ଭଗବାନ ଶିବଙ୍କ ବିଷୟରେ କୁହା ଯାଇଥିବା ବଡ ମିଛ, ସଚ୍ଚା ଭକ୍ତ ନିଶ୍ଚୟ ଦେଖନ୍ତୁ

ଭଗବାନ ଶିବଙ୍କୁ ଭୋଳେବାଥ ମଧ୍ୟ କୁହାଯାଏ କାହିଁକିନା ଭଗବାନ ଶିବ ବହୁତ୍ ଶିଘ୍ର କାହା ଉପରେ ମଧ୍ୟ ଖୁସି ହୋଇଥାନ୍ତି । ଶିବଙ୍କ ପ୍ରତିମା ବହୁତ୍ ମନଭାବନ୍ ହୋଇଥାଏ ଜୀବନରେ କାହାକୁ କିଛି ଅସୁବିଧା ହେଲେ ସେ ଭଗବାନଙ୍କୁ ଡାକିଥାନ୍ତି ଓ ତାଙ୍କୁ ନିଜ ମନ କଥା କୁହନ୍ତି । କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଶିବଙ୍କ ବିଷୟରେ ବହୁତ୍ କିଛି ମିଛ କଥା ବାହାରେ କୁହା ଯାଇଛି ଯାହା ଲୋକ ମାନଙ୍କ ମଧ୍ୟରେ ବ୍ୟାପି ଯାଇଛି କିନ୍ତୁ ଏହା ସତ ନୁହଁ । ତେବେ ଆସନ୍ତୁ ଜାଣିବା ଏହି ଭଳି ମିଛ କଥା ଗୁଡିକ ବିଷୟରେ ।

୧- ଭଗବାନ ଶିବଙ୍କ ଲିଙ୍ଗକୁ ବହୁତ୍ ଲୋକେ ଲିଙ୍ଗ ଓ ୟୋନି ମିଳନ ସ୍ୱରୂପ କୁହନ୍ତି କିନ୍ତୁ ଏହି ଭଳି କଥା କହିବା ଓ ଶୁଣିବା ଲୋକଙ୍କୁ ମାନିବାକୁ ହବ କାହିଁକିନା ଭଗବାନଙ୍କ ବିଷୟରେ ଏମିତିକା କଥା କହିବା ବା ଶୁଣିବା ଉଚିତ୍ ନୁହଁ । ତେବେ କଣ ଆପଣ ଜାଣିଛନ୍ତି ଯେ ଭଗବାନଙ୍କ ଏହି ରୂପକୁ କଣ କୁହାଯାଏ । ଭଗବାନଙ୍କ ଏହି ରୂପକୁ ଆଦି ଅନାଦି ରୂପ କୁହାଯାଇଥାଏ ।

୨- ବହୁତ୍ ଏମିତି ଲୋକ ଅଛନ୍ତି ବା ଲୋକ ଅଛନ୍ତି ଯିଏ ଭଗବାନ ଶିବଙ୍କ ଚିତ୍ରରେ ତାଙ୍କୁ ଭାଙ୍ଗ ବା ଗାଞ୍ଜା ଭଳି ଜିନିଷ ର ସେବନ କରିବାର ଦେଖିଥାନ୍ତି ତେବେ ଏହା ପୂର୍ଣ୍ଣ ରୂପରେ ମିଛ କଥା ଅଟେ । ଭଗବାନ ଶିବ କେବେ ଭାଙ୍ଗ ବା ଗାଂଜା ସେବନ କରୁନଥିଲେ ଏମିତି କାଉନସିଲ୍ ପୁରାଣ ନାହିଁ ଯେଉଁଥିରେ ଏହା ବର୍ଣ୍ଣନ କରା ଯାଇଥିବ ଜେ ଭଗବାନ ଶିବ ଗାଞ୍ଜ ସେବନ କରନ୍ତି । ଗାଞ୍ଜା ପିଇବାର ବହୁତ୍ ଜାଗାରେ ଭଗବାନ ଶିବଙ୍କ ଚିତ୍ର ମଧ୍ୟ ଅଛି ଯାହା ବହୁତ୍ ଭୁଲ ଅଟେ ।

୩- ଏମିତି ବହୁତ ଲୋକ ଅଛନ୍ତି ଯିଏ ଶିବ ଶଙ୍କରଙ୍କୁ ଦୁଇଟି ବ୍ୟକ୍ତି କୁହନ୍ତି ତାଙ୍କ କହିବା ଅନୁଯାଇ ଶିବ ଅଲଗା ଭଗବାନ ଅଟନ୍ତି ଓ ଶଙ୍କର ଅଲଗା ତେବେ ଏହା ବହୁତ୍ ଭୁଲ କଥା ଅଟେ ଏହା ଗୋଟେ ଭଗବାନଙ୍କ ଦୁଇଟି ନାମ ଅଟେ । ବହୁତ୍ ଲୋକ କ୍ରିଷ୍ଟିଆଁ କାହାଣୀ ଅନୁଯାଇ ଆଦମ୍ ଆଉ ଇଦ ଶିବ ଓ ପାର୍ବତୀଙ୍କୁ ମାନନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ କଥା ଅଟେ । ଶିବଙ୍କ ଏମିତି କିଛି କାହାଣୀ ନାହିଁ ତେବେ ଏହି ସବୁ କଥା ସମ୍ପୂର୍ଣ ରୂପରେ ମିଛ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *