ବର୍ତ୍ତମାନର ବଡ ଖବର: ୟୁକ୍ରେନ ରେ ଭାରତୀୟ ଛାତ୍ର ଙ୍କ ମୃତ୍ୟୁ, ଦେଖନ୍ତୁ କିଏ ଓ କେଉଁଠିକାର ଥିଲେ ଏହି ଭାରତୀୟ ଛାତ୍ର

ୟୁକ୍ରେନ ରେ ଅନେକ ଦିନ ଧରି ଚାଲିଥିବା ଏହି ନୂଆ ଯୁଧ୍ୟ କଣ ଆଣିବା ପରିସ୍ଥିତି ଏହା କେହି କହି ପାରିବେ ନି । ଆପଣ ଜାଣି ଥିବେ କି କେବଳ ଭାରତ ନୁହେଁ ଅନ୍ୟ ଦେଶର ଅନେକ ଲୋକମାନେ ମଧ୍ୟ ୟୁକ୍ରେନ ରେ ରହୁ ଥିଲେ । ତେବେ ରୁଷ ଓ ୟୁକ୍ରେନ ର ଯୁଧ୍ୟ ବେଳେ ଭାରତ ତାର ଲଗାତର ପ୍ରୟାଶ ଚଳାଇଛି । ତେବେ ଏହା ମଧ୍ୟରେ ଏକ ଭାରତୀୟ ଛାତ୍ର ଙ୍କ ମୃତ୍ୟୁ ହେବାର କଥା ସାମନାକୁ ଆସିଛି ।

ତେବେ ଏହା ଏବେ ଜାଏ ମଧ୍ୟ ସ୍ପଷ୍ଟ ନୁହେଁ କି କେଉଁ ଭଳି ପରିସ୍ଥିତି ରେ ତାଙ୍କର ଦେହାନ୍ତ ହୋଇଛି ଏହା ପାଇଁ ରୁଷ ସେନା ମାନେ ଦାଇ ତାଙ୍କ ଗୁଳିରେ ଏହା ହୋଇଛି କି ଏହା କେବଳ ହଠାତ ଭୟ ସୃଷ୍ଟି ଦ୍ଵାରା ହୋଇଛି ଏହା କେହି ଜାଣି ପରି ନାହାଁନ୍ତି ।

ଆମର ଦେଶର ଲୋକଙ୍କୁ ଯେଉଁ ବହଳି ଭାବେ କିଛି ନ ହେବ ସେ ପାଇଁ ଲଗାତାର ପ୍ରୟାଶ ଚଳାଇଛି ଭାରତ ଉଭୟ ଦେଶ ସହ ବାର ବାର କଥା ହେବାରେ ଲାଗିଛି ଭାରତ । ତେବେ ପ୍ରସାଶନ କିଛି ଭି କରିବବା ଆଗରୁ ଦେହାନ୍ତ ହୋଇ ଥିବା ପିଲାଙ୍କ ଘର ଲୋକଙ୍କୁ କୁହାଯାଇଛି ।

ତେବେ ପରିସ୍ଥିତି ବିଷୟରେ ଭଲ ଭାବେ ଜଣା ନାଇ । ଭାରତରେ ଆରମ୍ଭ ହୋଇ ଥିବା ମିସନ ଗଙ୍ଗା କୁ ଆମେ ଅଧିକ ତ୍ୱରାନ୍ୱିତ କରି ଦିଆ ଯାଉଛି । ପ୍ରାଇମିନିଷ୍ଟର ମଧ୍ୟ ରାଷ୍ଟ୍ରପତି ସହ କଥା ହୋଇ ସାରିଲେଣି କିଛି ଜଣ ଶେଫ ଥିବା ବେଳେ କିଛି ଜଣ ଏବେ ସୁରକ୍ଷା ରୁ ବାହାରେ ଯେଉଁ ଜାଗାରେ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ସେହି ଯାଏ ପହଞ୍ଚିବା ଏବେ ଲୋକଙ୍କ ସଂଘର୍ଷ ।

ଏହା ଜଣା ଯାଇଛି କି ଛାତ୍ର ଜଣଙ୍କ କର୍ଣ୍ଣାଟକ ର ଅଟନ୍ତି । ତାଙ୍କ ପାସ୍ପୂର୍ଟ ରୁ ଏହା ଜଣା ପଡିଛି । ପରମାଣୁ ଯୁଧ୍ୟର ଆଶଙ୍କା ଥିବା ବେଳେ ଏବେ ଅନେକ ଚିନ୍ତା ରେ ଅଛନ୍ତି ପିତା ମାତା ଯେଉଁ ମାନେ ଏବେ ନିଜ ପିଲା ଙ୍କ ଆସିବା ବାଟକୁ ଚାହିଁ ରହି ଛନ୍ତି ।

ଏହା ଏବେ ସରକାର ର ଡାଇତ୍ଵ କି ସେ କେଉଁ ଭଳି ଭାବେ ଆମ ଲୋକଙ୍କୁ ଫେରାଇ ଆଣିବ । ଅନେକ ଛାତ୍ର ଏବେ ଭି ଅସୁରକ୍ଷିତ ଅଛନ୍ତି । ଏହା ମଧ୍ୟ କୁହାଯାଉଛି କି ଏହା ସ୍ପଷ୍ଟ ନାଇ କି କିଏ ଓ କେଉଁ ଭଳି ମୃତ୍ୟୁ ହୋଇଛି ଏହି ଛାତ୍ର ଙ୍କର ।

Leave a Reply

Your email address will not be published. Required fields are marked *