ଭଗବାନ ଶିବଙ୍କ ଏହି ମନ୍ତ୍ର ଜପିଲେ ପତି-ପତ୍ନୀ ଙ୍କ ଭିତରେ ହୋଇନଥାଏ ଝଗଡା- ସମ୍ପର୍କ ହୋଇଥାଏ ଆହୁରି ବି ମଝବୁତ, ଜାଣନ୍ତୁ…

ଦେଖାଯାଏ କି ଦୁନିଆରେ ସବୁ ସମ୍ପର୍କ ଭିତରେ ପତି-ପତ୍ନୀ ଙ୍କ ସମ୍ପର୍କ ବହୁତ ପବିତ୍ର ବୋଲି କୁହାଯାଇ ଥାଏ । ପତି ପତ୍ନୀ ଙ୍କ ସମ୍ପର୍କ ଏମିତି ହୋଇଥାଏକି ଯାହା ଭଲପାଇବା ଏବଂ ବିଶ୍ବାସରେ ଯୋଡି ହୋଇଥାଏ ଏଥିରୁ ଗୋଟେ ବି କମ ହୋଇଯାଏ ତାହେଲେ ସମ୍ପର୍କରେ ପାଚେରି ପଡିଯାଏ । ଏହି ସମ୍ପର୍କର ସହିତ କିଛି ଅନ୍ୟ ସମ୍ପର୍କ ବି ଯୋଡି ହୋଇଥାଏ । ପତି ପତ୍ନୀ ଙ୍କ ସମ୍ପର୍କରେ କେତବେଳେ ଭଲପାଇବା ତ ଆଉ କେତବେଳେ ଝଗଡା ହେବା ସ୍ଵଭାବିକ କଥା ଏବଂ ସମ୍ପର୍କରେ ଖଟାପଣ ଆସିବା ଏକ ସାଧାରଣ କଥା । କିନ୍ତୁ ଏହି ସାଧାରଣ କଥା ସେତବେଳେ ସାଧାରଣ ହେଇ ରହିନଥାଏ ଯେବେ ଏଥିରେ ଦୂରତା ଆସିଯାଏ ।

Image Courtesy: Google

ଏହି ସମ୍ପର୍କକୁ କିଛି ସାବଧାନତାକୁ ଆପଣେଇବାକୁ ପଡିଥାଏ ଏବଂ ଏହା ପତି ପତ୍ନୀ ଙ୍କ ବୁଝାମଣା ଉପରେ ହିଁ ନିର୍ଭର କରିଥାଏ । କିନ୍ତୁ ଯଦି ସବୁ ପ୍ରକାର ଚେଷ୍ଟା କରାଯାଏ କିନ୍ତୁ କୌଣସି ପ୍ରକାର ସଫଳତା ମିଳେ ନାହିଁ ତାହେଲେ ଜରୁରୀ ହୋଇଥାଏ କିଛି ଏମିତି ଉପାୟ ଅପଣାନ୍ତୁ ଯାହା ଆପଣଙ୍କର ସମ୍ପର୍କ ଭାଙ୍ଗିବାରୁ ବଞ୍ଚେଇ ପାରିବେ ।

Image Courtesy: Google

ଏହା କେହି ଜଣେ ମହାପୁରୁଷ କହିଛନ୍ତିକି ସବୁ ପୁରୁଷଙ୍କ ସଫଳତା ପଛରେ ଜଣେ ନାରୀର ହାତ ଥାଏ, ସେ ହାତ ତା ପତ୍ନୀର ହେଇପାରେ ନହେଲେ ତା ମାଆର ହେଇପାରେ ନହେଲେ ତା ପ୍ରେମିକାର ବି ହେଇପାରେ । କିନ୍ତୁ କିଛି ସମୟରେ ଏମିତି ହୋଇଥାଏ ଘର ପରିବାରର ଚିନ୍ତା କିମ୍ବା କାମର ପ୍ରେସରରେ ପତି ପତ୍ନୀ ଙ୍କ ଭିତରେ ଝଗଡା ହୋଇଥାଏ । ଆଜି ଆମେ ଆପଣଙ୍କୁ ଶିବ ଙ୍କର ଏକ ଏମିତି ସହଜ ମନ୍ତ୍ର କହିବୁ ଯାହାକୁ ଜପିବା ମାତ୍ରକେ ଆପଣଙ୍କର ପର୍ଶନାଲ ଜୀବନରେ ଝଗଡା ଏକଦମ ଖତମ ହେଇଯିବ ।

Image Courtesy: Google

ଯଦି କେବେବି କାହା ଭିତରେ ଝଗଡା ହୋଇଥାଏ ତାହେଲେ କାଲିକୁ ଅପେକ୍ଷା ନକରି ଆଜି ହିଁ ସେ ଝଗଡାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ । ଆଜି ଆମେ ଆପଣଙ୍କୁ ଶିବ ଙ୍କର ଏମିତି ଏକ ମନ୍ତ୍ର କହିବୁ ଯାହା ଶୁଣି ଆପଣ ବି ଆପଣଙ୍କର କୌଣସି ଖାସ ଲୋକଙ୍କ ସହିତ ଝଗଡା ବନ୍ଦ କରିପାରିବେ । ଏହା ପାଇଁ ସବୁଠୁ ପ୍ରଥମେ ଗାଧୋଇ ଶିବ ଙ୍କ ମନ୍ଦିର ଯାଆନ୍ତୁ ଏବଂ ସେଠାରେ ଶିବଳିଙ୍ଗ ଉପରେ ଜଳ ଢାଳନ୍ତୁ । ଏବଂ ଶିବଙ୍କର ଏହି ମନ୍ତ୍ର ଜପ କରନ୍ତୁ ,ଏମିତି କଲେ ଆପଣଙ୍କ ସମ୍ପର୍କ ମଝବୁତ ହେବ ଏବଂ ଝଗଡା ହେବ ନାହିଁ ।

Image Courtesy: Google

ଏହି ମନ୍ତ୍ର କିଛି ଏମିତି ପ୍ରକାରର

ଓଂ ନମଃ ସମଭବାୟ ଚ ମୟୋ ଭବାୟ ଚ ନମଃ ।

ଶଙ୍କରାୟ ଚ ମୟସ୍କରାୟ ଚ ନମଃ ଶିବାୟ ଚ ଶିବତରାୟ ଚ ॥

ଅକ୍ଷେ ନୌ ମଧୁସ॰କାଶେ ଅନକି ନୌ ସମ॰ଜନମ୍ ।

ଅନ୍ତଃ କୁଣୁଷ୍ବ ମାଂ ହ୍ରଦୀ ମନ ଇନ୍ନୋ ସହାସତି ।

ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *