ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ଭଳି ସଂକେତ- Ajira Anuchinta

ଦୁନିଆରେ ବହୁତ୍ ଲୋକେ ଅଛନ୍ତି ଯିଏ ଭଗବାନ ଓ ତାଙ୍କ ଲୀଳା ଉପରେ ଭରସା କରନ୍ତି ନାହିଁ କିନ୍ତୁ ଯେଉଁ ବ୍ୟକ୍ତି ଭଗବାନ ଉପରେ ଭରସା କରନ୍ତି ଆମେ ତାଙ୍କୁ କିଛି କଥା ଆଜି କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କ ଘର ବା ଆପଣଙ୍କ ଉପରେ ସଙ୍କଟ ଆସିବା ଆଗରୁ ଭଗବାନ ଆପଣଙ୍କୁ ଦିଅନ୍ତି ଏହି ସବୁ ବାସ୍ତୁ ସଂକେତ । ତେବେ ଘରେ ମଧ୍ୟ ବାସ୍ତୁରେ ଏମିତି କିଛି ଉର୍ଜା ରହିଥାଏ ଯାହା ସେହି ଘରେ ବାସ କରୁଥିବା ବ୍ୟକ୍ତି ମାନଙ୍କ ଆଚର୍ନ ଅନୁଯାଇ ବଦଳିଥାଏ ଆଉ ସଂକେତ ଦେଇଥାଏ ।

୧- ତୁଳସୀ ଗଛ :

ସନାତନ ଧର୍ମରେ ତୁଳସୀ ଗଛକୁ ବହୁତ୍ ପବିତ୍ର କୁହା ଯାଇଛି । ତେବେ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ଗଛ ନିଶ୍ଚିନ୍ତ ଥିବ, ତେବେ ତୁଳସୀ ଗଛ ପୂଜା କରିବା ଦ୍ୱାରା ଘର ସବୁ ନକାରାତ୍ମକ ଶକ୍ତି ଦୁର ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ ଯେତେବେଳେ ଘର ତୁଳସୀ ଗଛ ବହୁତ୍ ଗହବା ହବାକୁ ଲାଗିଥାଏ ଏହାର ଅର୍ଥ ତୁଳସୀ ଗଛ ସୁଖିବ ଆଉ ମନେ ରଖନ୍ତୁ ଯଦି ଆପଣଙ୍କ ଘର ତୁଳସୀ ଶୁଖି ଯାଇଛି ତେବେ ଆପଣଙ୍କ ଘର ଉପରେ ବହୁତ୍ ବଡ ଅସୁବିଧା ଆସିବାକୁ ଯାଉଛି ।

୨- ଗାଈ :

ସନାତନ ଧର୍ମରେ ଗାଈକୁ ଗୌ ମାତା କୁହା ଯାଏ ଆଉ ଗୌ ମାତା ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ସେଥିପାଇଁ ଯେଉଁ ଘରେ ସଙ୍କଟ ଆସିଥାଏ ବା ପାପ କର୍ମ କରା ଯାଇଥାଏ ସେହି ଘରେ ଗୌ ମାତା ରୁଟି ଖାଆନ୍ତି ନାହିଁ । ତେବେ ଯଦି ଗୌ ମାତା ଆପଣଙ୍କ ଘରେ ରୁଟି ଖାଉ ନାହାନ୍ତି ତେବେ ଆପଣଙ୍କୁ ନିଜ ସମସ୍ୟା ଉପରେ ଗମ୍ଭୀର ହୋଇ ବିଚାର କରିବା ଆବଶ୍ୟକ ହୋଇଥାଏ ।

୩- ଝାଡୁ :

ଝାଡୁ ମଧ୍ୟ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ ଯେଉଁ ଘରେ ସଫା ଶୁଥୁରା ନଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସବୁଠାରୁ ଧ୍ୟାନ ଦବା କଥା ଏହା ହୋଇଥାଏ ଜେ ଝାଡୁ କଲା ବେଳେ ଯଦି ବାରମ୍ବାର ଆପଣଙ୍କ ଝାଡୁ ର କିଛି ଅଂଶ ପଡ଼ିଅଛି ତେବେ ଏହାର ଅର୍ଥ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ହବ ଆପଣଙ୍କୁ ଏହି ସମସ୍ୟାରୁ ବଞ୍ଚିବା ପାଇଁ ନୂଆ ଝାଡୁ କିଣିବାକୁ ହବ । ତେବେ ଏହି ଭଳି ଛୋଟ ଛୋଟ ସଂକେତ ଭଗବାନ ଆପଣଙ୍କୁ ଦେଇଥାନ୍ତି ଯାହା ଦ୍ଵାରା ଆପଣ ନିଜ ସମସ୍ୟାର ସମାଧାନ କରିପାରିବେ ଆଉ ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *