ଭାଙ୍ଗରେ ହେବ ଏହି ବଡ ରୋଗର କିକିତ୍ସା, ବୈଜ୍ଞାନିକମାନେ ବାହାର କଲେ Formula

ଭାଙ୍ଗ ନାମ ଶୁଣି ଆପଣ ଭାବୁଥିବେ ଏହା କେମିତି କୌଣସି ରୋଗର ଚିକତ୍ସା କରିପାରିବ, ତେବେ ଏହା ସମ୍ଭବ ହୋଇଛି । କିଛି ବୈଜ୍ଞାନିକଙ୍କ ଚେଷ୍ଟା ଫଳରେ ଏପରି ସମ୍ଭବପର ହୋଇପାରିଛି । କେମିତି କଣ ସେ ସବୁ ବିଷୟରେ ଜାଣିବା ପାଇଁ ଲେଖାଟିକୁ ସମ୍ପୁର୍ଣ୍ଣ ପଢନ୍ତୁ । ତେବ ଯଦି ମହାଦେବଙ୍କ ଭାଙ୍ଗକୁ ଆପଣ କେବଳ ନିଶା ମାନୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି । ଏବେ ବୈଜ୍ଞାନିକମାନେ ଏହା ଅସାଧ୍ୟ ରୋଗର କିକିତ୍ସା ବୋଲି କହିଛନ୍ତି ।

ଉତରାଖଣ୍ଡର ଉଧମ ସିଂହ ନଗରର ଜିଲ୍ଲାର ପାନ୍ତନଗର ସମୀପର ବୈଜ୍ଞାନିକମାନେ ଟିମ ଗଠନ କରି ଜଟିଳ ରୋଗର ଉପଚାର ଭାଙ୍ଗରେ ବାହାର କରିଛନ୍ତି । ବୈଜ୍ଞାନିକମାନେ ଭାଙ୍ଗରେ ଔଷଧୀୟ ତତ୍ଵ THC-A, CBD ଓ କୈନାବିନାୟଡ଼ ଯୁକ୍ତ ଭାଙ୍ଗର ପ୍ରସ୍ତୁତ କରିବାରେ ଲାଗିଛନ୍ତି ଆଉ ସେମାନେ ସଫଳତା ପାଇଛନ୍ତି ।

Image Courtesy: Google

ସବୁକିଛି ଠିକ ରହିଲେ ଭାଙ୍ଗରୁ ଔଷଧୀୟ ଗୁଣ ବାହାରିଲେ ସେହି ମିଶ୍ରଣ କ୍ଯନସର ଓ ଅନ୍ୟ ଗମ୍ଭୀର ରୋଗର ଚିକିତ୍ସା ବାହାରିବ । କାଉନ୍ସିଲ ଅଫ ସାଇଣ୍ଟିଷ୍ଟ ଆଣ୍ଡ ରିସର୍ଚ (CSIR) ର ଉପକ୍ରମରେ ବୈଜ୍ଞାନିକମାନେ ଏକବର୍ଷ ଅଧ୍ୟୟନ କରି ହିମାଳୟର ଭାଙ୍ଗ ଗଛରୁ ବାହାରିଥିବା ପଦାର୍ଥରେ ଗମ୍ଭୀର ରୋଗ ଭଲ ହୁଏ । ମୁମ୍ବାଇର ଗୋଟେ ସଂସ୍ଥା ସମୀପ ଅନୁସନ୍ଧାନ କେନ୍ଦ୍ରକୁ ୯୮ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ଜାନୁୟାରୀ ୨୦୧୯ରେ ଦେଲେ । ଏହି ପ୍ରୋଜେକ୍ଟ ଅନୁସାରେ ସେଠାରେ ଉନ୍ନତ ମାନର ଭାଙ୍ଗର ପଦ୍ଧତି ଓ ପ୍ରଜାତି ବିକଶିତ କରାଯାଉଛି ।

Image Courtesy: Google

ତେବେ ଆଗକୁ ଏହି ଭାଙ୍ଗ ଆମ ଜୀବନରେ କଣ ପରିବର୍ତ୍ତ୍ନ ଆଣିବ ତାହା ଦେଖିବା ବାକି ରହିଲା । ବୈଜ୍ଞାନିକ ମାନେ ଏହାକୁ କେମିତି ଏକ ଔଷଧରେ ପରିଣତ କରି କ୍ୟାନ୍ସର ଭଳି ରୋଗକୁ ଦୂର କରିବେ ସେଥିପାଇଁ ସମସ୍ତେ ଆଗ୍ରହୀ ଅଛନ୍ତି , କାହିଁକି ନା କ୍ୟାନ୍ସର ଏକ ଏଭଳି ରୋଗ ଯାହାର ଚିକିତ୍ସା ଏ ପର୍ଯ୍ୟନ୍ତ ସଠିକ ଭାବରେ ହୋଇ ପାରୁ ନାହିଁ ।  ଏହା ମଧ୍ୟରେ ଏହି ଖବର ଲୋକଙ୍କ ମନରେ ଏକ ଆଶା ଜାଗୃତ କରିଛି ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *