ଭଗବାନ ସାଥିରେ ଥିଲେ ମିଳିଥାଏ ଏହି 8ଟି ସଂକେତ !

ବନ୍ଧୁଗଣ ସୁଖ, ଦୁଃଖ, ହାନି, ଲାଭ, ଯଶ, ଅପଯଶ ଜୀବନର ଅଂସ ଅଟେ ଓ ଏହା ଆସିଥାଏ ଏବଂ ଯାଇଥାଏ । କିନ୍ତୁ କିଛି ନିଜ ଜୀବନରେ ଏତେ ନିରାଶା ହୋଇଥାନ୍ତି କି ସେମାନଙ୍କୁ ଲାଗିଥାଏ କି ଭଗବାନ ତାଙ୍କ ବିଷୟରେ ଚିନ୍ତା କରୁ ନାହାନ୍ତି । ଆଉ କିଛି ଲୋକ ଏମିତି ଭାବିଥାନ୍ତି କି ଭଗବାନ ଏ ଦୁନିଆରେ ନାହାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଭଗବାନ ସାଥିରେ ଥିଲେ କେଉଁ 8ଟି ସଂକେତ ମିଳିଥାଏ ମନୁଷ୍ୟକୁ । ଯାହା ଆମ ଶାସ୍ତ୍ରରେ ଲେଖା ଅଛି । ଏଥିରୁ ଜଣା ପଡିବ ଭଗବାନ ଆମକୁ ପ୍ରେମ କରିଥାନ୍ତି ।

୧- ଆପଣ ଯେଉଁ କାମ କରିବେ ସେଥିରେ ବିଫଳତା ମିଳିବ । ଏହା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଭଗବାନଙ୍କ ସାଥ ଯାହାଙ୍କୁ ମିଳିଥାଏ ତାଙ୍କୁ ବିଫଳତା ମିଳିଥାଏ । ଆପଣଙ୍କୁ ବିଫଳତା ସେତେବେଳେ ଯାଏଁ ପାଇବେ ଯେବେ ଯାଏଁ ଜୀବନର ଅର୍ଥ ଆପଣ ବୁଝି ନାହାନ୍ତି ।

୨- ଯେବେ ଭଗବାନ ଆପଣଙ୍କ ସହ ଥିବେ ତେବେ ଆପଣଙ୍କୁ ଏକା ଅନୁଭବ ହେବ । ଆପଣଙ୍କ ଆଗକୁ ଏମିତି ସ୍ଥିତି ଆସିବ ଆପଣ ବୁଝିପାରିବେ ନାହିଁ କଣ କରିବେ । ଆପଣ ନିଜ ସମସ୍ଯା କାହାକୁ କହିପାରିବେ ନାହି କି କେହି ବୁଝିପାରିବେ ନାହିଁ ।

୩- ଯଦି ଭଗବାନ ଆମ ସହ ଅଛନ୍ତି ତେବେ ଆମେ ଦୁଃଖରେ ରହିବା ଆଉ ଭାବିବା ଏହା ଠାରୁ ଖରାପ ଆମ ଜୀବନରେ ଆଉ କମ ହୋଇପାରେ । ଆପଣ ଦୁଃଖର ଚରମ ସୀମାକୁ ଅନୁଭବ କରିବେ । ତେବେ ଜାଣିବେ ଭଗବାନ ଆପଣଙ୍କୁ ପ୍ରେମ କରୁଛନ୍ତି ।

୪- ଭଗବାନ କୃପା ଆପଣଙ୍କ ଉପରେ ରହିଲେ ଆପଣଙ୍କ ସବୁ ଆଶା ଭାଙ୍ଗିଯିବ । ଏମିତି ହେଲେ ଆପଣଙ୍କ ମନରେ ନୂଆ ସନ୍ଧାନର ଆରମ୍ଭ ହେବ । ଏହା ଫଳରେ ଆପଣ ବିଫଳତାର କାରଣ ଖୋଜି ପାଇବେ । ଆପଣ ନିଜକୁ ପ୍ରଶ୍ନ କରିବା ଆରମ୍ଭ କରିବେ ଯାହା ଆପଣଙ୍କୁ ନିଜ ସହ ଯୋଡି ଦେବ ।

୫- ଯଦି ଆପଣଙ୍କ ସହ ଭଗବାନ ଛନ୍ତି ତେବେ ଆପଣଙ୍କ ଚରିତ୍ରରେ ପରିବର୍ତ୍ତନ ହେବ । ଯେବେ ଆପଣ ନିଜ ସହ ଯୋଡି ହେବେ ଓ କମଜୋରି ଜଣାଇବେ ତେବେ ନିଜକୁ ସୁଧାରିବାକୁ ଚେଷ୍ଟା କରିବେ ।

୬- ଯେବେ ଆପଣ ନିଜକୁ ପରିବର୍ତ୍ତନ କରି ନିଜ ଜୀବନକୁ ଅଲଗା ନଜରିୟାରେ ଦେଖିବେ ସେତେବେଳେ ଆପଣ ହାର ଜିତ ଠାରୁ ଉପରକୁ ଉଠିଯିବେ । କୌଣସି କାମର ଲାଭ କି ହାନି କଥା ଚିନ୍ତା ନ କରି କାମ କରିଚାଲିବେ ।

୭- ଆପଣ ଏମିତି ସ୍ଥିତିରେ ଆସିଯିବେ ଯେବେ ସବୁ କିଛି ସହଜ ମନେ ହେବ ଯେବେ ଭଗବାନ ଆପଣଙ୍କ ସହ ଥିବେ । ସବୁ ଐଶ୍ଚର୍ଜ୍ୟ ଆପଣଙ୍କ ପାଖକୁ ଆପେ ଆପେ ଆସିବାକୁ ଲାଗିବ ।

୮- ଭଗବାନ ଆପଣଙ୍କ ସହ ଥିଲେ ଆପଣ ତାଙ୍କୁ ଦେଖିବା ସହ କଥା ହୋଇପାରିବେ ଯେମିତି ସାଧାରଣ ବ୍ୟକ୍ତି ସହ କଥା ହୋଇଥାନ୍ତି । ଏହି ସଂକେତ ମିଳିଲେ ଆପଣଙ୍କ ମନରେ କିଛି ବି ଶଙ୍କା ରହିବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *