀ କୃଷ୍ଣ କହିଛନ୍ତି- ଏହି ଅପବିତ୍ର ନାରୀ ମାନଙ୍କ ଠାରୁ ଯେତେ ମାତ୍ରାରେ ବଞ୍ଚି ରହିବା ଆବଶ୍ୟକ । ଏବଂ ଏମାନଙ୍କ ଅଭ୍ୟାସକୁ ଯଦି ସୁଧାର ନ କରାଯାଏ ତେବେ ଏମାନେ ଘରର ନାସ କରିଦେଇ ଥାନ୍ତି । ଏହାପରେ ଶ୍ରୀ କୃଷ୍ଣ କହିଛନ୍ତି ଯେ ଏହିଭଳି ସ୍ତ୍ରୀ ଅଥବା ନାରୀ ଯେ କି ଘର ଗ୍ରହସ୍ତି ଚଳାଇବାରେ ଅସମର୍ଥ ହୋଇଥାନ୍ତି ।

ଯେଉଁ ନାରୀଙ୍କୁ ଘର ଗ୍ରହସ୍ଥିର ଜ୍ଞାନ ହୋଇ ନଥାଏ, ତାଙ୍କ ହାତରେ ସମସ୍ତ ଘରର ଦାଇତ୍ଵ ଦେବା ଉଚିତ ନୁହେଁ । କହିବାର ଅର୍ଥ ଏଭଳି ନାରୀଙ୍କୁ ଘରର ପ୍ରମୁକ୍ତା ଦେବା ମୂର୍ଖତାର ପରିଚୟ ଦିଏ । ଏହିଭଳି ସ୍ତ୍ରୀ ମାନଙ୍କୁ ଯଦି ଘରର କାମରେ ବ୍ୟସ୍ତ ରଖିବେ ତେବେ ତାହା ଉଚିତ ଅଟେ । ମାତ୍ର ଯଦି ସେମାନଙ୍କୁ ଘରର ବାଗଦଡା ଦିଆଯାଏ ତେବେ ତାହା ଘୋର ଅନର୍ଥ ହୋଇଥାଏ । ଏହା ପରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ସ୍ତ୍ରୀ କୁ କହିବାର ଶୈଳୀ ଆସିନଥାଏ । ବଡ ସାନର ସନ୍ନମାନ କରି ନଥାଏ ।

ଏହିଭଳି ନାରୀ ଘର ପାଇଁ ଅଶୁଭ ହୋଇଥାନ୍ତି । ଘର ପାଇଁ ଅଶୁଭ ନାରୀ କେବେ ମଧ୍ୟ ଘରକୁ ସ୍ଵୋର୍ଗ ବନାଇ ନଥାନ୍ତି । ଶ୍ରୀ କୃଷ୍ଣ ନାରୀ ମାନଙ୍କ ବିଷୟରେ ଯେଉଁ କଥାମାନ କହିଛନ୍ତି ଆଜିଭଳି ଦିନରେ ତାହା ସତ୍ୟ ଅଟେ । ଯଦି ଏହିଭଳି ତୁଛ ନାରୀ ମାନଙ୍କୁ ଘରର ଦଇତ୍ଵ ଦିଆଯାଏ ତେବେ ସେମାନେ ଘରର ବରବାଦି କୁ ଅତି ଶୀଘ୍ର ଡାକି ଆଣନ୍ତି । ତେଣୁ ଘରର ନାରୀ ମାନଙ୍କୁ ଆବଶ୍ୟକ ଯେ ସେ ପ୍ରେମ ଏବଂ ସ୍ନେହର ସହିତ ଘରେ ନିଜର ଜୀବନ ଅତିବାହିତ କରୁ ।

ନିଜ ଘରେ ରହୁଥିବା ସଦସ୍ୟ ମାନଙ୍କ ସହିତ ଉତ୍ତମ ଆଚରଣ କରୁ । ଏହା ସହିତ ଘରକୁ ଆସୁଥିବା ଅତିଥି ମାନଙ୍କର ଭଲରେ ସ୍ଵାଗତ କରୁ, ଛୋଟ ବଡ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା, ସନ୍ନମାନ ଦେଇ କଥା ହେଉ । ବନ୍ଧୁଗଣ ଏହି ସବୁଗୁଣ ଥିବା ନାରୀ ସର୍ବଗୁଣ ସମ୍ପନ୍ନ ଅଟେ ନଚେତ ତାହା ଅନର୍ଥର କାରଣ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵ ପୂର୍ଣ୍ଣ କଥାଟି ଭଲ ଲାଗିଥିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *