ରବିବାର 21 ଫ୍ରେବୃଆରୀ 2021- ଭଗବାନ ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି 2ଟି ରାଶିଙ୍କୁ ମିଳିବ ନୂତନ କର୍ମ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କୁ ନିଜର ବର୍ତମାନ ସମସ୍ୟାକୁ ଠିକ  କରିବା ପାଇଁ ସନ୍ତୋଷ ଜନକ ସମାଧାନ ଖୋଜିବେ । ନିଜ ବିରୋଧୀ ମାନଙ୍କ ଉପରେ ଭାରି ପଡିବେ । କୋର୍ଟ କଚେରୀରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ବିତାଇବା ଲୋକଙ୍କ ଆଜି କିଛି ଭଲ କଥା ହାସିଲ ହେବ । ଚାକିରିରେ ଟ୍ରାନ୍ସଫରର ଯୋଗ ବନିବ । ବିତିଯାଇଥିବା ସମୟ ଆପଣଙ୍କୁ ଭୁଲି ଯିବାକୁ ହେବ ତେବେ ଯାଇକି ଆଗକୁ ବଢିପାରିବେ ।

ବୃଷ :- ଆଜି ଆପଣ ନିଜର ପୁରୁଣା ପ୍ରେମକୁ ପୁଣି ମନେପକାଇବେ । ମେହନତର ଅନୁପାତ ଦ୍ଵାରା ଲାଭ ଅବଶ୍ୟ ପ୍ରାପ୍ତ ହେବ । ଆଜି ଅପଣଙ୍କୁ ସବୁ କାମରେ ସଫଳତା ମିଳିବ । ଶତ୍ରୁ ମାନଙ୍କ ଉପରେ ଆପଣ ବିଜଯ ପ୍ରାପ୍ତ କରିବେ । ବିଦେଶରେ ରହିଥିବା ମିତ୍ର ଓ ସ୍ଵଜନଙ୍କ ସମାଚାର ଆପଣଙ୍କୁ ଭାବ ବିଭୋର କରିଦେବ । ଆକସ୍ମିକ ଭାବନରେ ନବହି ବୁଝି ସୁଝି କାମ କରନ୍ତୁ । ଆପଣଙ୍କୁ କୌଣସି ଦେବା ନେବାରୁ ଫାଇଦା ହୋଇପାରେ ।

ମିଥୁନ :- ଆଜି ବ୍ୟବସାୟରେ ପ୍ରତିସ୍ପର୍ଦ୍ଧାଙ୍କ ସାମ୍ନା କରିବାକୁ ପଡିପାରେ । ଯେଉଁ ଲୋକ ପ୍ରେମ ସମ୍ବନ୍ଧରେ ଅଛନ୍ତି, ତାଙ୍କୁ ଆଜି ଟେନସନର ସାମ୍ନା କରିବାକୁ ପଡିପାରେ । ଚାକିରି ମାମଲାରେ ଆପଣଙ୍କ ପରିଶ୍ରମ ଫଳ ଦେବ । ରାତି ସମୟ ପରିବାର ଲୋକଙ୍କ ସହିତ ବିତାଇବେ ତ ବହୁତ ଭଲ ରହିବ । ଆପଣ ଆପଣଙ୍କ ଭାବନା ଉପରେ ଟିକେ କହୁ ରଖିବା ଦରକାର । ବ୍ୟାପାରରେ ଲାଭ  ହୋଇପାରେ । କିନ୍ତୁ ଆପଣ ନିଜ ଖରଚ ଉପରେ କଣ୍ଟ୍ରୋଲ କରନ୍ତୁ ।

କର୍କଟ :- ଯଦି ଆପଣ ଘର ପରିବାରରେ ଶାନ୍ତି ପୂର୍ଣ ସମ୍ବନ୍ଧ ଚାହୁଞ୍ଚନ୍ତିତ ନିଜର ରାଗକୁ ଶାନ୍ତ କରନ୍ତୁ ଏବଂ ନିୟତ୍ରିତ କରିବା ଶିଖନ୍ତୁ । ଦାମ୍ପତ୍ୟ ଜୀବନରେ ଟେନସନ ପରେ ମଧ୍ୟ ଜୀବନସାଥି ଆପଣଙ୍କୁ ସହଯୋଗ କରିବେ ଓ ଆପଣଙ୍କୁ ପ୍ରଶଂସା ମିଳିବ । କୌଣସି ବରିଷ୍ଠ ଅଥିତିଙ୍କ ଆଗମନ ଆଜି ହୋଇପାରେ । ଆପଣ ଅଧିକାରୀଙ୍କୁ ଆକର୍ଷିତ କରିବାରେ ସଫଳ ହେବେ ।

ସିଂହ :- ଆଜି ନୂଆ ଊର୍ଜାର ସଂଚାର ହେବ । ବାସ୍ତବିକତାକୁ ଧ୍ୟାନରେ ରଖି ଆର୍ଥିକ ଯୋଜନା ବନାନ୍ତୁକୌଣସି ରମଣୀୟ ସ୍ଥାନକୁ ପର୍ଯ୍ୟଟନର ଆୟୋଜନ ହେବ । ମଧ୍ୟାନ ପରେ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ପରିଜନଙ୍କ ପାଇଁ ଖର୍ଚ କରିବାର ପ୍ରସଙ୍ଗ ଉପସ୍ଥିତ ହୋଇପାରେ । କମ କଥା କହି ବଡ ବିବାଦ ଓ ମାନମାଳିନ୍ୟ ଦୂର କରନ୍ତୁ । ଅଫିସରେ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ । ଏହି ରାଶିର ଲୋକଙ୍କୁ ବହୁତ ଜଲ୍ଦି ସଫଳତା ମିଳିବ ।

କନ୍ୟା :- ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ବଡ ଦାୟିତ୍ଵ ମିଳିପାରେ । ଯାହାକୁ ପୁରା କରିବା ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ ଟେନସନ ଦେଖିବାକୁ ମିଳିବ । ଜୀବନସାଥିଙ୍କ କାରଣରୁ ଖରଚ କରିବାକୁ ପଡିପାରେ । ପ୍ରେମ ଜୀବନ ପାଇଁ ଦିନଟି କମ୍ଜୋର ରହିବ । ଅନୁଭବି ଲୋକଙ୍କ ସହିତ ଆପଣଙ୍କ ଦେଖା ହୋଇପାରେ । ଆପଣଙ୍କୁ କୌଣସି ସମସ୍ୟାକୁ ସମାଧାନ କରିବାର ରାସ୍ତା ଜଲ୍ଦି ମିଳିଯିବ । ଆପଣାକୁ ଆପନଣଙ୍କ ସିନିୟରର ସହଯୋଗ ମିଳିପାରେ ।

ତୁଳା :- ଛାତ୍ରଙ୍କୁ ଶିକ୍ଷା ଗ୍ରହଣ କ୍ଷେତ୍ରରେ କୌଣସି ଅନୁଭବି ଗୁରୁଙ୍କ ସହାୟତା ମିଳିପାରେ । ପ୍ରିୟା ବ୍ୟକ୍ତିଙ୍କ ସହିତ ଦେଖା ଏବଂ ସହଯୋଗ ପ୍ରାପ୍ତ ହେବ । ଶୁଭ ସମାଚାର ପ୍ରାପ୍ତ ହେବ । ମିତ୍ର, ସମ୍ପର୍କୀୟ ଓ ବୟସ୍କ ଲୋକଙ୍କ ତରଫରୁ ଲାଭ ପ୍ରାପ୍ତ ହୋଇପାରେ । ନିଜ ପରିଶ୍ରମ ଦ୍ଵାରା ଆପଣ କ୍ଯାରିଅରକୁ ବହୁତ ଆଗକୁ ନେଇ ପାରିବେ । ଆପଣଙ୍କ ଛୁଆ କିମ୍ବା ଛୋଟ ଭାଇ ଆପଣଙ୍କୁ ଭାବନାତ୍ମକ ରୂପରେ ଆହତ କରିପାରନ୍ତି । ସେ କିଛି କଠୋର କହି ପାରନ୍ତି ।

ବିଛା :- ଯଦି ଆପଣ କୌଣସି ନୂଆ ଚାକିରି ଖୋଜୁଛନ୍ତି କି ନୂଆ ବିଜନେସ କରିବାକୁ ଚହୁଁଛନ୍ତି ନିଜ ଲୋକଙ୍କ ସାହାର୍ଯ୍ୟ ନିଅନ୍ତୁ । ହୋଇପାରେ ଏଥିରେ କିଏ ଆପଣଙ୍କର କିଏ ସାହାଜ୍ଯ କାରି ହୋଇପାରେ । ଆପଣଙ୍କୁ ନିଜ ସ୍ତରରେ ଯାହାବି କରିବାର ଅଛି ତାକୁ ସମୟ ପୁରବାରୁ କାରି ନିଅନ୍ତୁ । ଭାଗ୍ୟ 63 ପ୍ରତିଶତ ସାହଯୋଗ କରିବ ।

ଧନୁ :- ପାରିବାରିକ କୌଣସି ଗୁରୁତ୍ଵ ପୂର୍ଣ କଥାକୁ ନେଇ ଯୁକ୍ତି ତର୍କ ହୋଇପାରେ । ପରିବାର ଓ ସମ୍ପର୍କୀୟଙ୍କ କୌଣସି କଥାକୁ ନେଇ ଚିନ୍ତା ରହିବ । ଯାହାବି କରିବାର ଅଛି ସମୟ ନଷ୍ଟ ନକରି କରିଦିଅନ୍ତୁ । ଭାଗ୍ୟ 60 ପ୍ରତିଶତ ସହଯୋଗ କରିବ ।

ମକର :- ଆଜି ଆପଣ ଜୀବନସାଥୀକୁ ସମୟ ଦିଅନ୍ତୁ ତାଙ୍କ ସହିତ କଥା ହୁଅନ୍ତୁ ଏଥିରେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ । ମାନସିକ ଅବସାଦ ବଢିବ । ସ୍ୱାସ୍ଥ୍ୟ ମଧ୍ୟ ଟିକେ କମ୍ଜୋର ରହିବ । ଦାଂପତ୍ଯ ଜୀବନରେ ଟେନସନ ବଢିବ । ଯେଉଁ ଲୋକ ପ୍ରେମ ଜୀବନରେ ଅଛନ୍ତି ତାଙ୍କୁ ମଧ୍ୟ ସତର୍କ ରହିବାକୁ ହେବ । ଶିକ୍ଷା ସହିତ ଜଡିତ ଜାତକଙ୍କ ଭଲ ପ୍ରଗତି ସମ୍ଭବ ହେବ ।

କୁମ୍ଭ :- ହଠାତ ଲାଭ ଦ୍ଵାର ମନ ପ୍ରସନ୍ନ ରହିବ, ଅଳ୍ପ ପ୍ରୟାସ ଦ୍ଵାରା ମନ ଖୁସି ରହିବ । ଯେଉଁ ଲାଭରୁ ଆପଣ ବଞ୍ଚିତ ରହିଥିଲେ ତାଙ୍କୁ ମଧ୍ୟ ଆପଣ ପାଇ ପାରିବେ । ଛୁଆ ମାନଙ୍କ ତରଫରୁ ଖୁସି ମିଳିବ । ଏହା ଆପଣଙ୍କ ପାଇଁ ନିଜ ଅନ୍ତରମନରେ ଦେଖନ୍ତୁ ଏହା ବହୁତ ଭଲ ସମୟ ରହିଛି ଆପନ୍ନକୁ ଏହାର ଉପଯୋଗ ନିଜ କମି ପୁରା କରିବା ପାଇଁ କରିବା ଉଚିତ । ଆପଣ ଅନ୍ୟ ଲୋକଙ୍କ ସହିତ ଠିକ ଭାବେ ବ୍ଯବହାର କରିବା ଦରକାର । ନିଜ ଜୀବନ ସାଥୀକୁ ସନମାନ କରନ୍ତୁ ।

ମୀନ :- ଆଜି ଆପଣ କୌଣସି ସାମାଜିକ ସମାରୋହରେ ଭାଗ ନେଇ ପରନ୍ତି । ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । କୌଣସି କଥାକୁ ନେଇ ମନ ଦୁଃଖ ରହିବ । ବିଚାର ପ୍ରବାହରୁ କାମ ପୁରା କରିବା କଠିନ ହୋଇବ । ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ । ଘରେ ସୁଖ ଶାନ୍ତି ସ୍ଥାପିତ ହେବ, ଯେଉଁଥିରେ ମନ ପ୍ରସନ୍ନ ରହିବ ।

Leave a Reply

Your email address will not be published. Required fields are marked *