ଭଗବାନ ହନୁମାନ ଓ ସୁଗ୍ରୀବ ମାଙ୍କଡ ନଥିଲେ, ଯଦି ରାମାୟଣ ଉପରେ ଭରସା ଅଛି ତେବେ ହିଁ ଦେଖନ୍ତୁ

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ରାମାୟଣରେ ଭଗବାନ ଶ୍ରୀ ରାମଙ୍କ ସୀତା ମାତାଙ୍କୁ ପାଇବାରେ ସବୁଠାରୁ ବଡ ସାହାଜ୍ଯ ବାନର ସେନା କରିଥିଲେ, ତେବେ ଅଜ୍ଞାନତା ଓ ଖବର ନ ଜାଣିବାରୁ ଆମ ମଧ୍ୟରୁ ବହୁତ ଲୋକ ହନୁମାନ ଭଗବାନ ଓ ତାଙ୍କ ସାଥି ମାନଙ୍କୁ ମାଙ୍କଡ କୁହନ୍ତି କିନ୍ତୁ ଏହା ସତ ନୁହେ ଆଜି ଆମେ ଆପଣଙ୍କୁ ଏହାର ସତ୍ୟତା ବିଷୟରେ ବେସ ଭଲ ଭାବରେ କହିବାକୁ ଯାଉଛୁ ।

ଆପଣ ମାନେ ବାନର ଓ ମାନକ୍ଡ ଭିତରେ ଭିନ୍ନତା ଜାଣିଥିବେ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିରଖୁଚୁ ।

Image Courtesy: Google

ରାମାୟଣରେ କେବେବି ସୁଗ୍ରୀବ ବା ହନୁମାନ ବା ଅନ୍ୟ ସାଥି ମାନଙ୍କୁ ମାଙ୍କଡ ଉଚ୍ଚାରଣ କରା ଯାଇ ନାହିଁ କାହିଁକିନା ଭଗବାନ ରାମ ଏହା ମାନୁଥିଲେ ଯେ ହନୁମାନ ଅଲଗା ପ୍ରଜାତିର ଅଟନ୍ତି କିନ୍ତୁ ମାନକ୍ଡ ପ୍ରଜାତିର ନୁହନ୍ତି ସେ ମଣିଷ ପ୍ରଜାତିର ଅଟନ୍ତି । କାହିଁକିନା ଗୋଟେ ମାଙ୍କଡ ପାଖରେ ଏତେ ବୁଦ୍ଧି ନଥାଏ ସେ କେବଳ ନିଜ ଛୋଟ ବୁଦ୍ଧି ଓ ନଷ୍ଟ କରିବାରେ ଲାଗିଥାଏ କିନ୍ତୁ ରାମାୟଣ ଅନୁଯାଇ ହନୁମାନ ଭଗବାନ ସଂସ୍କୃତ ବିଜ୍ଞାନୀଥିଲେ ।

Image Courtesy: Google

ସେ ୪ଟି ବେଦର ଜ୍ଞାନୀଥିଲେ ତାଙ୍କ ପାଖରେ ଏମିତି କୌଣସି ଗ୍ରନ୍ଥ ନଥିଲା ଯାହା ବିଷୟରେ ସେ ଜାଣି ନଥିଲେ । ତେବେ ରାମାୟଣ ଅନୁଯାଇ ଲଙ୍କା ପାଇଁ ପୋଲ ତିଆରି ସମୟରେ ଭଗବାନ ରାମଙ୍କ ନାମ ପଥର ପାଣିରେ ଭାସୁଥିଲା ତେବେ ଏହି ନାମ ଲେଖା ଆନୁଯାଇ ସେହି ସମୟ ହନୁମାନଙ୍କ ପ୍ରଜାତି ଜ୍ଞାନୀଥିଲେ ଓ ବିଦ୍ୟା ଅଧ୍ୟୟନ କରୁଥିଲେ ।

Image Courtesy: Google

ବାନର ଅର୍ଥ କଣ ଆପପନ ମାନେ ଜାଣିଛନ୍ତି ସଂସ୍କୃତରେ ବନ ଅର୍ଥ ଜଙ୍ଗଲ ଅଟେ ଓ ନର ଅର୍ଥ ମଣିଷ ଅଟେ ତେବେ ସେହି ସମୟରେ ଯେଉଁ ପ୍ରଜାତି ଗୁଫା ବା ଜଙ୍ଗଲରେ ବାସ କରୁଥିଲେ ତାଙ୍କୁ ବାନର କୁହା ଯାଉଥିଲା କିନ୍ତୁ ଏହାକୁ ଭୁଲ ଭାବନାରେ ଲୋକ ନେଲେ ଓ ଭଗବାନ ହନୁମାନଙ୍କୁ ମାଙ୍କଡ କହିଲେ କିନ୍ତୁ ଏହା ସତ ନୁହ । ଯଦି ହନୁମାନ ଭଗବାନ ମାଙ୍କଡ ଥିଲେ ତେବେ ତାଙ୍କ କୌଣସି ଗୁଣ ମାଙ୍କଡ ଭଳି କଣ ପାଇଁ ନଥିଲେ ସେ ସର୍ବ ଶ୍ରେଷ୍ଠ ବିଦ୍ୟା ପ୍ରାପ୍ତ କରିଥିଲେ । ବୈଜ୍ଞାନିକ ମାନଙ୍କ ଅନୁଯାଇ ପୂର୍ବ ସମୟରେ ନିଅଁଡରଥଲ ନାମକ ମଣିଷ ପ୍ରଜାତିଥିଲେ ଯିଏ ମଣିଷ ଭଳି ଥିଲେ ଓ ମଣିଷ ଭଳି ଏକାଠି ବାସ ମଧ୍ୟ କରୁଥିଲେ ।

Image Courtesy: Google

ତେବେ ନିଅଁଡରଥଲ ଓ ସୁଗ୍ରୀବଙ୍କ ପ୍ରଜାତି ବହୁତ ସମାନ ଥିଲା ଯାହା ଯାହା କୁହା ଯାଇଛି ତାହା ଅନୁଯାଇ ନିଅଁଡରଥଲ ବାନର ଜାତିଥିଲେ । ହୋମୋସିପିଅନ ଯାହା ସାମାନ୍ଯ ମଣିଷଥିଲେ ସେହି ସମୟରେ ନିଅଁଡରଥଲ ଓ ହୋମୋସିପିଅନ ଏକାଠି ବାସ କରୁଥିଲେ ଓ ଛୁଆ ଜନ୍ମ ମଧ୍ୟ କରୁଥିଲେ ତେବେ ବୈଜ୍ଞାନିକ ମାନଙ୍କ ଅନୁଯାଇ ଆଜୀବ୍ୟ ଆମ ଡିଏନଏରେ ନିଅଁଡରଥଲ ଡିଏନଏ ଅଛି ଯାହା ଦ୍ଵାରା ଏହା କୁହା ଯାଉଛି ଯେ ଆଗ ସମୟରେ ଦୁଇ ପ୍ରଜାତି ଏକାଠି ରହୁଥିଲେ ଓ ଘର ସଂସାର ମଧ୍ୟ କରୁଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *