ୟୁଏନ ରେ ଥିଲା ଯୁକରେନ ଉପରେ ଚର୍ଚ୍ଚା, ଭାରତର ଏହି ବୟାନ କେବେବି ଭୁଲିବନି ଦୁନିଆ

ରୁଷ ଓ ୟୁକ୍ରେନ ର ଯୁଧ୍ୟ ଏବେ ଭୟାନକ ହୋଇ ସାରିଲାଣି । କେତେବେଳେ କଣ ପରିସ୍ଥିତି ହେବ କେହି କହି ପାରିବେନି । ତେବେ ଏହି ଯୁଧ୍ୟ ଚାଲିଥିବା ବେଳେ ଅନେକ ଲୋକମାନେ ସେହି ଜାଗାରେ ରହି ଯାଇ ଛନ୍ତି କେବଳ ଭାରତ ନୁହେଁ ଭାରତ ସହ ଆହୁରି ଅନେକ ଦେଶ ଅଛନ୍ତି ଯେଉଁ ମାନେ ଏହି ଜାଗାରେ ନିଜ ଲୋକଙ୍କୁ ଦେଖି କଷ୍ଟ ପାଉ ଛନ୍ତି ମାତ୍ର ସେମାନେ ଚାହିଲେ ମଧ୍ୟ ସେମାନଙ୍କୁ ବାହାର କରିବା ପାଇଁ କେବଳ ପ୍ରୟାଶ କରିବା ଛଡା ଆଉ କିଛି ଉପାୟ ନାଇ ।

ଏହା ମଧ୍ୟରେ ଭାରତର ଏକ ଛାତ୍ର ସର ଦେହାନ୍ତ ହୋଇ ଯାଇଛି ମାତ୍ର ଆହୁରି ଯେତେ ଲୋକମାନେ ଅଛନ୍ତି ଛାତ୍ର ମାନେ ଅଛନ୍ତି ସେମାନଙ୍କୁ ବାହାରକୁ ବାହାର କରିବବା ପାଇଁ ଭାରତ ଲାଗି ପଡିଛି ମିସନ ଗଙ୍ଗା ଆରମ୍ଭ ହୋଇଛି ।

ଦୁଇ ଦେଶ ସହ ବାରାବର ଭାବେ ସୂତ୍ର ରକ୍ଷା କରି ଚାଲିଛି ଭାରତ । ମାତ୍ର ଆମ ଦେଶ ବହରତ ନିଜ ଲୋକଙ୍କୁ ଆଣିବା ସହ ସେ ଆହୁରି କିଛି ଲୋକଙ୍କ ସାହାଜ୍ଯ ପାଇଁ ମଧ୍ୟ ହାତ ବଢାଇଛି । ଆହୁରି ଅନେକ ଲୋକମାନେ ଯେଉଁ ମାନେ ଅଗ୍ରଣୀ ଦେଶର ଅଟନ୍ତି ଯେଉଁ ମାନେ ଭଲ ଭାବେ ଉରନ୍ନତି କରି ପରି ନାହାଁନ୍ତି ।

ସେମାନଙ୍କୁ ମଧ୍ୟ ସେହି ଜାଗାରୁ କାଢିବା ପାଇଁ ଭାରତ ସେମାନଙ୍କ ସାହାଜ୍ଯ କରିବା ବୋଲି କହି ଛନ୍ତି ମୁଖ୍ୟ ସଚିବ । ଏହା ସୂତ୍ରରୁ ଜଣା ପଡିଛି କି ଯେଉଁ ମାନେ ଏବେ ଯାଏ ସେହି ଜାଗାରୁ ଦୂରେ ସୁରକ୍ଷିତ ଅଛନ୍ତି ସେମାନଙ୍କ ପାଇଁ ଭାରତ ନିଜର ଦୁଇ ମନ୍ତ୍ରୀ ଙ୍କୁ ସେହି ଜାଗାକୁ ପଠାଉଛି ଓ ସେମାନେ ଏହାର ତଦାରଖ କରିବେ ।

ଏହା ମଧ୍ୟ କହିଛନ୍ତି କି ଭାରତ ଏବେ ଯାଏ 7 ଟି ବିମାନ ପଠାଇକି ୟୁକ୍ରେନ ରୁ ଅନେକ ଛାତ୍ର ଙ୍କୁ ସେହି ଜାଗରୁ ସୁରକ୍ଷିତ ଭାବେ କାଢି ସରିଲାଣି । ଭାରତ କହିଛି କି ଏବେ ୟୁକ୍ରେନ ଯାହାଭି ସାହହାଜ୍ଯ୍ଯା ମାଗିଛି ଭାରତ କରିବ ।

ଏହା ମଧ୍ୟ କହିଛି କି ୟୁକ୍ରେନରେ ଫସିଥିବା ଅନ୍ୟ ଛାତ୍ର ମାନଙ୍କୁ ମଧ୍ୟ ସଠିକ ଭାବେ ଘରକୁ ଫେରାଇ ଆଣିବାରେ ପଡୋଶୀ ଦେଶ ଙ୍କୁ ସାହାଜ୍ଯ ମଧ୍ୟ କରିବା ଭାରତ । ଭାରତ କହିଛି କି ବାର ବାର କଥା ହେବା ଦ୍ଵାରା ସବୁ ସମସ୍ଯା ର ସମାଧାନ ମିଳିଯିବ ।

କିନ୍ତୁ ଯୁଧ୍ୟ କରିବା ଦ୍ଵାରା ଆମେ କିଛି ଭି ପାଇବା ନି । ଭାରତ ରୁ ଆଉଟିବା ଆମନ୍ତ୍ରି ମନାଦଳ ସୁରକ୍ଷିତ ଥିବା ଅଛାତ୍ର ଙ୍କ ପାଖକୁ ଯାଇକି ସେମାନେ କଣ କରିବେ ଓ କିଭଳି ଭାବେ ରହିବେ ତାହା ପାଇଁ ବ୍ୟବସ୍ଥା କରିବା ବୋଲି କହିଛନ୍ତି ଭାରତର ବିଦେଶ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *