ଶୁଖା ଗୋଲାପ ପାଖୁଡାର ଚମତ୍କାରୀ ଫାଇଦା ବିଷୟରେ ଜାଣି ବିଶ୍ଵାସ ହେବନି

ଗୁଲପ ଏକ ଏଭଳି ଫୁଲ ଯାହା ସମସ୍ତଙ୍କର ବହୁତ ପସନ୍ଦ, କିଛି ବି ଭଲ ଦିନ ହେଉ ବା କେହି କାହାର ପ୍ରେମ ଯତେଇବା ପାଇଁ ହେଉ ସମସ୍ତେ ଗୁଲବ ଫୁଲ ପସନ୍ଦ କରନ୍ତି ସେହି ଖାସ ସମୟରେ । କେବଳ ସେତିକି ନୁହେଁ ଗୁଲାବ ଫୁଲ ଆମ ଜୀବନରେ ବହୁତ ଉପକାରୀ ଅଟେ । ଏହାର ଗୁଲକନ୍ଦ ଖିଆଯାଏ ଏବଂ ଗୁଲାବ ଜଳ ମଧ୍ୟ ବହୁତ କାମର ଅଟେ । ତେବେ କରୋନା ପାଇଁ ହେଇଥିବା ଲକ ଡାଉନ କାରଣରୁ କ୍ଷେତ ମାନଙ୍କରେ ଝାଉଁଳି ଗଲାଣି ଗୁଲାବ ।

ଗୁଲାବ ଚାଷୀ ମାନଙ୍କୁ ଉପଦେଶ ଦେଇ କହିଛନ୍ତି ଉତ୍ତର ପ୍ରଦେଶ ର ଉଦ୍ଧାନ ବିଭାଗ ର ନିର୍ଦେଶକ ଡକ୍ଟର ସମର ଗୁଲାବ ର ପାଖୁଡ଼କୁ ଖରାରେ ଶୁଖାଇ ତାକୁ ବହୁତ୍ ବ୍ଯବହାର ରେ ଲଗାଇ ପାରିବ ଯେମିତିକି ମିଠା, ଆଇସକ୍ରିମ, ବେକେରୀ ରେ ବି ବ୍ୟବହାର କରିପାରିବ । କେବଳ ଏତିକି ନୁହେଁ ତଥା ପଖୁଡ଼କୁ ଶୁଖାଇ ଗୁଣ୍ଡ କରି ଅଗରବତୀ, ଗୁଲକନ୍ଦ ବି ବନେଇ ପାରିବେ ।

ଡକ୍ଟର ସମାର୍ ବୁଧୁବାର କୁ ଆଲୋଚନା କରିଥିଲେ କି ଗୋଲାପ ର ବିନା ବାସ୍ନା ପାଖୁଡ଼ା ଶୁଖାଇ ପରିବେଶ ର ଅନୁକୂଳ ପାଇଁ ,ଅଗରବତୀ ଓ ଗୁଲବାଜଳ ବନେଇବାରେ ପ୍ରୟୋଗ କରିପାରିବେ । ଫୁଲ ର କଢ଼ି କୁ ଗେନ୍ଦ୍ ରେ ମିଶାଇବିଭିନ୍ନ ପ୍ରକାର ମୁରିତି କରିପାରିବେ ତଥା ତ ର ଶେଷ ଭାଗକୁ ଖାଦ କରି ଖେତ ରେ ପ୍ରୟୋଗ କରିପାରିବେ । ଅଥବା ବିକ୍ରୀକରି ଗୁଲାବ ଚାଷୀ ମାନେ ଲାଭବାନ ହୋଇପାରିବେ ।

ଶୁଖିଲା ପାଖୁଡା ରେ ଉପଯୋଗ କରିବା ପରେ ପରିବେଶ ର ଅନୁକୂଳ ସ୍ଥିତି ପାଇଁ ଗୁଲାଲ୍ ବି ବାନଯାଇପରିବ । ଯେଉଁ ଚାଷୀ ମାନେ ଦେଶୀ ଗୋଲାପ ଚାଷ କରୁଛନ୍ତି । ଫୁଲକୁ ଫୋପଡିବା ପରିବର୍ତ୍ତେ ଗୁଲ୍ କ୍କନ୍ଦ୍ ତିଆରି କରିପାରିବେ । ଅସଲି ସୁବିଧାର ସ୍ଥିତି ରେ ବି ବିକଳ୍ପ ରୂପରେ ଗୁଲାବ ଜଳ ,ଗୁଲାବ ର ତେଲ କରା ଯାଇପାରିବ ।

ସେ କହିଛନ୍ତି କି ଗୋଲାପ ର ବ୍ୟବସାୟୀ ମାନେ ବର୍ତ୍ତମାନ ଚାଷ ପ୍ରଣାଳୀରେ ଏମିତି ବିବିଧତା ଆଣନ୍ତୁ କି ମୋଟା ମୋଟି ୪୫ଦିନ ପରେ ପୁଣି ଥରେ ଆରମ୍ଭ କରିପାରିବେ । ଯଦି କୌଣସି ପ୍ରକାର ର ସମସ୍ୟା ଆସୁଚି ମଣ୍ଡଳ ର ଉପନିର୍ଦେଶକ ଉଦନ୍ ,ଜିଲ୍ଲା ଉଦ୍ଧାନ୍ ଅଧିକାରୀ ଙ୍କ ସହିତ ସମ୍ପର୍କ କରିପାରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *