ଭାରତକୁ ଆସିବ ବଡ ଭୂକମ୍ପ ! ହେଲା ବଡ ଭବିଷ୍ୟବାଣୀ… ହେବ କି ସତ ?

ବନ୍ଧୁଗଣ ଭାରତରେ ଆସିବ କି ଭୂକମ୍ପ । ସତ ହେବ କି ତୁର୍କୀ ଓ ଶିରିଆ ଭୂକମ୍ପ ର ପୂର୍ବ ଅନୁମାନ କରିଥିବା ଡଚ ଭବିଷ୍ୟବାଣୀ । ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ରେ ଆସିବ କି ବଡ ଭୂକମ୍ପ । ଆସନ୍ତୁ ଜାଣିବା ଏ ନେଇ କଣ କହିଛନ୍ତି ଡଷ୍ଟ ବୈଜ୍ଞାକ ଫୁଗର ବିଟା । ତୁର୍କୀ ଓ ଶିରିଆ ରେ ଆସିଥିବା ପ୍ରଳୟଙ୍କାରୀ ଭୂକମ୍ପ ରେ ଗଲାଣି 34 ହଜାର ରୁ ଅଧିକ ଜୀବନ । ଫଳରେ ଅନେକ ଲୋକ ଭଗ୍ନ ତଳେ ପୋତି ହୋଇ ଯାଇଛନ୍ତି ।

ଯାହା ପାଇଁ ମୃତ୍ୟୁ ସଂଖ୍ୟା ବଢିବା ନିଶ୍ଚିନ୍ତ ଅଟେ । ଅନ୍ୟ ପକ୍ଷରେ ଭୂକମ୍ପ ରେ ଧ୍ଵଂସ ଏହି 2ଟି ଦେଶରୁ ନୀତିଦିନ ଆସୁଛି ମାନବୀୟ ଯନ୍ତ୍ରଣା ର ଛାତିଥରା କାହାଣୀ । ପ୍ରଚଣ୍ଡ ଶୀତ ରେ ଆକାଶ ତଳେ ପଡିଛନ୍ତି ପ୍ରକୃତିର ପ୍ରଳୟ ରୁ ବର୍ତ୍ତୀ ଯାଇଥିବା ହଜାର ହଜାର ଲୋକ । ତେବେ ଭୂକମ୍ପ ଆସିବାର 7 ଦିନ ପରେ ବି ଆଶା ଛାଡି ନାହାନ୍ତି ଉଧାରକାରୀ ଦଳ । ଅତି ଆଶ୍ଚର୍ଯ୍ୟ ଜଣକ ଭାବେ ମାଟି ତଳୁ ମିଳୁଛି ଜୀବନ ପରେ ଜୀବନ ।

ଉଧାର ଓ ରିଲିଫ କାର୍ଯ୍ୟ ରେ ନିଯୋଜିତ ଇଣ୍ଡିଆ ରେଫ ର ଦୁଇ ପ୍ରଶିକ୍ଷକ କୁକୁର ଜୁଲି ଓ ରୋମୋଓ ମାଟ ମାଟି ତଳୁ 6 ବର୍ଷର ଝିଅର ଜୀବନ ବଞ୍ଚାଇବା ପରେ ଆହୁରି ଅନେକ ଲୋକ ଜୀବନ୍ତ ଉଧାର ହେବାର ସମ୍ଭାବନା ରହିଛି । ଭୂକମ୍ପ ପୀଡିତ ତୁର୍କୀ ବାସିନ୍ଦା ଙ୍କୁ ଭାରତ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି । ଏବେ ଭାରତ ପାଇଁ ଘନାଉଛି ଭୂକମ୍ପ ର ଭୟ ।

ଭାରତ, ଆଫଗାନିସ୍ତାନ ରେ ବଡ ଧରଣର ଭୂକମ୍ପ ନେଇ ପୂର୍ବ ଅନୁମାନ କରିଛନ୍ତି ଦର୍ଶି ସ୍ମିଲୋଜିଷ୍ଟ ପାର୍କ କରଭିଷା । ତୁର୍କୀ ଓ ଶିରିଆ ଭୂକମ୍ପ ରେ ସେ ପୂର୍ବ ଅନୁମାନ କରିଥିଲେ । ଏହି 2 ଦେଶର 7.5 ତୀବ୍ରତା ଭୂକମ୍ପ ଆସିପାରେ ବୋଲି ଗତ 3 ତାରିରେ ଫୁଗର ବ୍ରିଟ୍ସ ଆକଳନ କରିଥିଲେ । ତାଙ୍କ ଆକଳନର ଠିକ 2 ଦିନ ପରେ ଅର୍ଥାତ 6 ତାରିଖରେ ତୁର୍କୀ କୁ ଧରାସାୟୀ କରି ଦେଇଥିଲା ଭୂକମ୍ପ ।

ତେଣୁ ଭାରତୀୟ ଉପ ମହାଦେଶ ଲାଗି ଫୁଗର ବ୍ରିଟ୍ସ କରିଥିବା ପୂର୍ବ ଅନୁମାନ ସତ ହେବ ନାହିଁ ତ ତାକୁ ନେଇ ବଢିବାରେ ଲାଗିଛି ଆଶଙ୍କା । ତେବେ ଫୁଗର ବ୍ରିଟ୍ସ ଙ୍କ ପୂର୍ବ ଅନୁମାନ କୁ ଆଗ୍ରାହ୍ୟ କରି ଦେଇଛି ଆମେରିକାରେ ସର୍ଭେ । କେହି ବି ବୈଜ୍ଞାନିକ ଏ ଯାଏଁ ଭୂକମ୍ପ ର ପୂର୍ବ  ଅନୁମାନ କରିବାରେ ସଫଳ ହୋଇ ନାହାନ୍ତି ବୋଲି କୁହା ଯାଇଛି । ଭୂକମ୍ପ ର ଥିଓରି ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ଆମେରିକାର ଜିଓଲୋଜିକାଲ ସର୍ଭେ ।

ତେବେ ଭୂକମ୍ପ ର ପୂର୍ବ ଅନୁମାନ ନେଇ ସେ ବ୍ୟବହାର କରୁଥିବା ପଦ୍ଧତି ବିବାଦୀୟ ବୋଲି କହିଛନ୍ତି ଫୁଗର ବ୍ରିଟ୍ସ । ତେବେ ବିଗତ ଦିନରେ ଆସିଥିବା ବଡ ବଡ ଭୂକମ୍ପ ର ଅନୁଧ୍ୟାନ ଦ୍ଵାରା କେଉଁ ନିର୍ଦିଷ୍ଟ ସ୍ଥାନରେ ଭୂକମ୍ପ ଆସିବ ତାହା ନିରୂପଣ କରିବା ହୁଗର ବ୍ରିଟ୍ସ ଦାବି କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *